Home » ଜାତୀୟ » Page 13
coal-smoke

Coal Plant:କୋଇଲା କାରଖାନାର ପ୍ରଦୂଷଣ ଯୋଗୁଁ ଭାରତରେ ୮ ହଜାର ୩୦୦ ମୃତ୍ୟୁ ଘଟିପାରେ

ନୂଆଦିଲ୍ଲୀ: ବିଭିନ୍ନ କମ୍ପାନୀ ଦ୍ଵାରା ନିର୍ମିତ ନୂତନ କୋଇଲା କାରଖାନା (Coal Plant) ରୁ ସୃଷ୍ଟି ବାୟୁ ପ୍ରଦୂଷଣ, ଯାହା HSBC ର ମାଲିକାନାରେ ଅଛି, ସାରା ବିଶ୍ବରେ (world wide) ରେ ପ୍ରାୟ ୧୮ହଜାର ୭୦୦ ମୃତ୍ୟୁ ଘଟିପାରେ, ଯାହାର ଅଧା ଭାରତରେ ବୋଲି ଅନୁମାନ କରାଯାଉଛି।  ଶକ୍ତି ଏବଂ ସ୍ୱଚ୍ଛ ବାୟୁ କେନ୍ଦ୍ର (CREEA) ଏକ ନୂତନ ଅନୁସନ୍ଧାନ ଆଧାରରେ ବୁଧବାର ଏହି ସୂଚନା ଦେଇଛି। ଅନୁସନ୍ଧାନ ଅନୁଯାୟୀ, ପ୍ରଦୂଷଣ ହେତୁ ଭାରତରେ  ବର୍ଷକୁ…

Read More
Cyclone_TAUKTE

Cyclone Tauktae: ଉଗ୍ର ରୂପରେ ମାଡି ଆସୁଛି ବାତ୍ୟା ‘ତଉକତେ’

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ ରୂପରେ ମାଡିଆସୁଛି ବାତ୍ୟା ‘ତଉକତେ’ (Cyclone Tauktae)। ଏ ନେଇ ଭାରତ ପାଣିପାଗ ବିଭାଗ (India Meteorological Department-IMD) ଏକ ସତର୍କ ସୂଚନା ଜାରି କରିଛି ଯେ ମେ ୧୭ ସୁଦ୍ଧା ଆରବ ସାଗର (Arabian Sea ) ରେ ଥିବା ନିମ୍ନ ଚାପ ଅଞ୍ଚଳ ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇପାରେ। ମେ ୧୮ ସୁଦ୍ଧା, ଭୟଙ୍କର ସାଇକ୍ଲୋନିକ୍ ‘ତଉକତେ’ ଗୁଜୁରାଟ ଉପକୂଳ (Gujarat Cost) ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ପାଣିପାଗ…

Read More
pm kishan

PM-Kisan: ଆଜି ପ୍ରଧାନମନ୍ତ୍ରୀ ମୋଦୀ ପିଏମ-କିଷାନର ଅଷ୍ଟମ କିସ୍ତି କଲେ ପ୍ରଦାନ, ସାଢେ ୯ କୋଟି ଚାଷୀ ଉପକୃତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଦେଶର ୯ କୋଟି ୫୦ ଲକ୍ଷ ଚାଷୀଙ୍କୁ ଉପକୃତ କରିବା ପାଇଁ ପିଏମ-କିଷାନ (PM-Kisan) ଯୋଜନା ଅଧୀନରେ ୧୯ ହଜାର କୋଟି ଟଙ୍କା ଆର୍ଥିକ ଲାଭର ଅଷ୍ଟମ କିସ୍ତି ପ୍ରଦାନ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହି କିସ୍ତି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ହିତାଧିକାରୀଙ୍କ ସହ ମଧ୍ୟ କଥାବାର୍ତ୍ତା କରିଛନ୍ତି। ଏହି ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। କୃଷକମାନଙ୍କୁ…

Read More
soumya santhos

Kerala woman: ରକେଟ୍ ଆକ୍ରମଣରେ ନିହତ ହୋଇଥିବା କେରଳ ମହିଳାଙ୍କ ପରିବାରର ଦାୟିତ୍ଵ ନେବ ଇସ୍ରାଏଲ

ତେଲ ଅଭିଭ: ଇସ୍ରାଏଲ (Israel) ରେ ରକେଟ ଆକ୍ରମଣରେ ନିହତ ହୋଇଥିବା କେରଳର ମହିଳା ସୌମ୍ୟା ସନ୍ତୋଷ (Soumya Santhosh) ଙ୍କ ପରିବାରର ସମ୍ପୂର୍ଣ୍ଣ ଦାୟିତ୍ଵ ଇସ୍ରାଏଲ ନେବାକୁ ନିଷ୍ପତ୍ତି ନେଇଛି। ଇସ୍ରାଏଲ କହିଛି ଯେ ଏହି ବିବାଦ ସମୟରେ ଜଣେ ଭାରତୀୟଙ୍କୁ କିପରି ସୁରକ୍ଷା ଦିଆଯାଉଛି ଏବଂ ଇସ୍ରାଏଲରେ କିପରି ଇସ୍ରାଏଲୀୟମାନଙ୍କୁ ସୁରକ୍ଷା ଦିଆଯାଉଛି ସେଥିରେ କୌଣସି ପାର୍ଥକ୍ୟ ନାହିଁ। ପାଲେଷ୍ଟାଇନ (Palestine)ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦ ସମୟରେ ହାମାସ (Hamas) ଦ୍ୱାରା ରକେଟ…

Read More
ghaziabad-fire

Ghaziabad:ଗାଜିଆବାଦର ରାସାୟନିକ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ,ନିଆଁ ଲିଭାରେ ୧୦ ଦମକଳ ଗାଡି

ଗାଜିଆବାଦ:ରାଜଧାନୀ ଦିଲ୍ଲୀକୁ ଲାଗିଥିବା ଉତ୍ତରପ୍ରଦେଶର ଗାଜିଆବାଦ (Ghaziabad) ର ଏକ ରାସାୟନିକ କାରଖାନା (Chemical Factory) ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। କାରଖାନା ଭିତରୁ ବହୁତ ଶକ୍ତିଶାଳୀ ନିଆଁ ବାହାରିଛି, ଯାହାର ଧୂଆଁ ମଧ୍ୟ ବହୁ ଦୂରରେ ଦେଖାଯାଉଥିଲା। କୁହାଯାଉଛି ଯେ ନିଆଁ ଲାଗିବା ପରେ କାରଖାନା ଭିତରୁ ମଝିରେ ମଝିରେ ବିସ୍ଫୋରଣର ଶବ୍ଦ ଶୁଣାଯାଉଛି। ଏହି କାରଣରୁ ଅଞ୍ଚଳର ଲୋକମାନେ ଭୟଭୀତ ହୋଇପଡିଛନ୍ତି। ନିଆଁ ଲାଗିବା ପରେ ୧୦ଟି ଗାଡି ଘଟଣାସ୍ଥଳରେ ପହଞ୍ଚିଛି। ଅଗ୍ନିଶମ ବିଭାଗର…

Read More
cbse_dost_for_life_app

CBSE ଲଞ୍ଚ କଲା Dost for Life ଆପ, ନେବ ଛାତ୍ରଛାତ୍ରୀମାନଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (Central Board of Secondary Education-CBSE) ଛାତ୍ରଛାତ୍ରୀମାନଙ୍କ ମାନସିକ ଏବଂ ସାମାଜିକ ସ୍ୱାସ୍ଥ୍ୟ (psychological counselling) ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ଆରମ୍ଭ କରିଛି। ଏଥିପାଇଁ ମେ ୧୦ରୁ ସିବିଏସଇ Dost For Life ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ଏହା ମାଧ୍ୟମରେ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କର ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବ। ସିବିଏସଇ ବୋର୍ଡ ଏହି ଆପ୍ ମାଧ୍ୟମରେ ବାର୍ଷିକ ପରାମର୍ଶ କାର୍ଯ୍ୟକ୍ରମ ଆରମ୍ଭ କରିବ। ସିବିଏସଇର…

Read More
kadapa limestone

Andhra Pradesh:ଆନ୍ଧ୍ରପ୍ରଦେଶରେ ଚୂନପଥର ଖଣି ଦୁର୍ଘଟଣାରେ ୧୦ ଶ୍ରମିକଙ୍କ ମୃତ୍ୟୁ

କଡ଼ପା: ଆଜି ଶନିବାର ଆନ୍ଧ୍ରପ୍ରଦେଶ (Andhra Pradesh) ର କଡ଼ପା (Kadapa district) ସ୍ଥିତ ଏକ ଚୂନ ପଥର ଖଣି (Lime Stone Mines) ରେ ହୋଇଥିବା ବିସ୍ଫୋରଣରେ ଅତି କମରେ ୧୦ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ଅନେକ ଲୋକ ଆବର୍ଜନା ତଳେ ଫସି ରହିଛନ୍ତି। ଆଜି ସକାଳେ କଲାସାପଡୁ ବ୍ଲକର ମାମିଲାପାଲ୍ଲି  (Mamillapalli) ଗ୍ରାମରେ ଏହି ଘଟଣା ଘଟିଛି। ସମସ୍ତ ପୀଡିତମାନେ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକ ବୋଲି ଜଣାପଡିଛି। କୁହାଯାଉଛି ଯେ ଆଉ…

Read More
Etawah_Safari_Park

Corona Virus:ବର୍ତ୍ତମାନ ପଶୁମାନଙ୍କଠାରୁ ମଧ୍ୟ କରୋନା ଭୂତାଣୁ ଚିହ୍ନଟ

ନୂଆଦିଲ୍ଲୀ: କୋଭିଡ-୧୯ (Covid-19) ମହାମାରୀର ଦ୍ୱିତୀୟ ଲହର (Second Wave) ଦେଶରେ ଦୁଃଖଦ ଘଟଣା ସୃଷ୍ଟି କରିଚାଲିଛି। କରୋନାର ବିପଦ ବଢିବାରେ ଲାଗିଛି। ବର୍ତ୍ତମାନ କରୋନା ଭୂତାଣୁ (COVID-19) ପଶୁ ମାନଙ୍କଠାରେ ଦେଖିବାକୁ ମିଳୁଛି। ଯାହାକି ଅଧିକ ଚିନ୍ତାଜନକ। ଏମିତି ଏକ ଚାଞ୍ଚଲ୍ୟକାର ଘଟଣା  ଉତ୍ତରପ୍ରଦେଶରୁ ଆସିଛି। ଯେଉଁଠି ଏଟାୱା ସଫାରି ପାର୍କ (Etawah Safari Park) ରେ ଦୁଇଟି ସିଂହୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଫାରି ନିର୍ଦ୍ଦେଶକ କହିଛନ୍ତି ଯେ ଦୁଇ ସିଂହୀ, ଗୌରି…

Read More
covid help center

Covid:ଖୋର୍ଦ୍ଧା ଜିଲ୍ଲାରେ ଭାରତୀୟ ନୌସେନା ଦ୍ଵାରା ପ୍ରତିଷ୍ଠା ହେଲା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ସେବା କେନ୍ଦ୍ର

ଭୁବନେଶ୍ଵର:ଭାରତୀୟ ନୌସେନା (Indian Navy) ଦ୍ୱାରା ଖୋର୍ଦ୍ଧା ଜିଲ୍ଲାର କୋଭିଡ (Covid-19) ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିବା ପାଇଁ ଏହାର ଆବ-ଇନିସିଓ ଟ୍ରେନିଂ ଏଷ୍ଟାବ୍ଲିସମେଣ୍ଟ, ଆଇଏନ୍ଏସ୍ ଚିଲିକା (INS Chilika), ନୌସେନା ଅଧିକାରୀ-ଭାରପ୍ରାପ୍ତ (ଓଡ଼ିଶା)ଙ୍କ ଅଧୀନରେ ଏକ କୋଭିଡ ସେବା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହାକୁ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଏସ.କେ ମହାନ୍ତି ଉଦ୍ଘାଟନ କରିଛନ୍ତି। INHS Nivarini, ନୌସେନା ହସ୍ପିଟାଲରେ ଅମ୍ଳଜାନ ସୁବିଧା ଥିବା ଅତିରିକ୍ତ ୧୫ ଶଯ୍ୟା ସହିତ ୧୫୦ ଶଯ୍ୟା ବିଶିଷ୍ଟ ଏକାନ୍ତବାସ…

Read More
bengal violence

Bengal Violence: ଆକ୍ସନ ମୋଡ଼ରେ କେନ୍ଦ୍ର; ବଙ୍ଗଳା ହିଂସା ଘଟଣାର ଅନୁସନ୍ଧାନ ପାଇଁ ୪ ଜଣିଆ ଟିମ୍ ଗଠନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ (West Bengal) ରେ ବିଧାନସଭା ନିର୍ବାଚନ (Assembly Election) ର ଫଳାଫଳ ପରେ ହିଂସା (Violence) ଘଟଣାକୁ କେନ୍ଦ୍ର ସରକାର (Central Government) ଗୁରୁତର ସହ ନେଇଛନ୍ତି। କଡା ସ୍ୱରରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପଶ୍ଚିମବଙ୍ଗ ସରକାରଙ୍କୁ ରାଜ୍ୟ ହିଂସା ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କହିଛି। ବର୍ତ୍ତମାନ ଏହାର ତଦନ୍ତ ପାଇଁ ଏକ ଟିମ୍ ଗଠନ କରିଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ଅଧିକାରୀ କହିଛନ୍ତି ଯେ ପଶ୍ଚିମବଙ୍ଗରେ ହୋଇଥିବା ନିର୍ବାଚନୀ…

Read More
p nada new-mahimalive

Bengal Violence:ବଙ୍ଗଳାରେ TMC ର ବିଜୟ ପରେ ଏକ ଲକ୍ଷ ଲୋକ ଆକ୍ରମଣ ଭୟରେ ଘର ଛାଡିଛନ୍ତି:ଜେପି ନଡ୍ଡା

କୋଲକାତା: ପଶ୍ଚିମବଙ୍ଗ (West Bengal) ରେ ଘଟିଥିବା ହିଂସାକାଣ୍ଡ ଘଟଣାରେ ଭାରତୀୟ ଜନତା ପାର୍ଟି (BJP) ର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା (JP Nadda) ମମତା ବାନାର୍ଜୀ (Mamata Banarjee) ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦୁଇ ଦିନିଆ ବଙ୍ଗଳା ଗସ୍ତରେ ଆସିଥିବା ଜେପି ନଡ୍ଡା ବୁଧବାର କୋଲକାତାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ହିଂସା ଉପରେ ମମତା ବାନାର୍ଜୀଙ୍କ ନିରବତା ତାଙ୍କ ସମ୍ପୃକ୍ତିକୁ ପ୍ରତିଫଳିତ କରିଛି ଏବଂ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କର ଦ୍ୱିତୀୟ…

Read More