Home » ଜାତୀୟ » Page 12
asani_cyclone

Cyclone Yaas: ଧାମରା ଠାରୁ ୟାସ୍ ଅଛି ମାତ୍ର ୩୦ କିମି ଦୂରରେ, ହେଉଛି ଭୟଙ୍କର

ଧାମରା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ୟାସ୍‍’ (Yaas) ଗତ ରାତିରୁ ତୀବ୍ର ବାତ୍ୟାରେ ପରିଣତ ହୋଇଛି। ବର୍ତ୍ତମାନ ଏହା ଧାମରା (Dhamara) ଠାରୁ ୩୦ କିଲୋମିଟର ଦୂରରେ ଥିବାବେଳେ ପାରାଦ୍ୱୀପ (Paradeep) ଠାରୁ ପୂର୍ବ-ଉତ୍ତର- ପୂର୍ବ ଦିଗରେ ୭୦ କିଲୋମିଟର ଦୂରରେ ରହିଛି। ସେହିପରି ବାଲେଶ୍ୱରଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ୮୦କିଲୋମିଟର ଦୂରରେ ରହିଛି। ଗତ ୬ ଘଣ୍ଟା ହେବ ଏହା ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ଆଜି…

Read More
cbi-chief

CBI ର ନୂଆ ନିର୍ଦ୍ଦେଶକ ହେଲେ ଆଇପିଏସ୍ ସୁବୋଧ କୁମାର ଜୟସ୍ୱାଲ

ନୂଆଦିଲ୍ଲୀ:କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) ମଙ୍ଗଳବାର ବିଳମ୍ବିତ ରାତିରେ ଏହାର ନୂଆ ମୁଖ୍ୟଙ୍କୁ ପାଇଛି। ଆଇପିଏସ୍ (IPS) ଅଧିକାରୀ ସୁବୋଧ କୁମାର ଜୟସ୍ୱାଲ (Subodh Kumar Jaiswal) ସିବିଆଇର ନୂତନ ନିର୍ଦ୍ଦେଶକ କରାଯାଇଛି। ତାଙ୍କର ଦୁଇ ବର୍ଷ କାର୍ଯ୍ୟକାଳ ରହିବ। ମଙ୍ଗଳବାର ଜୟସ୍ୱାଲଙ୍କ ନିଯୁକ୍ତି ସମ୍ପର୍କରେ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ଜୟସ୍ୱାଲ ୧୯୮୫ ବ୍ୟାଚ୍ ଭାରତୀୟ ପୋଲିସ୍ ସେବା (IPS) ଅଧିକାରୀ ଏବଂ ଏହା ପୂର୍ବରୁ ସେ ମହାରାଷ୍ଟ୍ରର ପୋଲିସ୍ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ।…

Read More
Plus 2 Exam 2023 Time Table

Board Exam:ସରକାରଙ୍କ ବଡ ନିଷ୍ପତ୍ତି, ଜୁଲାଇ ୧ରୁ ଦ୍ୱାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: ଦ୍ୱାଦଶ ବୋର୍ଡ ପରୀକ୍ଷା (12th Board Examination) କିପରି ଏବଂ କେବେ କରାଯିବ ସେନେଇ କେନ୍ଦ୍ର ଏବଂ ସମସ୍ତ ରାଜ୍ୟ ମଧ୍ୟରେ ଏକ ବୈଠକ ହୋଇଥିଲା। ଏଥିରେ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ କରିବାକୁ ଦିଲ୍ଲୀ ସରକାର ପରାମର୍ଶ ଦେଇଥିବାବେଳେ ସ୍ଥିତିରେ ସୁଧାର ଆସିଲେ ଅଧିକାଂଶ ରାଜ୍ୟ ପରୀକ୍ଷା ଦେବାକୁ କହିଛନ୍ତି। ଏଥି ସହିତ ମହାରାଷ୍ଟ୍ର କହିଛି ଯେ ଛାତ୍ରମାନଙ୍କୁ ସୁରକ୍ଷିତ ପରିବେଶ ଯୋଗାଇବା ହେଉଛି ସେମାନଙ୍କର ପ୍ରାଥମିକତା। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

Read More
News_Corona

Covid-19: କରୋନା ସମୟରେ ପ୍ରତ୍ୟେକ କିନ୍ନରଙ୍କୁ କେନ୍ଦ୍ର ସରକାରଙ୍କ୧୫୦୦ ଟଙ୍କାର ଆର୍ଥିକ ସହାୟତା

ନୂଆଦିଲ୍ଲୀ: ଦେଶ କରୋନା (Covid-19) ସହ ଲଢୁଥିବା ସମୟରେ ସମାଜରେ ଥିବା କିନ୍ନରମାନଙ୍କର ଜୀବନ ଜୀବିକା ଗୁରୁତରଭାବେ ପ୍ରଭାବିତ ହୋଇଛି। ବର୍ତ୍ତମାନର ସ୍ଥିତିରେ ସମାଜର ଏହି ସଂଖ୍ୟାନ୍ୟୁନ ଗୋଷ୍ଠୀରେ ଆସୁଥିବା ଲୋକମାନେ ଖାଦ୍ୟ, ସ୍ୱାସ୍ଥ୍ୟସେବା ଭଳି ମୌଳିକ ଆବଶ୍ୟକତା ଯୋଗାଡ କରିବା କ୍ଷେତ୍ରରେ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ତେଣୁ ପ୍ରତ୍ୟେକ କିନ୍ନରଙ୍କୁ ୧୫୦୦ ଟଙ୍କାର ଆର୍ଥିକ ସହାୟତା ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ନର ଗୋଷ୍ଠୀରେ ଆସୁଥିବା ବ୍ୟକ୍ତିମାନେ ବିଭିନ୍ନ ସମୟରେ ସରକାରଙ୍କୁ…

Read More
sushil kumar

ଅଲିମ୍ପିକ୍ ପଦକ ବିଜେତା ପହଲବାନ ସୁଶୀଲ କୁମାର ଗିରଫ

ନୂଆଦିଲ୍ଲୀ:ଅଲିମ୍ପିକ୍ ପଦକ ବିଜେତା (Olympic medalist) ପହଲବାନ ସୁଶୀଲ କୁମାର (Wrestler Sushil Kumar) ଙ୍କୁ ଶେଷରେ ଗିରଫ କରାଯାଇଛି। ଶେଷରେ ଦିଲ୍ଲୀ ପୋଲିସ (Delhi Police) ର ସ୍ୱତନ୍ତ୍ର ପୋଲିସ ତାଙ୍କୁ ଦିଲ୍ଲୀରୁ ଧରିଥିଲା। ଦିଲ୍ଲୀ ପୋଲିସ ସୁଶୀଲ କୁମାରଙ୍କୁ ଦୀର୍ଘ ସମୟ ଧରି ଖୋଜୁଥିଲା। ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୁଶୀଲ କୁମାରଙ୍କୁ ଜିଲ୍ଲା କୋର୍ଟରେ ହାଜର କରାଯିବ ବୋଲି କୁହାଯାଉଛି। ଏହି ସମୟ ମଧ୍ୟରେ ପୋଲିସ ତାଙ୍କ ରିମାଣ୍ଡରେ ନେବାକୁ ଦାବି କରିପାରିବ ଯାହା ଦ୍ଵାରା…

Read More
CBI-odisha

ଓଡିଆ ଆଇପିଏସ୍ ଅଧିକାରୀ ଲୋକନାଥ ବେହେରା ହୋଇପାରନ୍ତି CBI ନିର୍ଦ୍ଦେଶକ,ଅଛନ୍ତି ଚର୍ଚ୍ଚାରେ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (Central Bureau of Investigation) ର ନୂତନ ନିର୍ଦ୍ଦେଶକ (Director) ଚୟନ କରିବାକୁ ମେ ୨୪ ସୋମବାର ସନ୍ଧ୍ୟାରେ ଏକ ଉଚ୍ଚ କମିଟି ବୈଠକ ଅନୁଷ୍ଠିତ ହେବ। ଶନିବାର ସୂତ୍ରରୁ ଏହି ସୂଚନା ଦିଆଯାଇଛି। ଏହି ଘଟଣା ସହ ଜଡିତ ଏକ ଶୀର୍ଷ ସୂତ୍ର ଗଣମାଧ୍ୟମକୁ କହିଛି ଯେ ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନୂତନ ସିବିଆଇ (CBI) ମୁଖିଆଙ୍କ ସହ ଆଲୋଚନା ହେବ। ସୂଚନାନୁସାରେ, ୧୯୮୫ ଏବଂ ୧୯୮୬ ବ୍ୟାଚ୍…

Read More
sundarlal bahuguna-min

ବିଶ୍ୱ ପ୍ରସିଦ୍ଧ ପରିବେଶବିତ୍ ସୁନ୍ଦରଲାଲ ବହୁଗୁଣାଙ୍କର ମୃତ୍ୟୁ, ଥିଲେ corona ସଂକ୍ରମିତ

ଦେହରାଡୁନ୍: ଚିପକୋ ଆନ୍ଦୋଳନ (Chipko movement or Chipko Andolan) ର ନେତା ତଥା ବିଶ୍ୱ ପ୍ରସିଦ୍ଧ ପରିବେଶବିତ୍ ସୁନ୍ଦରଲାଲ ବହୁଗୁଣା (Sunderlal Bahuguna) ଆଉ ନାହାଁନ୍ତି। ବିଶ୍ୱ ପ୍ରସିଦ୍ଧ ପରିବେଶବିତ୍ (Environmentalist) ବହୁଗୁଣାଙ୍କର କରୋନା ଭୂତାଣୁ (Corona Virus) ଯୋଗୁଁ ମୃତ୍ୟୁ ହୋଇଛି। ୯୫ ବର୍ଷ ବୟସରେ ସୁନ୍ଦରଲାଲ ବହୁଗୁଣା ଋଷିକେଶ (Rishikesh) AIIMS ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚନାଯୋଗ୍ୟ  ସେ କିଛି ଦିନ ପୂର୍ବରୁ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିଲେ। ଅବସ୍ଥା ଖରାପ ହେବା…

Read More
taukte2

୧୨ଶହ କିଲୋମିଟର ଅଞ୍ଚଳ,୧୨ଶହ ଯବାନ, ୮୪ ଘଣ୍ଟା ସର୍ଚ୍ଚ ଅପରେସନ୍;ନିଖୋଜ ୨୬ ନାବିକଙ୍କୁ ଖୋଜା ଚାଲିଛି…

ମୁମ୍ବାଇ: ଭାରତୀୟ ନୌସେନା (Indian Navy) ତଉକତେ (Taukte Cyclone) ବାତ୍ୟା ପରଠାରୁ ସମୁଦ୍ରରେ ନିଖୋଜ ନାବିକ (Sailars) ମାନଙ୍କୁ ଖୋଜିବା ଅଞ୍ଚଳକୁ ଆହୁରି ବିସ୍ତାର କରିଛି। ନିଖୋଜ ନାବିକମାନଙ୍କୁ ଖୋଜିବା, ଦୁର୍ଘଟଣା ସ୍ଥଳରୁ ପ୍ରାୟ ୧୨୦୦ କିଲୋମିଟର ସମୁଦ୍ର ଅଞ୍ଚଳ ପର୍ଯ୍ୟନ୍ତ ଚାଲିଛି। ଗତ ୭୨ ଘଣ୍ଟା ଧରି ଗଭୀର ସମୁଦ୍ରରେ ନାବିକମାନଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରାୟ ୧୨୦୦ ନୌସେନା କର୍ମଚାରୀ ଏହି ଅଭିଯାନରେ ନିୟୋଜିତ ଅଛନ୍ତି। ନୌସେନା ଏପର୍ଯ୍ୟନ୍ତ ୧୮୬ ଜଣଙ୍କ ଜୀବନ…

Read More
dap

Subsidy:ସରକାରଙ୍କ ଐତିହାସିକ ଚାଷୀ ଅନୁକୂଳ ପଦକ୍ଷେପ,ସାର ସବସିଡି ବୃଦ୍ଧି

ନୂଆଦିଲ୍ଲୀ:ସାର ଦର (Fertilizer Price) ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାର ଦର ଉପରେ ଏକ ବିସ୍ତୃତ ଉପସ୍ଥାପନା ତାଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ଅନ୍ତର୍ଜାତୀୟ ସ୍ତରରେ ଫସଫୋରିକ ଏସିଡ, ଆମୋନିଆ ଆଦିର ମୂଲ୍ୟ ବୃଦ୍ଧି ପାଉଥିବା କାରଣରୁ ଦେଶରେ ସାର ମୂଲ୍ୟ ବୃଦ୍ଧି ପାଉଥିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ତେବେ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି ସତ୍ତ୍ବେ ଚାଷୀ ପୁରୁଣା ଦରରେ ସାର…

Read More
cbi-tmc

ନାରଦା ସ୍କାମରେ TMC ମନ୍ତ୍ରୀ ଏବଂ ନେତାଙ୍କ ଘରେ CBI ଚଢାଉ

କୋଲକାତା:ମମତା ବାନାର୍ଜୀ (Mamata Banerjee) ଙ୍କ କ୍ୟାବିନେଟର ଶପଥ ଗ୍ରହଣ ସମାରୋହର ପୂର୍ବରୁ ରାଜ୍ୟପାଳ ଜଗଦୀପ ଧନକର (Jagdeep Dhankar) ନାରଦା ସ୍କାମ (Narada Scam) ରେ ଟିଏମସି((TMC) ନେତା ଓ ମନ୍ତ୍ରୀ ଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏହି ଘଟଣାରେ ସୋମବାର ସିବିଆଇ (CBI) ଦୁର୍ନୀତିଗ୍ରସ୍ତ ଅଭିଯୁକ୍ତ କ୍ୟାବିନେଟ ମନ୍ତ୍ରୀ ଫରହାଦ୍ ହାକିମ, କ୍ୟାବିନେଟ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ, ଟିଏମସି ବିଧାୟକ ମଦନ ମିତ୍ର ଏବଂ ସୋୱାନ ଚାଟାର୍ଜୀଙ୍କ ଉପରେ ଚଢାଉ କରିଛି। ପରେ…

Read More
hamas

Israel-Palestine Conflict:ଇସ୍ରାଏଲ-ପାଲେଷ୍ଟାଇନ ବିବାଦ କାହିଁକି, ଧର୍ମ କିମ୍ବା ହାମାସ!

ତେଲ ଅଭିଭ: ଇସ୍ରାଏଲ୍ ଏବଂ ପାଲେଷ୍ଟାଇନୀୟମାନଙ୍କ ମଧ୍ୟରେ ବିବାଦ (Israel-Palestine Conflict) ବଢିବାରେ ଲାଗିଥିବାରୁ ଏସିଆ (Asia) ଆଉ ଏକ ଯୁଦ୍ଧର ପଥରେ ଅଛି। ଇସ୍ରାଏଲ ରାସ୍ତାରେ କ୍ରୋଧ ଓ ଭୟ ଅଛି। ୟିହୁଦୀ ଏବଂ ଆରବ ମଧ୍ୟରେ ହିଂସା ଜାରି ରହିଛି। ଏସବୁ ମଧ୍ୟରେ ଜାତିସଂଘର ଶାନ୍ତି ପ୍ରତିଷ୍ଠାକାରୀଙ୍କ ଆବେଦନ ପରେ ମଧ୍ୟ ଉଭୟ ଦଳର ନେତା ପଛକୁ ଫେରିବାକୁ ପ୍ରସ୍ତୁତ ନୁହଁନ୍ତି। ଏହାର ପରିଣାମ ସହିବା ପାଇଁ ନେତାନ୍ୟାହୁଙ୍କ ଚେତାବନୀ ଚିନ୍ତାର କାରଣ ହୋଇଛି।…

Read More