Home » ଜାତୀୟ » Page 2
pm-modi-in-samarkand

SCO Summit Samarkand: SCO ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ

ସମରକନ୍ଦ/ନୂଆଦିଲ୍ଲୀ: ଉଜବେକିସ୍ତାନ (Uzbekistan)ର ରାଜଧାନୀ ସମରକନ୍ଦ (Samarkand) ରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ (Shanghai Cooperation Organisation-SCO) ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଅଂଶଗ୍ରହଣ କରିଛନ୍ତି। ଏଠାରେ ସେ କହିଛନ୍ତି ଯେ ସମଗ୍ର ବିଶ୍ୱ ପାଇଁ SCO ର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆଜି ଏସସିଓ ସହ ଜଡିତ ଦେଶ ଦ୍ରୁତ ଗତିରେ ଅଗ୍ରଗତି କରୁଛନ୍ତି। ସେ କହିଛନ୍ତି ଯେ ସମଗ୍ର ବିଶ୍ୱ ଶକ୍ତି…

Read More
train cancelled

Puja Special Trains: ସିଆଲଦା ଓ ପୁରୀ ମଧ୍ୟରେ ଚାଲିବ ପୂଜା ସ୍ପେଶାଲ ଟ୍ରେନ

ଭୁବନେଶ୍ଵର: Puja Special trains between Sealdah and Puri। ପୁରୀ ଓ ସିଆଲଦା ମଧ୍ୟରେ ଚାଲିବ ପୂଜା ସ୍ପେଶାଲ ଟ୍ରେନ। ପାର୍ବଣ ଋତୁ (Durga Puja and Diwali Special) ରେ ଯାତ୍ରୀମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପୂର୍ବ ରେଲବାଇ ପକ୍ଷରୁ ଟ୍ରେନ ଚଲାଇବା ପାଇଁ ବ୍ୟବସ୍ଥା ହୋଇଛି।   ୦୩୧୦୧ ସିଆଲଦା-ପୁରୀ ପୂଜା ସ୍ପେଶାଲ (Sealdah -Puri Puja Specials Train) ଅକ୍ଟୋବର ୧, ୨୦୨୨ରୁ ଅକ୍ଟୋବର ୨୯, ୨୦୨୨ ମଧ୍ୟରେ (୫ ଟ୍ରିପ) ପ୍ରତି ଶନିବାର…

Read More
electricity

Free Electricity Delhi: ଦିଲ୍ଲୀରେ ଆଉ ମିଳିବନି ମାଗଣା ବିଦ୍ୟୁତ, ସିଏମ କେଜ୍ରିୱାଲ ରଖିଲେ ସର୍ତ୍ତ

ନୂଆଦିଲ୍ଲୀ: Free Electricity Delhi Missed Call Number ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Delhi CM Arvind Kejriwal) ଏକ ବଡ଼ ଘୋଷଣା କରିଛନ୍ତି। ସେ କରିଛନ୍ତି ଯେ ବର୍ତ୍ତମାନ କେବଳ ସେହି ଲୋକଙ୍କୁ ବିଦ୍ୟୁତ ସବସିଡି (Electricity Subsidy) ଦିଆଯିବ, ଯେଉଁମାନେ ଏଥିପାଇଁ ଆବେଦନ କରିବେ। ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି।   ଦିଲ୍ଲୀର ସିଏମ୍ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ କିଛି ଲୋକ ମାଗଣା ବିଦ୍ୟୁତ୍ ନେବାକୁ ଚାହୁଁନାହାଁନ୍ତି, ତେଣୁ ବର୍ତ୍ତମାନ…

Read More
nlem_2022

NLEM 2022: ୩୮୪ ପ୍ରକାରର ଅତ୍ୟାବଶ୍ୟକୀୟ ଔଷଧର ମୂଲ୍ୟ ହେବ କମ୍

ନୂଆଦିଲ୍ଲୀ: NLEM 2022- National List of Essential Medicines ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ସମସ୍ତଙ୍କୁ ଶସ୍ତାରେ ଔଷଧ (Medicine) ଯୋଗାଇବାର ଲକ୍ଷ୍ୟ ରଖିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁସାରେ ବିଭିନ୍ନ ପଦକ୍ଷେପ ନେଉଛି। ଏହି ଦିଗରେ, ଆବଶ୍ୟକ ଔଷଧ ଗୁଡିକର ଜାତୀୟ ସ୍ତରୀୟ ତାଲିକା (NLEM) ସ୍ୱାସ୍ଥ୍ୟ ସେବାର ସମସ୍ତ ସ୍ତରରେ ଶସ୍ତା ଗୁଣବତା ସମ୍ପନ୍ନ ଔଷଧ ଗୁଡିକର ଲୋକଙ୍କ ନିକଟରେ ପହଞ୍ଚିବାକୁ ସୁନିଶ୍ଚିତ କରିବାରେ…

Read More
amit-shah

ବିଦେଶୀ ଟି-ଶାର୍ଟ ପିନ୍ଧି ରାହୁଲ ବାବା ଭାରତ ଯୋଡ଼ିବାକୁ ବାହାରିଛନ୍ତି: ଗୃହମନ୍ତ୍ରୀ ଅମିତ ଶାହା

ଯୋଧପୁର: କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା (Union Home Minister Amit Shah) ଶନିବାର ରାଜସ୍ଥାନର ଯୋଧପୁରରେ “ବୁଥ୍‌ ସଂକଳ୍ପ ମହାସମ୍ମେଳନ” କୁ ସମ୍ବୋଧିତ କରିଛନ୍ତି। ସେ କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରା (Bharat Jodo Yatra) କୁ ନେଇ କଟାକ୍ଷ କରିଛନ୍ତି। ରାହୁଲ ବାବା (Rahul Baba) ବିଦେଶୀ ଟି-ଶାର୍ଟ ପିନ୍ଧି ଭାରତ ଯୋଡ଼ିବାକୁ ବାହାରିଛନ୍ତି ବୋଲି ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା କହିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ବର୍ତ୍ତମାନ ଦେଶରେ…

Read More
rajpath_kartabya _path

Kartavya Path: ରାଜପଥର ନୂଆ ନାମ ହେବ ‘କର୍ତ୍ତବ୍ୟ ପଥ’ ଆସନ୍ତାକାଲି ପ୍ରଧାନମନ୍ତ୍ରୀ କରିବେ ଉଦଘାଟନ

ନୂଆଦିଲ୍ଲୀ: Kartavya Path: ରାଜପଥର ନୂଆ ନାମ ହେବ ‘କର୍ତ୍ତବ୍ୟ ପଥ'(Kartavya Path)। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (Prime Minister Narendra Modi) ସେପ୍ଟେମ୍ବର ୮, ୨୦୨୨ ସନ୍ଧ୍ୟା ୭ଟା ବେଳେ କର୍ତ୍ତବ୍ୟ ପଥ ଉଦଘାଟନ କରିବେ। କ୍ଷମତାର ପ୍ରତୀକ ତତ୍କାଳୀନ ରାଜପଥକୁ କର୍ତ୍ତବ୍ୟ ପଥ ଭାବେ ନାମିତ କରିବା ଜନ ଅଧିକାର ଓ ସଶକ୍ତିକରଣର ଏହା ଏକ ଉଦାହରଣ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଇଣ୍ଡିଆ ଗେଟ (India Gate) ଠାରେ ନେତାଜୀ ସୁଭାଷ ଚନ୍ଦ୍ର…

Read More
modi

ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ଵର ସର୍ବାଧିକ ଲୋକପ୍ରିୟ ନେତା: Morning Consult survey

ନୂଆଦିଲ୍ଲୀ: Morning Consult survey: PM Modi tops list of most popular world leaders ବିଶ୍ୱସ୍ତରୀୟ ନେତାଙ୍କ ସର୍ଭେରେ ଲୋକପ୍ରିୟତା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ପୁଣି ଥରେ ଶୀର୍ଷରେ ଅଛନ୍ତି। ମର୍ନିଂ କନ୍ସଲ୍ଟ ସର୍ଭେ (Morning Consult survey) ଅନୁଯାୟୀ ପିଏମ ମୋଦୀ ୭୫ ପ୍ରତିଶତ ରେଟିଂ ପାଇଛନ୍ତି। ତାଙ୍କ ପରେ ମେକ୍ସିକୋର ରାଷ୍ଟ୍ରପତି ଆନ୍ଦ୍ରେସ ମ୍ୟାନୁଏଲ ଲୋପେଜ ଓବ୍ରାଡୋର (Andres Manuel Lopez Obrador) ୬୩ ପ୍ରତିଶତ…

Read More
Talcher_fertiliser

Talcher Fertiliser Ltd: ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ କେନ୍ଦ୍ରମନ୍ତୀଙ୍କ ଗୁରୁତ୍ୱ

ତାଳଚେର:Talcher Fertiliser Ltd Progress News କେନ୍ଦ୍ର ସାର ଓ ରସାୟନ, ନୂତନ ଓ ଅକ୍ଷୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ (Union Minister of State for Chemicals and Fertilizers) ଶ୍ରୀ ଭଗୱନ୍ତ ଖୁବା (Bhagawanth Khuba) ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି।  ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି କେନ୍ଦ୍ର ମନ୍ତ୍ରୀ ତାଳଚେର ଠାରେ ସାର କାରଖାନା ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ଅଗ୍ରଗତି…

Read More
pmmodi_independance

Independence Day 2022: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌ କିଲ୍ଲାରୁ କହିଲେ; ଦେଶର ବିକାଶ ପାଇଁ ଆଗାମୀ ୨୫ ବର୍ଷର ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ

ନୂଆଦିଲ୍ଲୀ : PM Narendra Modi Lal Qila Speech On August 15. ଦେଶର ୭୬ ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଲାଲ୍‌ କିଲ୍ଲା (Lal Qila) ରୁ ଦେଶର ବିକାଶ ପାଇଁ ଆଗାମୀ ୨୫ ବର୍ଷର ବ୍ଲୁ ପ୍ରିଣ୍ଟ୍‌ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଆଜି ଦେଶ ୭୬ତମ ସ୍ୱାଧୀନତା ଦିବସ ପାଳନ କରୁଛି। ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଓ ଜାତୀୟ ପତାକା ଉତ୍ତୋଳନ ସହିତ ହର୍ଷୋଲ୍ଲାସ…

Read More
nitish kumar

New CM Bihar: ପ୍ରଧାନମନ୍ତ୍ରୀ ହେବା ଆଶାରେ ନିତୀଶ ଭାଙ୍ଗିଲେ BJP ସହ ମେଣ୍ଟ! ଆଜି ହେବ ଶପଥ ଗ୍ରହଣ

ପାଟନା: New CM of Bihar Nitish Kumar ନୀତୀଶ କୁମାର ଆଜି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ କୁମାର ଅଷ୍ଟମ ଥର ପାଇଁ ସିଏମ ଭାବେ ଶପଥ ଗ୍ରହଣ କରିବେ। ନୀତୀଶ କୁମାରଙ୍କ ଜେଡିୟୁ (JDU)ର ୧୩ଜଣ ମନ୍ତ୍ରୀ ଏବଂ ତେଜସ୍ୱୀ ଯାଦବଙ୍କ ଆରଜେଡି (RJD) ର ୧୬ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିପାରିବେ। ଏହି ସମୟରେ ମହାଗଣ୍ଠବନ୍ଧନ ଏକ ଅଂଶ…

Read More
niti_aayog _pm

NITI Aayog Meeting: ସଂଘୀୟ ବ୍ୟବସ୍ଥା ଭାରତକୁ କୋଭିଡରୁ ମୁକୁଳିବାରେ ସହାୟକ ହୋଇଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: Seventh meeting of the Governing Council (GC) of NITI Aayog ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ କହିଛନ୍ତି ଯେ, ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେଇ ଭାରତର ସବୁ ରାଜ୍ୟମାନଙ୍କର ମିଳିତ ପ୍ରୟାସ କାରଣରୁ କୋଭିଡ ଭଳି ମହାମାରୀରୁ ଭାରତ ମୁକୁଳି ପାରିଛି। ନୀତି ଆୟୋଗ ପରିଚାଳନା ପରିଷଦ (GC) ର ସପ୍ତମ ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର କୋଭିଡ ମହାମାରୀ ମୁକାବିଲାରେ ସବୁ ରାଜ୍ୟ…

Read More