Home » ଜାତୀୟ » Page 43
prakash javdekar

‘ମିଶନ କର୍ମଯୋଗୀ’ କୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ,ଦକ୍ଷ ହେବେ ସରକାରୀ କର୍ମଚାରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ସିଭିଲ ସେବା ଦକ୍ଷତା ନିର୍ମାଣ ଜାତୀୟ କାର୍ଯ୍ୟକ୍ରମ ବା ( NPCSCB) ଅନୁମୋଦନ ଲାଭ କରିଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ମନ୍ତ୍ରୀ ପରିଷଦ ସ୍ୱୀକୃତି ଦେଇଛି। ସିଭିଲ ସର୍ଭେଣ୍ଟମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ସ୍ଥାପନ କରିବା ପାଇଁ ଏନ୍‌ପିସିଏସ୍‌ସିଭି ବେଶ୍‌ ସତର୍କତାର ସହିତ ତିଆରି କରାଯାଉଛି। ସିଭିଲ ସେବା (Civil Service ) ବା…

Read More
PUBG app

ମୋଦୀ ସରକାରଙ୍କ Digital Strike;PUBG ସମେତ ୧୧୮ ଆପ୍ ବ୍ୟାନ

ନୂଆଦିଲ୍ଲୀ:ଚଳିତ ଜୁନ୍ ଶେଷ ଭାଗରେ ଭାରତ ସରକାର ଚୀନ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୫୯ଟି ଚାଇନିଜ୍ ମୋବାଇଲ୍ ଆପ୍ (Mobile app )ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହି ଆପଗୁଡ଼ିକରେ ଲୋକପ୍ରିୟ ଟିକଟୋକ (TikTok), ସେୟାର୍, ୟୁସି ବ୍ରାଉଜର, ହେଲୋ, ଭିଗୋ ଭଳି ଆପ୍ସ ଅନ୍ତର୍ଭୁକ୍ତ ଥିଲାଜୁଲାଇ ମାସରେ, ସରକାର ଆହୁରି ୪୭ ଟି ଚାଇନାର ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଲେ। ପୂର୍ବରୁ ସରକାର ମୋଟ ୧୦୬ ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ।…

Read More
sriram mandir

ଅଯୋଧ୍ୟା ଶ୍ରୀରାମମନ୍ଦିର ମାନଚିତ୍ର ସର୍ବସମ୍ମତି କ୍ରମେ ମଞ୍ଜୁର,ମନ୍ଦିର ନିର୍ମାଣରେ ଆଉ ଆସିବନି ପ୍ରତିବନ୍ଧକ

ଅଯୋଧ୍ୟା:ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ଶ୍ରୀରାମମନ୍ଦିରର ମାନଚିତ୍ର  ବୁଧବାର ଅନୁଷ୍ଠିତ ଅଯୋଧ୍ୟା ବିକାଶ ପ୍ରାଧିକରଣ ( Ayodhya Development  Authority )ର  ବୋର୍ଡ ବୈଠକରେ ମନ୍ଦିରର ମାନଚିତ୍ର ( Map )ସର୍ବସମ୍ମତି କ୍ରମେ ମଞ୍ଜୁର ହୋଇଛି। ବର୍ତମାନ ମନ୍ଦିର ନିର୍ମାଣରେ ଆଉ କୌଣସି ପ୍ରକାରର  ପ୍ରତିବନ୍ଧକ ଆସିବ ନାହିଁ। ମନ୍ଦିର ଏବେ ସୁଚାରୁରୂପେ ନିର୍ମିତ ହୋଇପାରିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାମ ମନ୍ଦିର ନିର୍ମାଣ କରାଯାଉଛି। ୨,୭୪,୧୧୦  ବର୍ଗ ମିଟର ଖୋଲା କ୍ଷେତ୍ର ଅଯୋଧ୍ୟା ବିକାଶ ପ୍ରାଧିକରଣର…

Read More
Sasi Barik odisha

ଓଡ଼ିଶାର ୮୦ ବର୍ଷୀୟ ମହିଳାଙ୍କ ସଫଳ କାହାଣୀ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା, ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ସଫଳ

ଭୁବନେଶ୍ଵର:କୋଭିଡ୍‌(Covid-19 )ମହାମାରୀ ଯୋଗୁଁ ନିଜ ନିଜର ଭିଟାମାଟିକୁ ଫେରିଆସିଥିବା ଶ୍ରମିକ ଏବଂ ସ୍ଥାନୀୟ ଅଭାବୀ ଲୋକଙ୍କୁ କାମଧନ୍ଦା ଯୋଗାଇ ଦେବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନ(Garib Kalyan RojgarAbhiyaan -GKRA) ଓଡିଶା ସମେତ ୬ଟି ରାଜ୍ୟରେ କାର୍ଯ୍ୟକାରୀ ହେଉଛି । ଅନ୍ୟ ରାଜ୍ୟଗୁଡିକ ହେଲେ ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ। ଏହି ୬ଟି ରାଜ୍ୟର ୧୧୬ଟି ଜିଲାରେ ଏହା କାର୍ଯ୍ୟକାରୀ ହେଉଛି। ଲୋକଙ୍କୁ ଜୀବିକା ଉପାର୍ଜନର ସୁଯୋଗ ଯୋଗାଇ ଦେଉଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ…

Read More
Ravi Shankar Prasad

ଫେସବୁକ କର୍ମଚାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅପଶବ୍ଦ କହୁଛନ୍ତି; ଏ ନେଇ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ମାର୍କ ଜୁକରବର୍ଗଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ:ଫେସବୁକ୍ କୁ ନେଇ ପୁଣି ଏକ ବିବାଦ ଆସିଛି। କେନ୍ଦ୍ର ଆଇଟି (Information and Technology )ମନ୍ତ୍ରୀ ରବି ଶଙ୍କର ପ୍ରସାଦ ମଙ୍ଗଳବାର ଫେସବୁକ୍ ( Facebook ) ସିଇଓ ମାର୍କ ଜୁକରବର୍ଗ ( Mark Zuckerberg )ଙ୍କୁ ଏକ ଚିଠି ଲେଖି ଫେସବୁକକୁ ଭେଦଭାବ ଅଭିଯୋଗ କରିଛନ୍ତି। ରବି ଶଙ୍କର ପ୍ରସାଦ ତାଙ୍କ ଚିଠିରେ କହିଛନ୍ତି ଯେ ଫେସବୁକ କର୍ମଚାରୀମାନେ ପ୍ରଧାନମନ୍ତ୍ରୀ ଏବଂ ବରିଷ୍ଠ କେନ୍ଦ୍ର ମନ୍ତ୍ରୀଙ୍କୁ ଅପମାନଜନକ ଶବ୍ଦ କହିଛନ୍ତି। ରବି ଶଙ୍କର ପ୍ରସାଦ…

Read More
New ECof India

ନୂତନ ନିର୍ବାଚନ କମିଶନର ଭାବେ ଶ୍ରୀ ରାଜୀବ କୁମାରଙ୍କ ଦାୟିତ୍ୱ ଗ୍ରହଣ

ନୂଆଦିଲ୍ଲୀ:ଶ୍ରୀ ରାଜୀବ କୁମାର ଆଜି ଭାରତର ନୂତନ ନିର୍ବାଚନ କମିଶନର ( Election Commissioner ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତ। ଶ୍ରୀ କୁମାର ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ସୁନୀଲ ଆରୋରା ଏବଂ ନିର୍ବାଚନ କମିଶନର ଶ୍ରୀ ସୁଶୀଲ ଚନ୍ଦ୍ରାଙ୍କ ସହ ଭାରତର ନିର୍ବାଚନ ଆୟୋଗରେ ଯୋଗ ଦେଇଛନ୍ତି।୧୯ ଫେବୃଆରୀ ୧୯୬୦ରେ ଜନ୍ମଗ୍ରହଣ କରିଥିବା ଶ୍ରୀ ରାଜୀବ କୁମାର, ହେଉଛନ୍ତି ୧୯୮୪ ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ। ପ୍ରାୟ ୩୬ ବର୍ଷରୁ ଅଧିକ ସମୟ…

Read More
AstroSat Indian

ଭାରତୀୟ ଜ୍ୟୋର୍ତିବିଜ୍ଞାନୀଙ୍କ ଦ୍ୱାରା ସୁଦୂର ଅନ୍ତରୀକ୍ଷରେ ଥିବା ବ୍ରହ୍ମାଣ୍ଡର ଅନ୍ୟତମ ତାରକାପୁଞ୍ଜ ଆବିଷ୍କୃତ

ପୁନେ:ଭାରତୀୟ ଜ୍ୟୋର୍ତିବିଜ୍ଞାନୀମାନଙ୍କୁ ଏକ ଉଲ୍ଲେଖନୀୟ ସଫଳତା ମିଳିଛି। ସୁଦୂର ଅନ୍ତରୀକ୍ଷରେ ଥିବା ବ୍ରହ୍ମାଣ୍ଡର ଅନ୍ୟତମ ଏକ ତାରକାପୁଞ୍ଜକୁ ଆବିଷ୍କାର କରିବାରେ ସେମାନେ ସଫଳ ହୋଇଛନ୍ତି। ଆଜି ଏଠାରେ ଏ ସଂପର୍କରେ ସୂଚନା ଦେଇ ମହାକାଶ ଏବଂ ପରମାଣୁ ଶକ୍ତି ବିଭାଗ ସ୍ୱାଧୀନ ଦାୟିତ୍ୱ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଭାରତର ମଲ୍ଟି ୱେବଲେନ୍ଥ ସ୍ପେସ ଅବଜରବେଟରି ଆଷ୍ଟ୍ରୋସାଟ୍‌ ପୃଥିବୀଠାରୁ ୯.୩ ବିଲିୟନ ଆଲୋକବର୍ଷ ( Light Year) ଦୂରରେ ଥିବା ଏକ ତାରକାପୁଞ୍ଜର ଏକ୍ସଷ୍ଟ୍ରିମ୍‌-ୟୁଭି…

Read More
Coal India

କୋଲ ଇଣ୍ଡିଆ ୫୦୦ଟି ପ୍ରକଳ୍ପରେ ବିନିଯୋଗ କରିବ ୧.୨୨ଲକ୍ଷ କୋଟି:କେନ୍ଦ୍ର କୋଇଲା ମନ୍ତ୍ରୀ

ନୂଆଦିଲ୍ଲୀ:ଆଗାମୀ ୨୦୨୩-୨୪ସୁଦ୍ଧା ଏକ ବିଲିୟନ ଟନ କୋଇଲା ଉତ୍ପାଦନ କରି ଦେଶକୁ କୋଇଲା କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାକୁ ନିଷ୍ପତ୍ତି ହୋଇଛି। କୋଲ ଇଣ୍ଡିଆ ଲିମିଟେଡ (CIL) କୋଇଲା ଉତ୍ତୋଳନ ଭିତ୍ତିଭୂମି ଓ ପ୍ରକଳ୍ପ ବିକାଶ କ୍ଷେତ୍ରରେ ବୈଷୟିକ ଜ୍ଞାନର ଉପଯୋଗ କରି ୫୦୦ଟି ପ୍ରକଳ୍ପ ପାଇଁ ୧.୨୨ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବ। ସିଆଇଏଲ ପକ୍ଷରୁ ଆୟୋଜିତ ଭିଡିଓ କନଫରେନ୍ସ ଜରିଆରେ ଏହାର ଅଂଶୀଦାରମାନଙ୍କୁ ସମ୍ବୋଧନ କରି କେନ୍ଦ୍ର କୋଇଲା ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ…

Read More
Raina

ସୁରେଶ ରୈନା ମୁହଁ ଖୋଲିଲେ କାହିଁକି ଫେରିଲେ ଦୁବାଇରୁ,ପରିବାର ପାଇଁ ପଞ୍ଜାବ ସିଏମ ଅମରିନ୍ଦର ସିଂଙ୍କୁ ମାଗିଲେ ସାହାଯ୍ୟ

ଚଣ୍ଡିଗଡ:ଦୁବାଇରୁ ଫେରିଆସିବାକୁ ନେଇ କ୍ରିକେଟର ସୁରେଶ ରୈନା (Suresh Raina )ଙ୍କ ବିଷୟରେ ବହୁତ କଥା ଶୁଣିବାକୁ ମିଳୁଥିଲା। ସୁରେଶ ରୈନା କହିଛନ୍ତି ଯେ ତାଙ୍କ ପିଉସୀଙ୍କ ପରିବାର ଉପରେ ହୋଇଥିବା ଆକ୍ରମଣ ବର୍ତ୍ତମାନ ସୁଦ୍ଧା କିଏ ଏହି ଆକ୍ରମଣ କରିଛି ତାହା ମଧ୍ୟ ସେ ଜାଣି ନାହାଁନ୍ତି। ପରିବାର ଉପରେ ହୋଇଥିବା ଆକ୍ରମଣ କାରଣରୁ ଦୁବାଇରେ ଆଇପିଏଲ ( IPL )ଛାଡି ଦେଶକୁ ଫେରିଥିବା ରାଇନା ଗତ କିଛି ଦିନ ମଧ୍ୟରେ ତାଙ୍କ ପରିବାରରେ  କ’ଣ…

Read More
President

ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ସ୍ମୃତିରେ ୭ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ

ନୂଆଦିଲ୍ଲୀ:ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କର ନୂଆଦିଲ୍ଲୀସ୍ଥିତ ଆର୍ମୀ ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲ ଠାରେ ଦୁଃଖଦ ବିୟୋଗରେ ଭାରତ ସରକାରଙ୍କ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି। ତାଙ୍କର ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ସାରା ଦେଶରେ ୩୧.୮.୨୦୨୦ ଠାରୁ ୦୬.୦୯.୨୦୨୦ ପର୍ଯ୍ୟନ୍ତ ସାତ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ। ରାଷ୍ଟ୍ରୀୟ ଶୋକ ପାଳନ କରାଯିବା ସମୟରେ ସାରା ଭାରତରେ ନିୟମିତ ଜାତୀୟ ପତାକା ଉତ୍ତୋଳନ କରାଯାଉଥିବା ଅଟ୍ଟାଳିକାଗୁଡ଼ିକରେ ଜାତୀୟ ପତାକାକୁ ଅର୍ଦ୍ଧନମିତ…

Read More

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସୋମବାର ୮୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଦିଲ୍ଲୀ ଆର୍ମୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ଜୀବନରକ୍ଷା ପ୍ରଣାଳୀ ( Ventilator )ରେ ରଖା ଯାଇଥିଲା। ପ୍ରଣବ ମୁଖାର୍ଜୀଙ୍କ ପୁଅ ପୂର୍ବତନ ରାଷ୍ଟ୍ରପତିଙ୍କ ମୃତ୍ୟୁ ସମ୍ପର୍କରେ ଟ୍ଵିଟକରି ସୂଚନା ଦେଇଛନ୍ତି। With a Heavy Heart , this is to inform you that my father…

Read More