Home » ଜାତୀୟ » Page 45
Pradhan Mantri Jandhan yojana

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ନୂଆ ସୁବିଧା ଏବେ ଉପଲବ୍ଧ

ନୂଆଦିଲ୍ଲୀ:ଅର୍ଥ ମନ୍ତ୍ରଣାଳୟ ଦେଶର ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ବଞ୍ଚିତ, ଅବହେଳିତ ଓ ଉପେକ୍ଷିତ ବର୍ଗଙ୍କୁ ସମାବେଶୀ ଆର୍ଥିକ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରି ସମସ୍ତ ସୁବିଧା ଯୋଗାଇ ଦେବାକୁ ବଦ୍ଧପରିକର। ଏହି ବର୍ଗର ଲୋକମାନଙ୍କୁ ବ୍ୟାଙ୍କ (Bank) ପରିସରକୁ ଆଣି ସେମାନଙ୍କୁ ଆନୁଷ୍ଠାନିକ ଅର୍ଥ ବ୍ୟବସ୍ଥାରେ ସାମିଲ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ଏହି ଯୋଜନାର ଲକ୍ଷ୍ୟ ହେଲା ଏହି ବର୍ଗର ଲୋକଙ୍କୁ ଲାଭଖୋର ସାହୁକାର ଓ ସୁଧ କାରବାର କରୁଥିବା ବ୍ୟକ୍ତିଙ୍କଠାରୁ ସୁରକ୍ଷିତ ରଖିବା। ଆହୁରି ମଧ୍ୟ ଯେଉଁମାନେ…

Read More

ପ୍ରତିରକ୍ଷା କ୍ଷେତ୍ରରେ ଦେଶରେ ଏକ ନୂଆ ମାନସିକତା ଜନ୍ମ ନେଇଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ:ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଉପରେ ଆୟୋଜିତ ସେମିନାରରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଅଭିଭାଷଣ ଦେଇଛନ୍ତି। ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଚିଫ ଅଫ ଡିଫେନ୍ସ ଷ୍ଟାଫ ( CDS )ଜେନେରାଲ ବିପିନ ରାୱତ , ତିନି ସେନା ମୁଖ୍ୟ, ଭାରତ ସରକାରଙ୍କ ସମସ୍ତ ଉପସ୍ଥିତ ଉଚ୍ଚାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତ ଅନେକ ବର୍ଷ ଧରି ବିଶ୍ୱର ସର୍ବବୃହତ ପ୍ରତିରକ୍ଷା ସାମଗ୍ରୀ ଆମଦାନିକାରୀ ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ଅନ୍ୟତମ ହୋଇ…

Read More

ଜାତୀୟ ରାଜପଥ ଟୋଲ ଫି ପ୍ଲାଜାରେ ୨୪ ଘଣ୍ଟାମଧ୍ୟରେ ଫେରିଲେ ରିହାତି ମିଳିବ, ଫାଷ୍ଟଟ୍ୟାଗ୍‌ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଦେଶର ଜାତୀୟ ରାଜପଥଗୁଡିକରେ ଥିବା ପଥକର ଆଦାୟ କେନ୍ଦ୍ର ବା ଟୋଲ ଫି ପ୍ଲାଜା ( Toll fee )ଗୁଡିକରେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଗାଡି ଚାଳକମାନଙ୍କ ପାଇଁ ଫାଷ୍ଟଟ୍ୟାଗ୍‌ ( Fast Tag )ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି। ଏହାଫଳରେ ଗାଡିଚାଳକମାନେ ଫେରନ୍ତା ଯାତ୍ରାରେ ରିହାତି ସମେତ ଅନ୍ୟ ସମସ୍ତ ପ୍ରକାର ସୁବିଧା ପାଇପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏ ସଂପର୍କରେ ପ୍ରକାଶିତ ଏକ ଗେଜେଟ ବିଜ୍ଞପ୍ତିରେ କୁହାଯାଇଛି…

Read More

ପତିଙ୍କ ଆୟକର ରିଟର୍ଣ୍ଣ ବିବରଣୀ ପତ୍ନୀ ଦେଖିପାରିବେ ନାହିଁ !

ନୂଆଦିଲ୍ଲୀ: ବ୍ୟକ୍ତିଗତ ଗୋପନୀୟତା କଥା ଆସିଲେ ପତ୍ନୀ ମଧ୍ୟ ସ୍ଵାମୀର ଗୋପନୀୟତା ଜାଣିପାରିବ ନାହିଁ। ଯେହେତୁ ଏହା ଗୋପନୀୟତା କଥା, ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଉପରେ ମଧ୍ୟ ଆଇନ ପ୍ରଯୁଜ୍ୟ ହେବ। ଏହି ଆଇନକୁ ପ୍ରୟୋଗକରି  କେନ୍ଦ୍ରୀୟ ସୂଚନା ଆୟୋଗ (Central Information Commission ) ଏକ ରାୟ ଦେଇଛନ୍ତି ଯେ ସ୍ୱାମୀ ଦାଖଲ କରିଥିବା ଆୟକର ରିଟର୍ଣ୍ଣର ବିବରଣୀ ପତ୍ନୀଙ୍କୁ ଦିଆଯାଇପାରିବ ନାହିଁ।ଏହା ଆରଟିଆଇ ଆକ୍ଟର ( RTI )ଧାରା 8 (1) (j) ଅଧୀନରେ ଆସୁଛି।…

Read More
Dharmendrapradhan

କାମ୍ପା ପାଣ୍ଠି ଅଧୀନରେ ଓଡ଼ିଶାକୁ ମିଳିଛି ୮୯୩୩.୯୮ କୋଟି ଟଙ୍କା:ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ:ଓଡ଼ିଶା ରାଜ୍ୟ ବିଭିନ୍ନ ପ୍ରକାରର ଜୈବ ବିବିଧତା ସହ ଦେଶରେ ପରିବେଶ ପର୍ଯ୍ୟଟନର ପେଣ୍ଠସ୍ଥଳି ହେବାର କ୍ଷମତା ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ସଂରକ୍ଷଣ ପାଇଁ ଉଦ୍ୟମ ଏବଂ ଜୈବ-ବିବିଧତା( Bio-diversity )କୁ ସଶକ୍ତ କରିବାର ପ୍ରଚେଷ୍ଟା ରାଜ୍ୟରେ ପର୍ଯ୍ୟଟନକୁ ବ୍ୟାପକ ଓ ବିକଶିତ କରିବାରେ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୋଦୀ ସରକାର ବନ୍ୟଜନ୍ତୁ ସଂରକ୍ଷଣ ଏବଂ ଜଙ୍ଗଲ ସୁରକ୍ଷା ପାଇଁ ନେଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପ୍ରସଙ୍ଗରେ…

Read More
odisha rain

ଓଡ଼ିଶାରେ ପ୍ରବଳ ବର୍ଷା:ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ: ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେଉଛି। ଆଗାମୀ ୪-୫ ଦିନ ମଧ୍ୟରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଯିବାର ସମ୍ଭାବନା ଅଧିକ ଅଛି। ଫଳରେ ଅଗଷ୍ଟ ୨୮ ପର୍ଯ୍ୟନ୍ତ ଓଡିଶା, ଗାଙ୍ଗେଟିକ୍ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ପଶ୍ଚିମ ରାଜସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଅଗଷ୍ଟ ୨୬ରେ ଓଡିଶା ଏବଂ ୨୭ ଅଗଷ୍ଟରେ ଛତିଶଗଡରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଓଡିଶାରେ ପ୍ରବଳରୁ…

Read More
Prime Minister Modi

ଗରିବ ଏବଂ ଅସହାୟ ବ୍ୟକ୍ତିଙ୍କ ଜୀବନଶୈଳିରେ ଉନ୍ନତି ଆଣିବା ମୋଦୀ ସରକାରଙ୍କ ପ୍ରାଥମିକତା

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମତରେ “ଘର କେବଳ ଚାରି କାନ୍ଥକୁ ନେଇ ନୁହେଁ । ଏହା ଲୋକଙ୍କ ପାଇଁ ସୁଖ ସୁବିଧା ଓ ସମ୍ମାନର ଉପଲବ୍ଧି । ଯେଉଁଠାରେ ସ୍ୱପ୍ନକୁ ନୂଆ ରୂପ ମିଳେ ଓ ଆକାଂକ୍ଷାକୁ ନୂଆ ଉନ୍ମାଦନା ମିଳେ”। ପ୍ରଧାନମନ୍ତ୍ରୀଙ୍କ ଏହି ଦୂରଦୃଷ୍ଟିକୁ ମାଗଦର୍ଶକ ଭାବେ ଗ୍ରହଣ କରି ସମସ୍ତଙ୍କୁ ଘର ଯୋଗାଇବା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଶ୍ରୀ ପ୍ରଧାନ…

Read More

Online ଟ୍ରେନ ଟିକେଟ କରିଥିବା ୭ ଲକ୍ଷ ବ୍ୟବହାରକାରୀ ଯାତ୍ରୀଙ୍କ ଡାଟା ଲିକ!:ରିପୋର୍ଟ୍

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ, ଅସୁରକ୍ଷିତ ସର୍ଭରରେ ସେଭ ହୋଇଥିବା ରେଳ ଯାତ୍ରୀ ୱେବସାଇଟ୍(Rail Yatri) ର ତଥ୍ୟ,ଯେଉଁଥିପାଇଁ ଟିକେଟ୍ ବୁକିଂ ପ୍ଲାଟଫର୍ମର ୭ ଲକ୍ଷରୁ ଅଧିକ ବ୍ୟବହାରକାରୀ ଯାତ୍ରୀଙ୍କ ତଥ୍ୟ ଲିକ୍ ହୋଇଛି। ସୂଚନାଯୋଗ୍ୟ ଭାରତରେ ରେଳ ଅନୁସନ୍ଧାନ ପାଇଁ ଅନେକ ୱେବସାଇଟ୍ ବ୍ୟବହୃତ ହୁଏ। ଟିକେଟ୍ ବୁକିଂ ପାଇଁ ଅନେକ ତୃତୀୟ ପକ୍ଷ ୱେବସାଇଟ୍ ଅଛି ଯାହା ଟିକେଟ୍ ବୁକ୍ କରନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ରେଳ ଯାତ୍ରୀ ୱେବସାଇଟ୍ ଏବଂ ରିପୋର୍ଟ ଅନୁଯାୟୀ ଏହି…

Read More

ବାୟୁସେନାରେ ଚାକିରି ଆଶାୟୀଙ୍କ ପାଇଁ IAF ମୋବାଇଲ୍ ଆପ୍ଲିକେସନ୍ ‘My IAF’ ର ଉଦ୍ଘାଟନ

ନୂଆଦିଲ୍ଲୀ:ଡିଜିଟାଲ୍ ଇଣ୍ଡିଆ ପଦକ୍ଷେପର ଏକ ଅଂଶ ଭାବରେ ଏୟାର ଚିଫ୍ ମାର୍ଶଲ ରାକେଶ କୁମାର ସିଂ ଭଦୋରିଆ ବାୟୁସେନା ମୁଖ୍ୟାଳୟ ‘ଏୟାର ଭବନ’ରେ ଏକ ମୋବାଇଲ୍ ଆପ୍ଲିକେସନ୍’ My IAF ‘ଲଞ୍ଚ କରିଛନ୍ତି। ସେଣ୍ଟର ଫର ଡେଭଲପମେଣ୍ଟ ଅଫ୍ ଆଡଭାନ୍ସଡ କମ୍ପ୍ୟୁଟିଙ୍ଗ୍ (C-DAC) ର ସହଯୋଗରେ ବିକଶିତ ଏହି ମୋବାଇଲ୍ ଆପ , ଭାରତୀୟ ବାୟୁସେନା (Indian Air Force) ରେ ଯୋଗଦେବାକୁ ଚାହୁଁଥିବା ଯୁବକ ଯୁବତୀଙ୍କ ପାଇଁ କ୍ୟାରିୟର ସୂଚନା ଏବଂ ବିବରଣୀ ପ୍ରଦାନ କରିବ।…

Read More

ରାୟଗଡରେ ୫ ମହଲା ବିଲଡିଂ ଭୁଶୁଡ଼ି ଦୁଇଜଣଙ୍କ ମୃତ୍ୟୁ, ଉଦ୍ଧାର କାର୍ଯ୍ୟ ଜାରି

ମୁମ୍ବାଇ:ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ସୋମବାର ସନ୍ଧ୍ୟାରେ କାଜଲପୁରା ରେ ଏକ ପାଞ୍ଚ ମହଲା କୋଠା ଭୁଶୁଡ଼ିବାରେ ୨ ଜଣଙ୍କ ମୃତ୍ୟୁହୋଇଛି।  ସେ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରାୟଗଡ ଜିଲ୍ଲା କଲେକ୍ଟରଙ୍କ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ୧୮ ଜଣ ଲୋକ ଆବର୍ଜନା ତଳେ ଫସି ରହିଥିବା କୁହାଯାଉଛି। ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକରେ ଏବଂ ଏକନାଥ ଶିନ୍ଦେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ତିନୋଟି ଜାତୀୟ ବିପର୍ଯ୍ୟୟ…

Read More
Dpradhan

ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାର ଦୂରଦୃଷ୍ଟିକୁ ପୂରଣ କରୁଛି ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପ-ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଶିକ୍ଷା କ୍ଷେତ୍ରରେ ଉଡାନ୍, ପ୍ରଗତି, ଆଇସିଟି (Information and Communication Technology ) ଆଧାରରେ ଶିକ୍ଷା ଏବଂ ଅନଲାଇନ ( Online ) ଶିକ୍ଷା ପ୍ରଦାନ କରିବା ପାଇଁ ସ୍ୱୟମ୍ ଭଳି ନେଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାରା ଦେଶ ତଥା ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାର ଦୂରଦୃଷ୍ଟିକୁ ପୂରଣ କରୁଛି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶିକ୍ଷା କ୍ଷେତ୍ରରେ ମୋଦୀ ସରକାରଙ୍କ…

Read More