Home » ଜାତୀୟ » Page 47

ଆନ୍ଧ୍ରପ୍ରଦେଶ:ମିଲ୍କ ପ୍ଳାଣ୍ଟରେ ଆମୋନିୟା ଗ୍ୟାସ୍ ଲିକ୍, ୨୦ଜଣ ଅସୁସ୍ଥ ଡାକ୍ତରଖାନାରେ ଭର୍ତ୍ତି

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ଚିତୋର ସ୍ଥିତ ଏକ ଘରୋଇ ଦୁଗ୍ଧ ୟୁନିଟରେ ଆମୋନିୟା ଗ୍ୟାସ୍ ଲିକ୍ ୨୦ ଜଣ କର୍ମଚାରୀ ଅସୁସ୍ଥ ହୋଇଛନ୍ତି। ଏହି ଘଟଣା ଗୁରୁବାର ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶର ଚିତ୍ତୋର ଏକ ଘରୋଇ କମ୍ପାନୀରେ ଘଟିଛି। ଏହି ୨୦ ଜଣ କର୍ମଚାରୀଙ୍କ ମଧ୍ୟରୁ ୧୪ ଜଣ ମହିଳା କର୍ମଚାରୀ ଅଛନ୍ତି। ପୋଲିସ ସୂଚନାଅନୁସାରେ,ଏହି ତିନି ପୀଡିତାଙ୍କୁ ତିରୁପତିସ୍ଥିତ ରୁଇଆ  ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପାଞ୍ଚ ଜଣଙ୍କୁ ପଡୋଶୀ ତାମିଲନାଡୁର ଭେଲୋରର ସିଏମସି ହସ୍ପିଟାଲରେ ଭର୍ତ୍ତି…

Read More

ଧୋନିଙ୍କ ପରେ ପିଏମ ମୋଦୀଙ୍କ ସୁରେଶ ରୈନାଙ୍କୁ ଚିଠି, ପିଏମ ମୋଦୀ ଏମିତି କହିଲେ …

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ  ଅବସର ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଏକ ଚିଠି ଲେଖିଥିଲେ। ଯାହା ଦେଶରେ ଖୁବ ଚର୍ଚ୍ଚାର ବିଷୟଥିଲା। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ନୂତନ ଭାରତର ଉଦାହରଣ ବୋଲି ବର୍ଣ୍ଣନା କରିଥିଲେ। ଏହା ପରେ ଭାରତୀୟ ଦଳର ପୂର୍ବତନ କ୍ରିକେଟର ସୁରେଶ ରୈନାଙ୍କୁ ମଧ୍ୟ ପିଏମ ମୋଦୀ ଏକ ଚିଠି ଲେଖି ଖୁବ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ ଧୋନିଙ୍କ ସହ ସୁରେଶ ରୈନା ଗୋଟିଏ…

Read More

ସାରା ଓଡ଼ିଶାରେ ବର୍ଷା,ଆଗକୁ ଆହୁରି ବର୍ଷିବ; ରେଡ୍ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପାଇଁ ଓଡ଼ିଶାରେ ବର୍ଷା ପ୍ରବଳରୁ ଅତିପ୍ରବଳ ହେଉଛି। ଫଳରେ ରାଜ୍ୟର ପ୍ରାୟ ନଦୀ ଫୁଲିବାରେ ଲାଗିଛି। ପ୍ରବଳ ବର୍ଷାରେ ରାସ୍ତାଘାଟ ଧୋଇ ନେଇ କିଛି ଜିଲ୍ଲାରେ ଯୋଗାଯୋଗ ବିଛିନ୍ନ ହୋଇପଡିଛି। ଚାଷଜମିରେ ପାଣି ଜମି ରହିଥିବା ହେତୁ ଚାଷ କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଛି। ବୈତରଣୀ ନଦୀ ଫୁଲିବା ଆରମ୍ଭ କରିଛି ଏବଂ ପାଣି ବିପଦ ସଙ୍କେତ ପାଖାପାଖି ପ୍ରଭାବିତ ହେଉଛି। ଇନ୍ଦ୍ରାବତୀ ନଦୀରେ ଜଳସ୍ତର ବଢୁଛି। ତଳିଆ ଅଞ୍ଚଳ…

Read More

ସ୍ଵଚ୍ଛ ସର୍ବେକ୍ଷଣ -୨୦୨୦ କ୍ରମାଗତ ଚତୁର୍ଥ ଥର ପାଇଁ ଇନ୍ଦୋର ସ୍ୱଚ୍ଛ ସହର, ଓଡିଶାରୁ ବ୍ରହ୍ମପୁର

ଇନ୍ଦୋର:ଦେଶର ସ୍ୱଚ୍ଛ ସହର ଇନ୍ଦୋର ପୁଣି ଥରେ ସ୍ୱଚ୍ଛ ସର୍ଭେରେ ଜିତିଛି। ଦେଶର ସର୍ବୋଚ୍ଚ ସ୍ୱଚ୍ଛ ସହରଗୁଡିକର ତାଲିକା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ଵଚ୍ଛ ସର୍ବେକ୍ଷଣ– ୨୦୨୦(Swachh Survekshan 2020) ର ପଞ୍ଚମ ସଂସ୍କରଣର ଫଳାଫଳ ଘୋଷଣା କରିଛନ୍ତି। କ୍ରମାଗତ ଚତୁର୍ଥ ଥର ପାଇଁ ଇନ୍ଦୋର ଦେଶର ସବୁଠାରୁ ପରିଷ୍କାର ସହର ଆଖ୍ୟା ପାଇଛି। ଦ୍ୱିତୀୟ ସ୍ଥାନ ହେଉଛି ଗୁଜରାଟର ସୁରଟ ଏବଂ ତୃତୀୟରେ ମହାରାଷ୍ଟ୍ରର ନାଭି…

Read More

ରେଲୱେ ଟ୍ରାକରେ ସାଇକେଲ!

ପ୍ରୟାଗରାଜ: ଏଥର ରେଲୱେ ଟ୍ରାକରେ ସାଇକେଲ ଚାଲିବ। ଦେଶରେ ଯାତ୍ରୀ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଭାରତୀୟ ରେଳ ଏକ ଅଭିନବ ବ୍ୟବସ୍ଥା ପ୍ରଣୟନ କରିଛି। ସମ୍ପ୍ରତି, ରେଳ ସାଇକେଲ ଦ୍ଵାରା ଯାଞ୍ଚ, ମନିଟରିଂ ଏବଂ ଜରୁରୀ ମରାମତି ପାଇଁ ଶୀଘ୍ର ରେଳ ଟ୍ରାକରେ ଯାତ୍ରା କରିବାକୁ ପ୍ରବର୍ତ୍ତନ କରାଯାଇଛି।  ରେଳ ମନ୍ତ୍ରଣାଳୟ କହିଛି ମୌସୁମୀ ଋତୁରେ  ବେଳେବେଳେ ପରିସ୍ଥିତି ଅତ୍ୟନ୍ତ କଷ୍ଟସାଧ୍ୟ ହୋଇ ଟ୍ରେନ୍ ସେବାକୁ ବନ୍ଦ କରିଦିଏ। ରେଳ ସାଇକେଲ ସାହାଯ୍ୟରେ ଯେକୌଣସି ଜରୁରୀକାଳୀନ…

Read More

ଚଳିତ ବର୍ଷ ‘ଜଳ ଜୀବନ ମିଶନ’ ଅଧୀନରେ ଓଡ଼ିଶାକୁ ମିଳିଛି ୮୧୨କୋଟି ଟଙ୍କା:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ:ରାଜ୍ୟରେ ବର୍ଷ ବର୍ଷ ଧରି ଜଳର ଅଭାବ ଏବଂ ପିଇବା ପାଇଁ ବିଶୁଦ୍ଧ ପାଣି ଓ ଜଳସେଚନ ଓଡ଼ିଶା ପାଇଁ ବଡ ଆହ୍ୱାନ ସଦୃଶ ହୋଇଛି। ମୋଦୀ ସରକାର ଏହି ଆହ୍ୱାନକୁ ଦୂର କରିବା ସହ ରାଜ୍ୟର ସବୁ ଗାଁର ପ୍ରତ୍ୟେକ ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ଦିଗରେ କାମ କରୁଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ‘ଜଳ ଜୀବନ ମିଶନ’ ପ୍ରସଙ୍ଗରେ ଟ୍ୱିଟ୍ କରି କହିଛନ୍ତି…

Read More

NRA ଚାକିରି ଆଶାୟୀ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବ:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବୁଧବାର ବସିଥିବା କ୍ୟାବିନେଟ୍ ବୈଠକରେ ପାରିତ ହୋଇଥିବା ନ୍ୟାସନାଲ୍ ରିକ୍ରୁଇଟମେଣ୍ଟ ଏଜେନ୍ସି ଗଠନ(NRA)ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କ୍ୟାବିନେଟରେ ନିଆଯାଇଥିବା ଐତିହାସିକ ନିଷ୍ପତ୍ତି ନୂଆ ଭାରତ ଭବିଷ୍ୟତର ଗେମ୍-ଚେଞ୍ଜର ହେବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ। କ୍ୟାବିନେଟ୍ ନିଷ୍ପତ୍ତି ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେବା ସହ କହିଛନ୍ତି ଆଜିର କ୍ୟାବିନେଟ୍ ବୈଠକରେ ଅନଲାଇନ୍ ଏକକ ପ୍ରବେଶିକା ପରୀକ୍ଷା ସିଇଟି (Common Eligibility…

Read More

ଏଥର ସରକାରୀ ଚାକିରି ପାଇଁ ଗୋଟିଏ ପରୀକ୍ଷା

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ ଆଜି ବୁଧବାର ଏକ ପ୍ରମୁଖ ନିଷ୍ପତ୍ତି ନେଇଛି। ବର୍ତ୍ତମାନ କେନ୍ଦ୍ର ସରକାରୀ ଚାକିରି ପାଇଁ କେବଳ ଗୋଟିଏ ପରୀକ୍ଷା ହେବ। କେନ୍ଦ୍ର କ୍ୟାବିନେଟ ଏହାକୁ ଅନୁମୋଦନ କରିଛନ୍ତି। ଏହି ନିଷ୍ପତ୍ତିଗୁଡ଼ିକ ବିଷୟରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଦେଶରେ ସରକାରୀ ଚାକିରି ପାଇଁ ୨୦ରୁ ଅଧିକ ନିଯୁକ୍ତି ଏଜେନ୍ସି ଅଛି। ସରକାରୀ ଚାକିରି ପାଇଁ ଯୁବକ ଯୁବତୀ ମାନଙ୍କୁ ଅନେକ ପରୀକ୍ଷା ଦେବାକୁ…

Read More

ସୁପ୍ରିମକୋର୍ଟଙ୍କ ରାୟ ସୁଶାନ୍ତ ସିଂ ରାଜପୁତ ମାମଲାକୁ ସିବିଆଇ ଦ୍ଵାରା ତଦନ୍ତ ହେବ,ନିତୀଶ କହିଲେ ଏବେ ମିଳିବ ପରିବାରକୁ ନ୍ୟାୟ

ନୂଆଦିଲ୍ଲୀ:ସୁଶାନ୍ତ ସିଂ ରାଜପୁତ ମାମଲାରେ ସୁପ୍ରିମକୋର୍ଟ ଆଜି ତଦନ୍ତ କରିବାକୁ ସିବିଆଇକୁ ଦେଇଛନ୍ତି। କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ  ମହାରାଷ୍ଟ୍ର ସରକାର ସିବିଆଇ ସହ ସହଯୋଗ କରିବାକୁ ଏବଂ ସମସ୍ତ ପ୍ରଯୁଜ୍ୟ ଦଲିଲ ପ୍ରଦାନ କରିବାକୁ। ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଯଦି ଏହି ମାମଲାରେ ଆଉ କୌଣସି ଏଫ୍ଆଇଆର୍ ପଞ୍ଜିକୃତ ହୁଏ, ତେବେ ସିବିଆଇ ମଧ୍ୟ ଏହା ଉପରେ ଦୃଷ୍ଟି ଦେବ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ବିହାରରେ ଏଫଆଇଆର ପଞ୍ଜିକରଣ କରିବାର…

Read More
sbi jobs

SBI ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ମିନିମମ ବାଲାନ୍ସ ଏବଂ ଏସଏମଏସ ପାଇଁ ଆଉଦେବାକୁ ପଡିବନି ଚାର୍ଜ

ନୂଆଦିଲ୍ଲୀ:ଏସବିଆଇ ସେଭିଂ ଆକାଉଣ୍ଟ ଧାରୀକପାଇଁ ଖୁସି ଖବର।   ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI) ଗ୍ରାହକଙ୍କୁ ଏକ ବଡ ଉପହାର ଦେଇଛି। SBI ଆଉ ମାସିକ ସର୍ବନିମ୍ନ ବାଲାନ୍ସ ଚାର୍ଜ ଏବଂ ସେଭିଂ ଆକାଉଣ୍ଟ ଥିବା ଗ୍ରାହକଙ୍କ ଠାରୁ SMS ଚାର୍ଜ ଆଦାୟ ଆଉ କରିବା ନହିଁ। ବ୍ୟାଙ୍କ ବର୍ତ୍ତମାନ ଏହି ଫି ଛାଡ କରିଛି। ଏସବିଆଇ ଟ୍ୱିଟ କରି କହିଛି। ଏସବିଆଇର ୪୪ କୋଟିରୁ ଅଧିକ ସେଭିଂ ଆକାଉଣ୍ଟଧାରୀ ଏହି ସୁବିଧା…

Read More

ଆଗ୍ରାରେ ବସ୍ ହାଇଜାକ୍:୩୪ ଯାତ୍ରୀ ଅଛନ୍ତି ବସରେ

ଆଗ୍ରା:ଉତ୍ତରପ୍ରଦେଶର ଆଗ୍ରା ସହରର କିଛି ଲୋକ ଏକ ଘରୋଇ ବସ୍ ଅପହରଣ କରି ଡ୍ରାଇଭର-କଣ୍ଡକ୍ଟରଙ୍କୁ ବନ୍ଧକ ରଖିଥିଲେ। ବସ୍‌ରେ ୩୪  ଜଣ ଯାତ୍ରୀ ଅଛନ୍ତି। ସେମାନେ ଯାତ୍ରୀମାନଙ୍କ ସହିତ ବସ୍ ନେଇଥିଲେ। ସକାଳେ ଡ୍ରାଇଭର ଓ ହେଲପର  ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ସୂଚନା ଅନୁସାରେ ,ମଙ୍ଗଳବାର ବିଳମ୍ବିତ ରାତିରେ ଗୁରୁଗ୍ରାମରୁ ବସ୍ କୁ ଫାଇନାନ୍ସ କର୍ମଚାରୀମାନେ ଯାତ୍ରୀଙ୍କ ସହିତ ହାଇଜାକ କରିନେଇଥିଲେ।ସେମାନଙ୍କ ସନ୍ଧାନରେ ସମଗ୍ର ଜିଲ୍ଲାକୁ ସତର୍କ କରାଯାଇଛି। ସୀମାରେ ଯାଞ୍ଚ କରାଯାଉଛି। ରାତି ସାଢେ ଦଶରେ…

Read More