ସୁଶାନ୍ତ ସିଂ ରାଜପୁତ ଘଟଣା : ଏଫ୍ଆଇଆର୍ ବିରୋଧରେ ସୁପ୍ରିମକୋର୍ଟ ଗଲେ ରିୟା
ମୁମ୍ବାଇ : ଗତ ଜୁନ ୧୪ରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ତାଙ୍କ ମୁମ୍ବାଇସ୍ଥିତ ବାସଭବନରୁ ମିଳିଥିଲା। ଏହି ମାମଲାରେ ତାଙ୍କ ପିତା କେ.କେ ସିଂ ପାଟନାରେ ତାଙ୍କ ପୁଅର ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ସମେତ ୬ ଜଣଙ୍କ ବିରୋଧରେ ଏଫଆଇଆର (FIR)ଦାଖଲ କରିଛନ୍ତି। ସେ ରିୟାଙ୍କୁ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ତାଙ୍କ ଉଠାଣ ଏବଂ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ଅଭିଯୋଗ କରିଛନ୍ତି। ବିହାର ପୋଲିସ ଟିମ୍ ବର୍ତ୍ତମାନ ମାମଲାର ତଦନ୍ତ ପାଇଁ…
