Home » ଜାତୀୟ » Page 59

ଭାରତରେ ଗୋଟିଏ ଦିନରେ ୪ଲକ୍ଷରୁ ଅଧିକ କୋଭିଡ ଟେଷ୍ଟ;ନୂଆ ରେକର୍ଡ :ମୋଟ ଟେଷ୍ଟ ଦେଢ କୋଟିରୁ ଅଧିକ

ନୂଆଦିଲ୍ଲୀ : ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୪ ଲକ୍ଷ ୨୦ ହଜାର ରୁ ଅଧିକ କୋଭିଡ୍ ପରୀକ୍ଷା କରାଯାଇଛି।  ଗତକାଲି ୩ ଲକ୍ଷ ୫୦ ହଜାର କୋଭିଡ୍ ପରୀକ୍ଷା କରିବା ପରେ ଏହା ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲା।  ଏହି ଉତ୍ସାହଜନକ କ୍ରମାଗତ ଏକ ସପ୍ତାହ ଧରି ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷ ୨୦ ହଜାର ୮୯୮ ଟି ନମୁନା ପରୀକ୍ଷା ସହିତ, ପ୍ରତି ମିଲିୟନ୍ (TPM)…

Read More

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନା ସଂକ୍ରମିତ

ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀ କରୋନା ରେ ସଂକ୍ରମୟତ ହୋଇଛନ୍ତି। ସେ ହେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଟ୍ୱିଟ୍ କରି କହିଛନ୍ତି ଯେ ମୁଁ କୋଭିଡ -୧୯ ର ଲକ୍ଷଣ ଅନୁଭବ କରୁଥିଲି, ପରୀକ୍ଷା ପରେ ମୋର ରିପୋର୍ଟ ପଜିଟିଭ ଆସିଛି।   ମୁଁ ମୋର ସମସ୍ତ ସହକର୍ମୀଙ୍କୁ ନିବେଦନ କରୁଛି ଯେ ଯିଏ ମୋ ସହିତ ଯୋଗାଯୋଗରେ ଥିଲେ, ସେମାନେ କରୋନା ପରୀକ୍ଷା କରାଇନିଅନ୍ତୁ ଏବଂ କ୍ୱାରାଣ୍ଟାଇନ୍‌ ରେ…

Read More
vaccine_replica

ଚଳିତ ବର୍ଷ କରୋନା ଭାଇରସ୍ ଟିକା ପ୍ରସ୍ତୁତ ହୋଇପାରିବ ନାହିଁ;ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ଚେତାବନୀ

ବ୍ରିଟେନର ଆଶା ଥିଲା ଯେ ଖ୍ରୀଷ୍ଟମାସ ସୁଦ୍ଧା କରୋନା ଭାଇରସ୍ ଟିକା ପ୍ରସ୍ତୁତ ହୋଇପାରେ, କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜଣେ ଅଧିକାରୀ କହିଛନ୍ତି ଯେ ୨୦୨୧ ଆରମ୍ଭ ପର୍ଯ୍ୟନ୍ତ ଟୀକାକରଣର ପ୍ରଥମ ବ୍ୟବହାର ଆଶା କରାଯାଇପାରିବ ନାହିଁ। ବ୍ରିଟେନ ଗଣମାଧ୍ୟମ ରେ ପ୍ରକାଶିତ ଖବର ଅନୁସାରେ ,ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଜଣେ ବିଶେଷଜ୍ଞ କହିଛନ୍ତି ଯେ ଚଳିତ ବର୍ଷ ଶେଷ ପୂର୍ବରୁ କରୋନାଭାଇରସ୍ ଟିକା ଉପଲବ୍ଧ ହେବ ନାହିଁ। ବ୍ରିଟେନର ଆଶା ଥିଲା ଯେ…

Read More

ସର୍ବାଧିକ କରୋନା ସଂକ୍ରମିତ ୯ରାଜ୍ୟ ମଧ୍ୟରେ ଓଡ଼ିଶା

ସର୍ବାଧିକ ସଂକ୍ରମିତ ରାଜ୍ୟ:ଓଡ଼ିଶା, ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗ ଓ ଆସାମ ରାଜ୍ୟ ସରକାରଙ୍କୁ ଅଧିକ ନମୁନା ପରୀକ୍ଷା ସକାଶେ କେନ୍ଦ୍ର ସରକାର ଦେଲେ ପରାମର୍ଶ  କଣ୍ଟେନମେଣ୍ଟ ଯୋଜନାକୁ ବିଧିବଦ୍ଧ ତଥା କଡ଼ାକଡ଼ି ଭାବେ କରିବାକୁ ଦେଲେ ନିର୍ଦ୍ଦେଶ ଚିକିତ୍ସା ସଂସାଧନ ବୃଦ୍ଧି ଏବଂ ସଫଳ କ୍ଲିନିକାଲ୍‌ ପରିଚାଳନା ନିମନ୍ତେ ସବୁ ରାଜ୍ୟଙ୍କୁ ପରାମର୍ଶ ନୂଆଦିଲ୍ଲୀ : କୋଭିଡ଼-୧୯ ପରିଚାଳନା ସକାଶେ କେନ୍ଦ୍ର ଓ ରାଜ୍ୟ ତଥା କେନ୍ଦ୍ରଶାସିତ…

Read More

IPL ୟୁଏଇରେ ୧୯ ସେପ୍ଟେମ୍ବରରୁ ଆରମ୍ଭ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର୧୩ ତମ ସିଜନ୍ ବିଷୟରେ ଅଫିସିଆଲ୍ ଘୋଷଣା କରାଯାଇଛି।  ଆଇପିଏଲ୍ ଚେୟାରମ୍ୟାନ୍ ଆନୁଷ୍ଠାନିକ ଭାବେ ନିଶ୍ଚିତ କରିଛନ୍ତି ଯେ ଆଇପିଏଲ୍ ୨୦୨୦ ସମଗ୍ର ଟୁର୍ନାମେଣ୍ଟ ୟୁଏଇରେ ଖେଳାଯିବ, କାରଣ ଭାରତରେ କରୋନା ଭାଇରସ ମାମଲା  ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି।  ସେ କହିଛନ୍ତି ଯେ ଆଇପିଏଲ ସେପ୍ଟେମ୍ବର ୧୯  ରୁ ଆରମ୍ଭ ହେବ ଏବଂ ନଭେମ୍ବର୮ରେ ଫାଇନାଲ  ମ୍ୟାଚ ଖେଳାଯିବ। ସେ କହିଛନ୍ତି ,ଦୁବାଇ, ଆବୁଧାବି ଏବଂ ଶାରଜା…

Read More

ଭାରତ ସୀମା କୁ ଲାଗିଥିବା ରାଷ୍ଟ୍ରରୁ ଆମଦାନୀ ଉପରେ ସରକାରଙ୍କ କଟକଣା

ନୂଆଦିଲ୍ଲୀ : ଭାରତ ସରକାରଙ୍କ ପକ୍ଷରୁ ସାଧାରଣ ଆର୍ଥକ ନିୟମାବଳୀ ୨୦୧୭ ରେ କେତେକ ସଂଶୋଧନ କରାଯାଇଛି। ଏହି ସଂଶୋଧନ ବଳରେ ସରକାର ଭାରତ ସହ ସୀମା ଲାଗିଥିବା କେତେକ ରାଷ୍ଟ୍ରରୁ ଦେଶର ପ୍ରତିରକ୍ଷା ଏବଂ ଜାତୀୟ ସୁରକ୍ଷା କାରଣରୁ ସାଧାରଣ ସାମଗ୍ରୀ ଆମଦାନୀ ଅଥବା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ସେହିଭଳି କାର୍ଯ୍ୟ ସଂପର୍କୀତ କାରବାର ଉପରେ କଟକଣା ଜାରି କରିଛନ୍ତି। ଏହି ସଂଶୋଧିତ ନିୟମାବଳୀ ଅନୁସାରେ ବ୍ୟୟ ବିଭାଗ ଏକ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି…

Read More

ବିହାର ର ୧୦ ଜିଲ୍ଲାରେ ବନ୍ୟା, ସ୍ଥିତି ଭୟଙ୍କର

ପାଟନା: ଗତ କିଛିଦିନ ଧରି ଲଗାତର ବର୍ଷା ରେ  ବିହାର ରେ ବନ୍ୟା ସୃଷ୍ଟି ହୋଇଛି। ବର୍ଷା ମଧ୍ୟରେ ବିହାରରେ ନଦୀର ଜଳସ୍ତର ବଢୁଛି। ଫଳରେ ଶହ ଶହ ଗାଁ ବନ୍ୟା ପରିସ୍ଥିତିରେ ରହିଛି। ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ଲୋକମାନେ ନିମ୍ନ ସ୍ଥାନରୁ ସୁରକ୍ଷିତ ସ୍ଥାନକୁ ଯିବା ଜାରି ରଖିଛନ୍ତି । ଫସଲ ବୁଡ଼ି ନଷ୍ଟ ହୋଇଗଲାଣି । ବନ୍ଧଗୁଡ଼ିକ ଉପରେ ପ୍ରବଳ ଜଳ ଚାପରେ ବନ୍ଧଗୁଡିକ ଭାଙ୍ଗୁଛି। କିଛିଦିନ ତଳେ ଗୋପାଳଗଞ୍ଜରେ ଥିବା…

Read More
covid19 India

ଭାରତରେ ଦିନକରେ ସର୍ବାଧିକ ୩୦ ହଜାର କରୋନା ସଂକ୍ରମିତ ସୁସ୍ଥ

ନୂଆଦିଲ୍ଲୀ : କ୍ରମାଗତ ଭାବେ ଦ୍ଵିତୀୟ ଦିନ ପାଇଁ ଗୋଟିଏ ଦିନରେ ସୁସ୍ଥତା ହାରରେ ଅଭୂତପୂର୍ଣ୍ଣ ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୯ ହଜାର ୫୫୭ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି, ଯାହାକି ଏପର୍ଯ୍ୟନ୍ତ ଦିନକରେ ସୁସ୍ଥ ହୋଇଥିବା ସଂଖ୍ୟାରେ ସର୍ବାଧିକ। ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ୮୨ ହଜାର ୬୦୬ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ମୋଟ ସୁସ୍ଥତା ହାର ଶତକଡା ୬୩.୧୮ ରେ ପହଞ୍ଚିଛି।  କୋଭିଡ-୧୯ ପରିଚାଳନା ଦିଗରେ କେନ୍ଦ୍ର ସରକାରଙ୍କ…

Read More

ଗରିବଙ୍କ ସମେତ ସମସ୍ତଙ୍କର ଭଲରେ ବଞ୍ଚିବା ଏବଂ ଉତ୍ତମ ଜୀବନଯାପନ କରିବା ଏକ ଅଧିକାର : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଏକ ଭିଡିଓ କନ୍‌ଫରେନ୍ସ ବ୍ୟବସ୍ଥା ମାଧ୍ୟମରେ ମଣିପୁର ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ସେ କହିଛନ୍ତି ଯେ ସାରା ଦେଶ ଏବେ କୋଭିଡ-୧୯ ବିରୋଧରେ ନିରନ୍ତର ଲଢେଇ ଜାରି ରଖିଥିବାବେଳେ ପୂର୍ବ ଏବଂ ଉତ୍ତରପୂର୍ବ ଭାରତ ଦ୍ୱୈତ ଆହ୍ୱାନର ସମ୍ମୁଖୀନ ହୋଇଛି। କରୋନା ସହିତ ଏବେ ଏ ଅଞ୍ଚଳରେ ବର୍ଷା ଓ ବନ୍ୟା ବିତ୍ପାତ ଦେଖାଦେଇଛି। ବନ୍ୟା ଓ ବର୍ଷା ଫଳରେ…

Read More

ଲେହର ଦିହାରଠାରେ ଡିଆରଡିଓ ଯୋଗାଇଲା କୋଭିଡ-19 ପରୀକ୍ଷା ସୁବିଧା

ଲଦାଖ : ଲଦାଖ ଅଞ୍ଚଳରେ କରୋନା ମାମଲାଗୁଡିକର ଚିହ୍ନଟ ପାଇଁ ଲେହର ଅତି ଉଚ୍ଚ ଗବେଷଣା କେନ୍ଦ୍ର ଦିହାରଠାରେ ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ (DRDO)ପକ୍ଷରୁ ଏକ କୋଭିଡ-୧୯  ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି । ଏହି ପରିକ୍ଷା ଯୋଗୁଁ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ସଂକ୍ରମିତଙ୍କ ଉପରେ ନଜର ରଖାଯାଇପାରିବ । ଆଇସିଏମଆର ପକ୍ଷରୁ ପ୍ରଦତ୍ତ ମାର୍ଗଦର୍ଶିକା ଅନୁଯାୟୀ ଏହି କେନ୍ଦ୍ର ସ୍ଥାପନ କରାଯାଇଛି। ଲଦାଖର ଉପରାଜ୍ୟପାଳ ଶ୍ରୀ ଆର.କେ.ମାଥୁର ଏହି କେନ୍ଦ୍ରର ଉଦ୍ଘାଟନ କରିଛନ୍ତି । ଦିହାରସ୍ଥିତ ଏହି…

Read More

ଭାରତୀୟ ସେନାରେ ମହିଳା ଅଧିକାରୀମାନଙ୍କୁ ସ୍ଥାୟୀ କମିଶନ ମଞ୍ଜୁର

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରଣାଳୟ ଆଜି ଭାରତୀୟ ସେନାରେ ମହିଳା ଅଧିକାରୀମାନଙ୍କୁ ବିଧିବଦ୍ଧ ଭାବେ ପରମାନେଣ୍ଟ କମିଶନ(Permanent Commission) ପ୍ରଦାନ ପୂର୍ବକ ସରକାରୀ ମଞ୍ଜୁରି ପତ୍ର ଜାରି କରିଛନ୍ତି। ଏହାଫଳରେ ମହିଳା ଅଧିକାରୀମାନେ ଅଧିକ ସଶକ୍ତ ହେବା ସହ ସଙ୍ଗଠନରେ ବୃହତ ଭୂମିକା ଗ୍ରହଣ କରିପାରିବେ। ଏହି ଆଦେଶରେ ସର୍ଟ ସର୍ଭିସ କମିଶନ(SSC)ରେ ଥିବା ଭାରତୀୟ ସେନାର ବାୟୁ ପ୍ରତିରକ୍ଷା(AD) ସିଗନାଲ, ଇଞ୍ଜିନିୟର୍ସ, ଆର୍ମୀ ଆଭିଏସନ, ଇଲେକ୍ଟ୍ରୋନିକ୍ସ ଏଣ୍ଡ ମେକାନିକାଲ ଇଞ୍ଜିନିୟର(ଇଏମଇ), ଆର୍ମୀ ସର୍ଭିସ କୋର(ASC), ଆର୍ମୀ ଆର୍ଡିନାନ୍ସ…

Read More