Home » ଜାତୀୟ » Page 62

ତିରୁପତି ମନ୍ଦିର ର ୨୧ ପୁରୋହିତ କରୋନାରେ ସଂକ୍ରମିତ

ତିରୁପତି ମନ୍ଦିରର ପୁରୋହିତ ଏବଂ କର୍ମକର୍ତ୍ତା ମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ସୂଚନା ଅନୁସାରେ ତିରୁମାଲା ତିରୁପତି ଦେବସ୍ଥାନମ୍ (TTD) ର ୨୧  ପୁରୋହିତଙ୍କ କରୋନା ରିପୋର୍ଟ୍  ପଜିଟିଭ୍ ଆସିଛି। ସୂଚନା ଅନୁସାରେ ତିରୁମାଲା ତିରୁପତି ଦେବସ୍ଥାନମ୍ ରେ ଏପର୍ଯ୍ୟନ୍ତ ୧୫୮  ଟି କରୋନା ମାମଲା ସାମନା କୁ ଆସିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସହକାରୀ ପୁରୋହିତ, ଲଡୁ ତିଆରି ରୋଷେଇ ଘରର ୧୬ ଜଣ କର୍ମଚାରୀ ଏବଂ ୫୬…

Read More

କରୋନା ମହାମାରୀ ସମୟରେ ଟିକସଦାତାଙ୍କୁ ସାହାଯ୍ୟ କରିବା ପାଇଁ ସିବିଡିଟି ୭୧ ,୨୨୯ କୋଟି ଟଙ୍କା ରିଫଣ୍ଡ

ରିଫଣ୍ଡ ପାଇବାରେ କରଦାତା ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି : ଆୟକର ବିଭାଗ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଆୟକର ବାବଦରେ ଅଗ୍ରୀମ ଆଦାୟ ହୋଇଥିବା ଅର୍ଥରୁ ୭୧,୨୨୯ କୋଟି ଟଙ୍କା ଟିକସଦାତାଙ୍କୁ ରିଫଣ୍ଡ ଆକାରରେ ପ୍ରଦାନ କରିଛି। ଚଳିତ ଜୁଲାଇ ୧୧ ତାରିଖ ସୁଦ୍ଧା ୨୧.୨୪ ଲକ୍ଷରୁ ଅଧିକ କରଦାତାଙ୍କୁ ଏହି ଅର୍ଥ  ରିଫଣ୍ଡ କରାଯାଇଛି। କରୋନା ମହାମାରୀ ସମୟରେ ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ସାହାଯ୍ୟ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ସୂଚନାଯୋଗ୍ୟ…

Read More

ଚଳିତବର୍ଷ ଖରିଫ ଫସଲ ବୁଣାବୁଣି ଗତବର୍ଷ ତୁଳନାରେ ଅଧିକ

ଦେଶରେ କୋଭିଡ଼-୧୯ର ସ୍ଥିତି ଦିନକୁ ଦିନ ବଢିବାରେ ଲାଗିଛି। କିନ୍ତୁ ଚାଷ କାର୍ଯ୍ୟ ଆଗେଇଚାଲିଛି। ଖରିଫ ଫସଲ ବୁଣାବୁଣି କ୍ଷେତ୍ରରେ କରୋନା ମହାମାରୀର କୌଣସି ପ୍ରଭାବ ପଡିନାହିଁ। ଗତବର୍ଷ ଏହି ସମୟରେ ୫୭୦.୮୬ ଲକ୍ଷ ହେକ୍ଟର ଜମିରେ ବୁଣାବୁଣି ହୋଇଥିଲା। ଅତଏବ ଗତବର୍ଷ ତୁଳନାରେ ଏହି ସମୟ ମଧ୍ୟରେ ଦେଶର ଖରିଫ ବୁଣାବୁଣି ୨୧.୨୦ ଶତାଂଶ ଅଧିକ ହୋଇଛି। ଚଳିତ ଜୁଲାଇ ୧୬ ତାରିଖ ସୁଦ୍ଧା ଦେଶରେ ୩୩୮.୩ ମିଲିମିଟର ବୃଷ୍ଟିପାତ ରେକର୍ଡ କରାଯାଇଛି। ଏହି ସମୟ…

Read More

ରାସ୍ତାରେ ବେପାର କରୁଥିବା ଲୋକ ଙ୍କୁ ମିଳିବ ଘର,ପାଇଲେଣି ୪୮ ହଜାର

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ରାସ୍ତାରେ ବେପାର କରୁଥିବା ଲୋକ (ଷ୍ଟ୍ରିଟ ଭେଣ୍ଡର)ଙ୍କୁ ନିଜ ଘର ପାଖରେ ଋଣ ସୁବିଧା ଯୋଗାଇଦେବା ନିମନ୍ତେ ଉଦ୍ଦିଷ୍ଟ ମୋବାଇଲ ଆପ୍‌ ଆଜି କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ସଚିବ ଶ୍ରୀ ଦୁର୍ଗାଶଙ୍କର ମିଶ୍ରଙ୍କ ଦ୍ୱାରା ନୂଆଦିଲ୍ଲୀଠାରେ ଉନ୍ମୋଚିତ ହୋଇଛି। ଏହାର ନାମ ରଖାଯାଇଛି ପିଏମ୍‌ ଷ୍ଟ୍ରିଟ ଭେଣ୍ଡର୍ସ ଆତ୍ମନିର୍ଭର ନିଧି ବା ପିଏମ୍‌ ସ୍ୱନିଧି ଆପ୍‌। ଏହି ଆପ୍‌ରେ ବିଭିନ୍ନ ଋଣ ଲଗାଣକାରୀ ସଂସ୍ଥା ଓ ସେମାନଙ୍କର କ୍ଷେତ୍ରଭିତ୍ତିକ ଅଧିକାରୀଙ୍କ…

Read More

ତୃଣମୂଳସ୍ତରରେ ଆମର ସ୍ୱାସ୍ଥ୍ୟ ବ୍ୟବସ୍ଥା ଯୋଗୁ କୋଭିଡ ମୁକାବିଲାରେ ଭାରତ ବିଶ୍ୱର ଶ୍ରେଷ୍ଠ ଆରୋଗ୍ୟ ହାର ହାସଲ କରିପାରିଛି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର, ୧୭ ଜୁଲାଇ ରେ  ନ୍ୟୁୟର୍କସ୍ଥିତ ମିଳିତ ଜାତିସଂଘ ଠାରେ ଅନୁଷ୍ଠିତ ମିଳିତ ଜାତିସଂଘ ଅର୍ଥନୈତିକ ଏବଂ ସାମାଜିକ ପରିଷଦ (ୟୁଏନଇସିଓଏସଓସି)ର ଏକ ଉଚ୍ଚସ୍ତରୀୟ ଭର୍ଚୁଆଲ ଅଧିବେଶନରେ ଉଦଘାଟନୀ ବକ୍ତବ୍ୟ ଦେଇଛନ୍ତି। ସୂଚନା ଯୋଗ୍ୟ ଗତ ୧୭ ଜୁନରେ ୨୦୨୧-୨୨ ଅବଧି ଲାଗି ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ବହୁସଂଖ୍ୟକ ମିଳିତ ଜାତିସଂଘ ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀ ଉଦବୋଧନ…

Read More

ସୋପିଆନ୍ ଏନକାଉଣ୍ଟର: ଚାରି ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ୍ ଜାରି

କାଶ୍ମୀର ଉପତ୍ୟକାରେ କ୍ରମାଗତ ଦ୍ୱିତୀୟ ଦିନ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ସୋପିଆନ୍ ଅସ୍ମିପୋରା ଗ୍ରାମରେ ଚାଲିଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀ ୪ ଜଣ ଆତଙ୍କବାଦୀଙ୍କୁ  ନିହତ କରିଛି। ଆତଙ୍କବାଦୀଙ୍କ ଉପସ୍ଥିତି ଯୋଗୁଁ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ବର୍ତ୍ତମାନ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦେଇଛି। ଏହି ଏନକାଉଣ୍ଟର ରେ ପୋଲିସର ମିଳିତ ଟିମ୍, ୬୨ଆରଆର ଏବଂ ସିଆରପିଏଫ ସେନାର ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ…

Read More

ସରକାରୀ କର୍ମଚାରୀ ଙ୍କ ପାଇଁ ୱାର୍କ ଫ୍ରମ୍‌ ହୋମ୍‌, ସ୍ୱାସ୍ଥ୍ୟ ବିଭାଗ ବାଦ

ଭୁବନେଶ୍ୱର : ଗତକାଲି ରାତି ୯ ରୁ  କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ଭୁବନେଶ୍ୱର ସମେତ ୪ଟି ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ୧୪ଦିନିଆ ଲକଡାଉନ୍  କାର୍ଯ୍ୟକାରୀ ହୋଇଛି। ରାଜ୍ୟର ସମସ୍ତ ବିଭାଗର କର୍ମଚାରୀଙ୍କ ପାଇଁ ୱାର୍କ ଫ୍ରମ୍ ହୋମ୍ ଓ ୱସାସ (OSWAS)  (Odisha Secretariat Workflow Automation System ) ସୁବିଧା ରହିବ। ଏଥିରୁ କିନ୍ତୁ ସ୍ଵାସ୍ଥ୍ୟ ବିଭାଗ କୁ ବାଦ ଦିଆଯାଇଛି। ସେହିପରି  ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପ୍ରଶମନ ପରିଚାଳନା, ଜିଲ୍ଲା…

Read More

ବିହାରରେ ଉଦ୍ଘାଟନ ର ୨୯ ଦିନ ପରେ ପୋଲ ଭୁଷୁଡିପଡ଼ିଲା;ନିତୀଶ କୁମାର କହିଲେ ପୋଲ ନଷ୍ଟ ହୋଇଥିବା ଖବର ମିଥ୍ୟା

ବିହାରର ଗୋପାଳଗଞ୍ଜ ଜିଲ୍ଲାରେ୨ଶହ ୬୩ କୋଟି ଟଙ୍କା ମୂଲ୍ୟରେ ଗଣ୍ଡକ ନଦୀ ଉପରେ ନିର୍ମିତ ସତ୍ତରା ଘାଟ ସେତୁ ଭୁଷୁଡି ପଡିଛି। ଏହି ସେତୁକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉଦଘାଟନ କରିଥିଲେ। ବିହାରର ଗୋପାଳଗଞ୍ଜ ଜିଲ୍ଲାରେ ଗଣ୍ଡକ ନଦୀ ଉପରେ ୨୬୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ସତ୍ତରା ଘାଟ ସେତୁର ଏକ ଅଂଶ ଭାଙ୍ଗି ନଦୀରେ ଭାସିଯାଇଛି। ବ୍ରିଜ ଭାଙ୍ଗିବା ପରେ ବିହାର ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ସରକାର…

Read More

ପଞ୍ଚଦଶ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍‌ଘାଟନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଞ୍ଚଦଶ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ  କୁ ଉଦ୍ଘାଟନ ଅବସରେ କହିଛନ୍ତି ଯେ ,କୋଭିଡ-୧୯ କାରଣରୁ ମାର୍ଚ୍ଚରେ  ହେବାକୁ ଥିବା ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ (India-EU Summit) କୁ ସ୍ଥଗିତ କରିବାକୁ ପଡିଥିଲା।  ତେବେ ସେ ଯାହା ହେଉ ଭଲକଥା ହେଲା ଆଜି ଆମେ ଭର୍ଚୁଆଲ ମାଧ୍ୟମରେ ଏକତ୍ର ହୋଇପାରିଛନ୍ତି। ସର୍ବପ୍ରଥମେ ମୁଁ ୟୁରୋପରେ କରୋନା ଭୂତାଣୁ ଦ୍ୱାରା ହୋଇଥିବା କ୍ଷତି ପାଇଁ ସମବେଦନା ପ୍ରକଟ କରୁଛି। ଆପଣମାନଙ୍କୁ ପ୍ରାରମ୍ଭିକ…

Read More

୧୦ ଲକ୍ଷ ଜନସଂଖ୍ୟାରେ ଦିନକୁ ଅନ୍ୟୁନ ୧୪୦ ନମୁନା ପରୀକ୍ଷା ଆବଶ୍ୟକ : ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ

୨୨ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦିନକୁ ୧୦ଲକ୍ଷରେ ୧୪୦ କିମ୍ବା ତା’ଠାରୁ ଅଧିକ ପରୀକ୍ଷଣ କରୁଛନ୍ତି : ଭାରତ କୋଭିଡ-୧୯ ପରିପ୍ରେକ୍ଷୀରେ ଜନସ୍ୱାସ୍ଥ୍ୟ ମାନକ ଓ ସାଧାରଣ ସ୍ୱାସ୍ଥ୍ୟ ସମ୍ପର୍କରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଏକ ମାର୍ଗଦର୍ଶିକା ଜାରି କରି ଅଧିକ ସଂକ୍ରମଣ ଥିବା ସ୍ଥାନଗୁଡିକରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପାଇଁ ପରାମର୍ଶ ଦେଇଛି । ବିସ୍ତୃତ ପର୍ଯ୍ୟବେକ୍ଷଣ ଏବଂ ସନ୍ଦେହ ଘେରରେ ଥିବା ମାମଲାଗୁଡିକର ନମୁନା ପରୀକ୍ଷଣ ପରିପ୍ରେକ୍ଷୀରେ ‘ହୁ’ (WHO)୧୦ ଲକ୍ଷ ଜନସଂଖ୍ୟା ପିଛା ଦିନକୁ…

Read More

ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦେଶକୁ ସମ୍ବୋଧନ

ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିବା ସହ ପ୍ରାସଙ୍ଗିକ ରହିବାକୁ କୌଶଳ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ଶିଖିବାର କୌଣସି ସୁଯୋଗରେ ନୂତନ କୌଶଳ ହଜିଯିବା ଉଚିତ ନୁହେଁ। ଏହି ଦକ୍ଷତା ଦେଶକୁ ଆତ୍ମନିର୍ଭରଶୀଳ କରିବାରେ ଏକ ଶକ୍ତି ପରି ସହଯୋଗ କରିବ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଚାରି ଦିନ ପୂର୍ବରୁ ଦେଶରେ ଶ୍ରମିକଙ୍କ ଦକ୍ଷତା ମ୍ୟାପିଂ ପାଇଁ ଏକ ପୋର୍ଟାଲ ମଧ୍ୟ…

Read More