Home » ଜାତୀୟ » Page 61
covid odisha

କୋଭିଡ-୧୯ ସୁସ୍ଥଙ୍କ ସଂଖ୍ୟା ୭ ଲକ୍ଷ ଟପିଲା; ଦେଶରେ ମୃତ୍ୟୁହାର ୨.୪୬ ପ୍ରତିଶତ, ଯାହାକି ବିଶ୍ଵରେ ସର୍ବନିମ୍ନ

ନୂଆଦିଲ୍ଲୀ:କରୋନା ମୃତ୍ୟୁହାର ଦେଶରେ ଦ୍ରୁତ ଗତିରେ ହ୍ରାସ ପାଉଛି । ଭାରତର ମୃତ୍ୟୁହାର ଆଜି ୨.୪୬ ପ୍ରତିଶତରେ ପହଞ୍ଚିଛି ଯାହାକି ବିଶ୍ୱରେ ସର୍ବନିମ୍ନ। ଉଭୟ କମ ଓ ଗୁରୁତର ଆକ୍ରାନ୍ତ ବ୍ୟକ୍ତିମାନଙ୍କ ଉପଯୁକ୍ତ ଚିକିତ୍ସା ଯୋଗୁଁ ସୁସ୍ଥତା ହାର ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଏଥିପାଇଁ ସଂପୂର୍ଣ୍ଣ ସହଯୋଗ ଯୋଗାଇ ଦେଉଛନ୍ତି। ନୂଆଦିଲ୍ଲୀସ୍ଥିତ ଏମ୍ସରେ ଇ-ଆଇସିୟୁ(E-ICU) ନାମକ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମୃତ୍ୟୁହାର କମାଇବା ଲକ୍ଷ୍ୟ ରଖି ଏମ୍ସ ପକ୍ଷରୁ ୧୧ ଟି ରାଜ୍ୟର ୪୩ ଟି ହସ୍ପିଟାଲରେ ଦକ୍ଷ ଚିକିତ୍ସକମାନଙ୍କୁ…

Read More

କାର୍ଯ୍ୟକାରୀ ହେଲା ଖାଉଟି ସୁରକ୍ଷା ଆଇନ ୨୦୧୯;ମିଛ ବିଜ୍ଞାପନ ଦେଲେ ବେପାର ବନ୍ଦ

ନୂଆଦିଲ୍ଲୀ : ଖାଉଟି ସୁରକ୍ଷା ଆଇନ ୨୦୧୯  ସମଗ୍ର ଦେଶରେ କାର୍ଯ୍ୟକାରୀ ହୋଇଛି। ଏ ସଂପର୍କରେ ଆଜି ସୂଚନା ଦେଇ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ରାମବିଳାସ ପାଶୱାନ କହିଛନ୍ତି ଯେ ଜୁଲାଇ ୨୦ କାର୍ଯ୍ୟକାରୀ ହୋଇଥିବା ଆଇନ ଦ୍ୱାରା ଖାଉଟିମାନେ ସଶକ୍ତ ହେବେ ଏବଂ ସେମାନଙ୍କର ଅଧିକାର ସୁରକ୍ଷିତ ହୋଇପାରିବ। ଏହି ଆଇନରେ ଖାଉଟିଙ୍କ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ବିଧିବିଧାନ ରହିଛି। ସେଥିମଧ୍ୟରେ ଖାଉଟି…

Read More

ଭାରତରେ ନିବେଶ କରିବା ଲାଗି ଏହା ସବୁଠୁ ଶ୍ରେଷ୍ଠ ସମୟ : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ଆଇବିଏମ (IBM)ର ସିଇଓ ଶ୍ରୀ ଅରବିନ୍ଦ କ୍ରିଷ୍ଣାଙ୍କ ସହିତ ଆଲୋଚନା କରିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ଆଇବିଏମର ବୈଶ୍ୱିକ ମୁଖ୍ୟ ପଦବୀରେ ନିଯୁକ୍ତି ନିମନ୍ତେ ଶ୍ରୀ ଅରବିନ୍ଦ କ୍ରିଷ୍ଣାଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜ୍ଞାପନ କରିଥିଲେ। ସେ ଭାରତ ସହିତ ଆଇବିଏମର ଦୃଢ଼ ସମ୍ପର୍କ ବିଷୟରେ ଉଲ୍ଲେଖ କରିଥିଲେ। ସାରା ଦେଶରେ କମ୍ପାନୀର ବିସ୍ତୃତ ପ୍ରସାର ରହିଛି ଏବଂ୨୦ ଟି ସହରରେ କମ୍ପାନୀରେ ୧…

Read More

ସୋସିଆଲ ମିଡିଆରେ ନକଲି ଖବର ପ୍ରଚାରିତ ହେଲା ଯେ ଆସାମ ବନ୍ୟା ପରିସ୍ଥିତି ପାଇଁ ସରକାରଙ୍କ ପାଖରେ ଅର୍ଥ ନାହିଁ; ଖବର କୁ ସରକାରଙ୍କ ଖଣ୍ଡନ

ଗୁଆହାଟି :ଆସାମରେ ଆଜିକାଲି ସୋସିଆଲ ମିଡିଆରେ ଏକ ଖବର ରିପୋର୍ଟ ବ୍ୟାପକ ଭାବେ ପ୍ରସାରିତ ହେଉଛି ଯେ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ଆସାମ ସରକାରଙ୍କ ପାଖରେ ଅର୍ଥ ନାହିଁ । ତେଣୁ ଅବଦାନ ପାଇଁ ଜନସାଧାରଣଙ୍କୁ ନିବେଦନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରେ ପାଣ୍ଠିର ଅଭାବ ରହିଛି ବୋଲି ଦାବି କରୁଥିବା ସମ୍ବାଦ କୁ ଆସାମ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ନକଲି ଖବର ବୋଲି ଜଣାଯାଇଛି। ସୂଚନା ଯୋଗ୍ୟ ବର୍ତ୍ତମାନ…

Read More

କୋଭିଡ଼-୧୯ ଟିକା ବାହାର କରିବା କ୍ଷେତ୍ର ରେ କେଉଁ ଦେଶ କେତେଦୂର ସଫଳ!

ବିଶ୍ଵ ରେ covid-19 ର ପ୍ରକୋପ ଦିନ କୁ ଦିନ ବଢିବାରେ ଲାଗିଛି। ପୃଥିବୀ ର ବିକାଶଶୀଳ ଦେଶ ହେଉ ବା ବିକଶିତ ଦେଶ ହେଉ ସମସ୍ତେ ନିଜ ଚେଷ୍ଟାରେ ଅଛନ୍ତି ଯେ କିପରି କୋଭିଡ଼ -୧୯ ର ଟୀକା ବାହାର କରିବା।  କିନ୍ତୁ ଏତେ ମାସ ପରେ ମଧ୍ୟ ଏହି ବିଶ୍ୱସ୍ତରୀୟ ମହାମାରୀ ପାଇଁ କୌଣସି ଔଷଧ କିମ୍ବା ଟୀକା ପ୍ରସ୍ତୁତ ହୋଇନାହିଁ। ସାରା ବିଶ୍ୱରେ ୧୩୦ରୁ ଅଧିକ ଟିକା ବର୍ତ୍ତମାନ ମାନବ ପରୀକ୍ଷା ପର୍ଯ୍ୟାୟ…

Read More
modi

ଟ୍ୱିଟରରେ ପିଏମ ମୋଦୀଙ୍କ ୬ କୋଟି ଫୋଲୟର୍ସ

ନୂଆଦିଲ୍ଲୀ : ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ସହିତ ଜଡିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଲୋକପ୍ରିୟତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଟ୍ୱିଟରରେ ସବୁଠାରୁ ଅଧିକ ଅନୁସରଣ(Followers) କରୁଥିବା ନେତାଙ୍କ ମଧ୍ୟରେ ପିଏମ ମୋଦୀ ଅଛନ୍ତି। ବର୍ତ୍ତମାନ ସମୟରେ ତାଙ୍କ ଟ୍ୱିଟର (Twitter ) ଆକାଉଣ୍ଟରେ ଅନୁସରଣକାରୀଙ୍କ ସଂଖ୍ୟା ୬ କୋଟି ବୃଦ୍ଧି ପାଇଛି। ସୂଚନାଯୋଗ୍ୟ ,ପିଏମ ମୋଦୀ ୨୦୦୯ ରେ ଟ୍ଵିଟର ରେ ଯୋଡି ହୋଇଥଲେ। ଗତ ସେପ୍ଟେମ୍ବର ପର୍ଯ୍ୟନ୍ତ ୫ କୋଟି ଲୋକ…

Read More

ଭାରତରେ କରୋନା କମ୍ୟୁନିଟି ସ୍ପ୍ରେଡ ଆରମ୍ଭ : ଆଇଏମଏ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଛି।  ଗତ ତିନି ଦିନ ଧରି ଦେଶରେ ୩୪ ହଜାରରୁ ଅଧିକ ନୂଆ ମାମଲା ଦେଖାଦେଇଛି। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ର ବିବୃତ୍ତି ଦେଶର ଚିନ୍ତା ବଢେଇ ଦେଇଛି। ଆଇଏମଏ କହିଛି ଯେ ଭାରତରେ କମ୍ୟୁନିଟି ସ୍ପ୍ରେଡ୍ ଆରମ୍ଭ ହୋଇଛି ଆଗକୁ ଆହୁରି ପରିସ୍ଥିତି ଆହୁରି ଖରାପ ହୋଇପାରେ। ଆଇଏମ୍ଆଇ (ହସ୍ପିଟାଲ୍ ବୋର୍ଡ ଅଫ୍ ଇଣ୍ଡିଆ) ର ସଭାପତି ଡକ୍ଟର ଭି.କେ…

Read More

ଏଥର ସିପେଟ ରେ ହେବ ପିପିଇ କିଟ୍ ପରୀକ୍ଷଣ

ଭୁବନେଶ୍ଵର : ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ପ୍ଲାଷ୍ଟିକ୍ ଇଂଜିନିୟରିଂ ଆଣ୍ଡ ଟେକ୍‌ନୋଲୋଜି (ସିପେଟ୍) ରେ କୋଭିଡ଼-୧୯ ପାଇଁ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) କିଟ୍ ଗୁଡ଼ିକର ପରୀକ୍ଷଣ ନିମନ୍ତେ ଜାତୀୟ ପରୀକ୍ଷଣ ଓ କ୍ରମାଙ୍କନ ପ୍ରମାଣନ ଗବେଷଣାଗାର ବୋର୍ଡ (ନ୍ୟାସନାଲ୍ ଆକ୍ରିଡିଟେସନ୍ ବୋର୍ଡ ଫର ଟେଷ୍ଟିଂ ଆଣ୍ଡ କ୍ୟାଲିବ୍ରେସନ୍ ଲାବୋରେଟୋରିଜ୍) ଠାରୁ ଅନୁମତି ଲାଭ କରିଛି। ପିପିଇ କିଟରେ ଆସୁଥିବା ଗ୍ଲୋବ୍ସ, କଭର ଅଲ, ଫେସ ସିଲ୍ଡ ଏବଂ ଚଷମା ତଥା ଆନ୍ତର୍ଜାତିକ ମାନକ ଅନୁରୂପ ତ୍ରିସ୍ତରୀୟ ମେଡିକାଲ…

Read More

ଏକ ଦେଶ ଏକ ରେସନକାର୍ଡ ୨୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଲାଗୁ ହେଲା

ନୂଆଦିଲ୍ଲୀ : ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସବୁ ପ୍ରବାସୀ ହିତାଧିକାରୀଙ୍କୁ ଏକ ଦେଶ ଏକ ରେସନ କାର୍ଡରେ ଦିଆଯାଉଛି ରିହାତି ଖାଦ୍ୟଶସ୍ୟ। ଗୋଟିଏ ରାଷ୍ଟ୍ର-ଗୋଟିଏ ରେସନ କାର୍ଡ ସୁବିଧା ୨୦୧୯ ଅଗଷ୍ଟରେ ଦେଶର ୪ ଟି ରାଜ୍ୟରେ ଆରମ୍ଭ ହୋଇଥିଲା। ଏଥିପାଇଁ ଏହିସବୁ ରାଜ୍ୟର ପାରସ୍ପରିକ ପ୍ରବାସୀମାନେ ରାସନ କାର୍ଡ ପୋର୍ଟେବିଲିଟି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇଥିଲେ। ଏହାର ଅର୍ଥ ଏହିସବୁ ରାଜ୍ୟରେ ରହୁଥିବା ପ୍ରବାସୀମାନେ ସେମାନଙ୍କୁ ମୂଳ ରାଜ୍ୟର କାର୍ଡରେ ରେସନ ସାମଗ୍ରୀ ଉଠାଇ ପାରୁଥିଲେ।…

Read More

ମହାପ୍ରଭୁଙ୍କ ଆଶୀର୍ବାଦକୁ ପାଥେୟ କରି ଓଡ଼ିଆ ସମାଜ ନିଜକୁ ସମ୍ଭାଳିବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : କରୋନା ପାଇଁ ଲୋକଙ୍କୁ ସଚେତନ କରିବା ଦାୟିତ୍ୱରେ ଥିବା ଓଡିଶାର ପ୍ରଶାସନିକ ଅଧିକାରୀମାନେ କଷ୍ଟ ହେଲେ ମଧ୍ୟ ଅସୀମ ଧୈର୍ଯ୍ୟ ରଖି ସମସ୍ତଙ୍କ ମନକୁ ଜିତି ସମାଜକୁ ବୁଝାଇବା କାମରେ ଲାଗିବା ଦରକାର ବୋଲି ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ କରୋନା ମହାମାରୀର ପ୍ରକୋପ ଲମ୍ବା ସମୟ ଧରି ଚାଲିବ। ଏହାକୁ ଧ୍ୟାନରେ ରଖି ସମସ୍ତଙ୍କ ଜୀବନ ଓ ଜୀବିକାକୁ…

Read More

ଦେଶରେ ବର୍ତ୍ତମାନ କୋଭିଡ ମାମଲାର ପ୍ରକୃତ ସଂଖ୍ୟା ମାତ୍ର ୩,୫୮,୬୯୨; ଗତ ୨୪ ଘଣ୍ଟା ମଧ୍ୟରେ ୧୭,୯୯୪ କୋଭିଡ -୧୯ ରୋଗୀ ସୁସ୍ଥ

କେନ୍ଦ୍ରର ନେତୃତ୍ୱରେ ରାଜ୍ୟ ତଥା କେନ୍ଦ୍ରାଞ୍ଚଳ ରେ କାର୍ଯ୍ୟକାରୀ ହୋଇଥିବା ଦେଶରେ କୋଭିଡ -୧୯ ର ପ୍ରଭାବଶାଳୀ ପରିଚାଳନା ପାଇଁ ନିଶ୍ଚିତ କରିଛି ଯେ କୋଭିଡ ରୋଗୀଙ୍କ ପ୍ରକୃତ ସଂଖ୍ୟା (କେସ୍ ଲୋଡ୍) ପରିଚାଳନା ଯୋଗ୍ୟ ହୋଇ ରହିଛି। ଆଜି ଦେଶରେ କୋଭିଡ ମାମଲାର ପ୍ରକୃତ ସଂଖ୍ୟା ମାତ୍ର ୩,୫୮,୬୯୨। କୋଭିଡ଼ ୧୯ ରୁ ମୁକ୍ତି ପାଇଥିବା ମାମଲା ସଂଖ୍ୟା ୬,୫୩,୭୫୦ କୁ ବୃଦ୍ଧି ପାଇଛି । ସୁସ୍ଥ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ…

Read More