mtimes odia
odisha_weather-mahimalivenews

Odisha Weather Report: ଆସନ୍ତା ୫ଦିନ କାଳବୈଶାଖୀ

ଭୁବନେଶ୍ଵର: Odisha Weather Report ରାଜ୍ୟରେ ଗ୍ରୀଷ୍ମର ପ୍ରବାହ  ଜାରି ରହିଛି। ଦିନ ୧୧ ପରେ ରାସ୍ତାଘାଟ ଶୂନଶାନ ହୋଇଯାଉଛି। ରାଜ୍ୟର ପ୍ରାୟ ସ୍ଥାନରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ସାରା ରାଜ୍ୟ ତାତିରେ ଶିଝୁଛି। ଗତକାଲି ସୋନପୁରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୪.୪ ଡିଗ୍ରୀ ସେଲ୍‍ସିୟସ୍‍ ରେକର୍ଡ଼ କରାଯାଇଛି। GET TRENDING AIR CONDITIONER AT 35% OFF AMAZON SALE ପ୍ରବଳ ଗରମରୁ ରକ୍ଷା ମିଳିପାରେ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ…

Read More