Odisha Weather Report: ଓଡ଼ିଶାରେ ପ୍ରବଳ ବର୍ଷା ଜାରି; ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ବଡଖବର: ସାରା ଓଡ଼ିଶାରେ ପ୍ରବଳ ବର୍ଷା। ସୋମବାର ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ। ରାଜଧାନୀରେ ହେବ ପ୍ରବଳ ବର୍ଷା ଭୂବନେଶ୍ଵର: Odisha Weather Report. Heavy rains all over Odisha ରାଜ୍ୟର ଉପକୂଳ ଓଡ଼ିଶାରେ ଲଘୁଚାପ ସକ୍ରିୟ ରହିଛି। ଏହାସହିତ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଭୁବନେଶ୍ଵର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି କଟକ, ଢେଙ୍କାନାଳ,…
