ଆଜି ରାଜ୍ୟ ରେ ସୁସ୍ଥ ହେଲେ ୪୪୦ କରୋନା ଆକ୍ରାନ୍ତ
ରାଜ୍ୟରେ ଆଜି ଆଉ ୪୪୦ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୩ ହଜାର ୭୪୯ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ରୁ ୮୩ ଜଣ,ଗଞ୍ଜାମ ଜିଲ୍ଲା ରୁ ୬୮ ଜଣ , ବାଲେଶ୍ଵର ୪୯ ଜଣ, ମାଲକାନଗିରି ରୁ ୪୦ ଜଣ, ଜଗତସିଂପୁର…
