ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର ଉଦ୍‌ଘାଟିତ, ଏଥର ନୂଆ ସ୍ଲୋଗାନ ‘ଗନ୍ଦଗୀ ମୁକ୍ତ ଭାରତ’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି । ଏହା ସ୍ୱଚ୍ଛଭାରତ ମିଶନ ସଂକ୍ରାନ୍ତ ଏକ ଇଣ୍ଟରାକ୍‌ଟିଭ ଅଭିଜ୍ଞତା କେନ୍ଦ୍ର। ନୂଆଦିଲ୍ଲୀସ୍ଥିତ ରାଜଘାଟର ଗାନ୍ଧୀସ୍ମୃତି ଓ ଦର୍ଶନ ସମିତିଠାରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରକୁ ମହାତ୍ମା ଗାନ୍ଧୀଙ୍କ ପ୍ରତି ଏକ ସ୍ଥାୟୀ ଶ୍ରଦ୍ଧାଞ୍ଜଳି ସ୍ୱରୂପ ପ୍ରତିଷ୍ଠା କରାଯାଇଛି। ୨୦୧୭ ଏପ୍ରିଲ ୧୦ରେ ଗାନ୍ଧୀଜୀଙ୍କ ଚମ୍ପାରଣ ସତ୍ୟାଗ୍ରହର ଶତବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ଏହି କେନ୍ଦ୍ରର ପ୍ରତିଷ୍ଠା…

Read More

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣାରେ ୨ପାଇଲଟ୍ ସହିତ ୧୮ ଯାତ୍ରୀ ମୃତ

କେରଳ: ଦୁବାଇରୁ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ  ବିମାନ(IX-1344) ଶୁକ୍ରବାର ସନ୍ଧ୍ୟାରେ କେରଳର କୋଜିକୋଡେ ଠାରେ ଦୁର୍ଘଟଣାର ଶିକାର ହୋଇଛି। ପ୍ରବଳ ବର୍ଷା ହେତୁ ରନୱେରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଅବତରଣ ସମୟରେ ବିମାନଟି ପ୍ରାୟ ୩୦ ଫୁଟ ଗଭୀର ଖାଲ ଭିତରକୁ ଖସି ପଡିଥିଲା। ଏହି ବିମାନରେ ମୋଟ ୧୯୧ଯାତ୍ରୀ ଥିଲେ, ସେମାନଙ୍କ ମଧ୍ୟରୁ ୨ ପାଇଲଟ ସମେତ  ୧୮ ଯାତ୍ରୀଙ୍କର ମୃତ୍ୟୁ ହୋଇଛି।  ୧୨୭ ଜଣ ଆହତ ହୋଇଛନ୍ତି। ବିମାନର ସମସ୍ତ…

Read More

କୋଜିକୋଡେ : ଲ୍ୟାଣ୍ଡିଙ୍ଗ ସମୟରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣାଗ୍ରସ୍ତ; ପାଇଲଟ୍ ମୃତ, ଯାତ୍ରୀ ଆହତ

କେରଳ : କୋଜିକୋଡେସ୍ଥିତ କରିପୁର ବିମାନବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପେସ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ବିମାନବନ୍ଦରରେ ଅବତରଣ କରୁଥିଲା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଏକ ଦୁବାଇ-କୋଜିକୋଡେ ଏୟାର ଇଣ୍ଡିଆଏକ୍ସପ୍ରେସ ବିମାନ ଯାହାର  ନମ୍ବର IX-1344 ଥିଲା।  କ୍ୟାବିନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଦୁର୍ଘଟଣା ସମୟରେ ପ୍ରବଳ ବର୍ଷା ହୋଇଥିଲା। ବିମାନଟି ଅବତରଣ କରୁଥିବା ରନୱେ ବହୁତ ଲମ୍ବା ନଥିଲା। କୁହାଯାଉଛି କି ଅବତରଣ ସମୟରେ ବିମାନର ଅଗ୍ରଭାଗ ମାଡ଼ ହୋଇଯିବା ପରେ ବିମାନ କ୍ଷତିଗ୍ରସ୍ତ…

Read More

ଲେବାନନ: ବେରୁଟ ବିସ୍ଫୋରଣ ମାମଲାରେ ୧୬ ଜଣ ଅଟକ

ଲେବାନନ୍ ରାଷ୍ଟ୍ରାୟତ୍ତ ନ୍ୟୁଜ୍ ଏଜେନ୍ସି ଖବର ଅନୁସାରେ, ଏହି ସପ୍ତାହରେ ବିସ୍ଫୋରଣ ମାମଲାରେ ବେରୁଟ ବନ୍ଦରର ୧୬ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି।  ଏଥିସହିତ ଏପର୍ଯ୍ୟନ୍ତ ୧୮ ଜଣଙ୍କୁ ପଚରାଉଚରା କରାଯାଇଛି। ଏମାନେ ସମସ୍ତେ ବନ୍ଦର ଏବଂ କଷ୍ଟମ୍ସ ଅଧିକାରୀ ଏବଂ କର୍ମଚାରୀ। ମଙ୍ଗଳବାର ବିସ୍ଫୋରଣ ପରେ ତୁରନ୍ତ ତଦନ୍ତ ଆରମ୍ଭ ହୋଇଛି ଏବଂ ସମସ୍ତ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି। ବେରୁଟ ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ଶହେ  ରୁ ଅଧିକ ଏବଂ ଆହତଙ୍କ ସଂଖ୍ୟା…

Read More

ଲଗାତାର ବର୍ଷାରେ ବଡ଼ ଭୂସ୍ଖଳନ:କେରଳର ଇଡୁକିରେ ୧୨ ମୃତ୍ୟୁ ଅନେକ ଆହତ

ଇଡୁକି : କେରଳର ଇଡୁକି ଜିଲ୍ଲାରେ ଲଗାତାର ବର୍ଷା ହେବା ପରେ ଏକ ବଡ଼ ଧରଣର ଭୂସ୍ଖଳନରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬୦ ଜଣ ଫସି ରହିଥିବାର ଆଶଙ୍କା କରାଯାଉଛି। ଏହା ଚା ବଗିଚାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ବସ୍ତିରେ ଭୂସ୍ଖଳନ ଘଟିଛି। ଇଡୁକି ଜିଲ୍ଲା କଲେକ୍ଟର କହିଛନ୍ତି ଯେ ୧୦ ଜଣଙ୍କୁ ସ୍ଥାନାନ୍ତର କରାଯାଇ ଡାକ୍ତରଖାନା ନିଆଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା…

Read More

ଦୁନିଆରେ କରୋନାର ହାହାକାର,କରୋନା ସଂକ୍ରମିତ ରୋଗୀ ପ୍ରତି ୧୫ ସେକେଣ୍ଡରେ ଜଣେ ମୃତ

ୱାଶିଂଟନ୍:ବର୍ତ୍ତମାନ କରୋନା ଭୂତାଣୁ ଦ୍ୱାରା ସମଗ୍ର ବିଶ୍ୱକୁ କବଳିତ କରିଛି। ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ ପ୍ରତି ୧୫ସେକେଣ୍ଡରେ ଏକ କରୋନା ସଂକ୍ରମିତ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଏହି କାରଣରୁ ବିଶ୍ୱରେ ମୃତ୍ୟୁ ସଂଖ୍ୟା ସାତ ଲକ୍ଷ ଅତିକ୍ରମ କରିଛି। ଆମେରିକା, ବ୍ରାଜିଲ, ଭାରତ ଏବଂ ମେକ୍ସିକୋ ସମେତ ଅନେକ ଦେଶରେ ଏହି ମହାମାରୀର  ତାଣ୍ଡବ ଜାରି ରହିଛି।ସମଗ୍ର ବିଶ୍ଵରେ ପ୍ରତି ୨୪ ଘଣ୍ଟାରେ ପ୍ରାୟ ୫ ହଜାର ୯୦୦ କରୋନା ଭୂତାଣୁ ଦ୍ଵାରା ପୀଡିତ…

Read More

ଲେବାନନ ରାଜଧାନୀ ବେରୁଟ ବିସ୍ଫୋରଣରେ ୭୦ ରୁ ଅଧିକ ଲୋକ ମୃତ, ପ୍ରାୟ ୪୦୦୦ ଆହତ

ବେରୁଟ : ଗତକାଲି ଲେବାନାନର ରାଜଧାନୀ ବେରୁଟରେ ଦୁଇଟି ବଡ଼ ବିସ୍ଫୋରଣରେ ପ୍ରାୟ ୭୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪ ହଜାର ଲୋକ ଆହତ ହୋଇଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟମନ୍ତ୍ରୀ ହମାଦ ହାସନ ଏହି ସୂଚନା ଦେଇଛନ୍ତି। ନ୍ୟୁଜ୍ ଏଜେନ୍ସି ଜିନହୁଆ ରିପୋର୍ଟ କରିଛି ଯେ ଏହି ବିସ୍ଫୋରଣ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬.୧୦ ସ୍ଥାନୀୟ ସମୟରେ  ଘଟିଛି। ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା ସମଗ୍ର ସହରର…

Read More

୨୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସଂକ୍ରମଣ ହାର ୧୦%ରୁ କମ

ନୂଆଦିଲ୍ଲୀ:ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୬ ଲକ୍ଷ ୬୧ ହଜାର ୮୯୨ଟି କୋଭିଡ-୧୯ ନମୁନା ପରୀକ୍ଷା ହୋଇଥିଲା। ଏହାକୁ ମିଶାଇ ସମୁଦାୟ ୨ କୋଟି ୮ ଲକ୍ଷ ୬୪ ହଜାର ୭୫୦ଟି ନମୁନା ପରୀକ୍ଷା କରାଯାଇ ସାରିଲାଣି ଏବଂ ନିୟୁତ ପିଛା ନମୁନା ପରୀକ୍ଷଣ ୧୫ ହଜାର ୧୧୯ କୁ ପହଞ୍ଚିଛି। କୋଭିଡ-୧୯ ସଂକ୍ରମିତଙ୍କୁ ଶୀଘ୍ର ଚିହ୍ନଟ ଏବଂ ଏକାନ୍ତବାସର ଲକ୍ଷ୍ୟ ନେଇ କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ମିଳିତ ପ୍ରୟାସର ଫଳସ୍ଵରୂପ…

Read More

ଆସନ୍ତାକାଲି ଶ୍ରୀରାମ ମନ୍ଦିରର ଭୂମିପୂଜନ; ମନ୍ଦିର ମଡେଲ ପ୍ରସ୍ତୁତ

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ‘ଶ୍ରୀ ରାମ ଜନ୍ମଭୂମି ମନ୍ଦିର’ ଭିତ୍ତିପ୍ରସ୍ତର ସ୍ଥାପନ ସହିତ ସାଧାରଣ ସଭାରେ ଯୋଗଦେବେ। କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ହନୁମାନଗରୀରେ ପୂଜା ଏବଂ ଦର୍ଶନ କରିବେ। ଏହା ପରେ ସେ ଶ୍ରୀ ରାମ ଜନ୍ମଭୂମି ସ୍ଥଳକୁ ଯାତ୍ରା କରିବେ ଯେଉଁଠାରେ ସେ ‘ଭଗବାନ୍ ଶ୍ରୀ ରାମଲାଲା ବିରାଜମାନ’ଙ୍କ ପୂଜା ଏବଂ ଦର୍ଶନ କରିବେ। ଏହାପରେ ସେ ଏକ ପାରିଜାତ ଚାରା ରୋପଣ କରିବେ ଏବଂ ପରବର୍ତ୍ତୀ ସମୟରେ ଭୂମି ପୂଜନ କରିବେ।ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ‘ଶ୍ରୀ…

Read More

ଲେବାନାନର ରାଜଧାନୀ ବେରୁଟରେ ବ୍ୟାପକ ବିସ୍ଫୋରଣ ଘଟି ଅନେକ ଆହତ

ଲେବାନାନର ରାଜଧାନୀ ବେରୁଟରେ ମଙ୍ଗଳବାର ଦିନ ଏକ ବଡ଼ ଧରଣର ବିସ୍ଫୋରଣରେ ଅନେକ ଲୋକ ଆହତ ହୋଇଛନ୍ତି।ଲେବାନନର ରାଜ୍ୟ ସମ୍ବାଦ ଏଜେନ୍ସି ଏନଏନଏ ସୂତ୍ରରୁ ପ୍ରକାଶ ଯେ ଏହି ବିସ୍ଫୋରଣ ବନ୍ଦର ଅଞ୍ଚଳରେ ଘଟିଛି ଯେଉଁଠାରେ ଗୋଦାମ ଘରେ ବିସ୍ଫୋରକ ସାମଗ୍ରୀ ରହିଛି। କେଉଁ କାରଣରୁ ବିସ୍ଫୋରଣର କାରଣ ହୋଇଛି କିମ୍ବା ଗୋଦାମରେ କେଉଁ ପ୍ରକାରର ବିସ୍ଫୋରକ ଅଛି ତାହା ସ୍ପଷ୍ଟ ହୋଇନାହିଁ। ଅପରାହ୍ନରେ ଘଟିଥିବା ଏହି ବିସ୍ଫୋରଣ ରାଜଧାନୀର ଅନେକ ସ୍ଥାନକୁ ଚକିତ କରି ଦେଇଥିଲା…

Read More
who

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଚେତାବନୀ କରୋନା ର କୌଣସି ଚିକିତ୍ସା ନାହିଁ, ଭାରତକୁ ପ୍ରସ୍ତୁତ ହେବାକୁ ପଡ଼ିବ

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପୁଣି ଥରେ କରୋନା ସଂକ୍ରମଣ ବିଷୟରେ ଚେତାବନୀ ଦେଇଛି।  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ ଡାକ୍ତର ଡକ୍ଟର ଟେଡ୍ରୋସ୍ ଆଡାନୋମ୍ ଗେବ୍ରେସିସ୍ (Dr Tedros Adhanom Ghebreyesus) କହିଛନ୍ତି ଯେ ବର୍ତ୍ତମାନ ଅନେକ ଟିକା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ଅଛି ଏବଂ ଆମେ ଆଶା କରୁଛୁ ଯେ ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଅନେକ ଟିକା ପ୍ରସ୍ତୁତ କରାଯିବ। ସେ କହିଲେଯେ ବର୍ତ୍ତମାନ ସମୟରେ କରୋନା ପାଇଁ…

Read More