Home » ଡିଆରଡ଼ିଓ ଦ୍ଵାରା ଆଣ୍ଟି-ଡ୍ରୋନ୍ ବିକଶିତ, ଲେଜର ମାଧ୍ୟମରେ ଡ୍ରୋନକୁ ନଷ୍ଟ କରିଦେବ

ଡିଆରଡ଼ିଓ ଦ୍ଵାରା ଆଣ୍ଟି-ଡ୍ରୋନ୍ ବିକଶିତ, ଲେଜର ମାଧ୍ୟମରେ ଡ୍ରୋନକୁ ନଷ୍ଟ କରିଦେବ

Image Courtesy:ANI
Share this:

ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ଏକ ବିସ୍ତୃତ ଆଣ୍ଟି-ଡ୍ରୋନ୍ ସମାଧାନ ଏବଂ ପ୍ରଯୁକ୍ତିବିଦ୍ୟା ବିକଶିତ କରିଛି ଯାହା ମାଇକ୍ରୋ ଡ୍ରୋନ୍ଗୁଡ଼ିକୁ କମାଣ୍ଡ ଏବଂ କଣ୍ଟ୍ରୋଲ୍ ଲିଙ୍କ୍ ଜାମିଂ ମାଧ୍ୟମରେ କିମ୍ବା ଲେଜର ଆଧାରିତ ନିର୍ଦ୍ଦେଶିତ ଶକ୍ତି ଅସ୍ତ୍ର ମାଧ୍ୟମରେ ଡ୍ରୋନର ଇଲେକ୍ଟ୍ରୋନିକ୍ସକୁ କ୍ଷତି ପହଞ୍ଚାଇପାରେ।

ଲେଜର ଅସ୍ତ୍ରର ୱାଟେଜ ଉପରେ ନିର୍ଭର କରି ସିଷ୍ଟମ ୩ କିଲୋମିଟର ପର୍ଯ୍ୟନ୍ତ ମାଇକ୍ରୋ ଡ୍ରୋନ ଏବଂ ଲେଜ ଟାର୍ଗେଟକୁ ୧ ରୁ ୨.୫ କିଲୋମିଟର ପର୍ଯ୍ୟନ୍ତ ଚିହ୍ନଟ ଏବଂ ଜାମ କରିପାରିବ। ଏହା ପଶ୍ଚିମ ଏବଂ ଉତ୍ତର ସେକ୍ଟରରେ ଡ୍ରୋନ୍ ଆଧାରିତ କାର୍ଯ୍ୟକଳାପକୁ ସମାଧାନ କରିବା ପ୍ରଭାବଶାଳୀ ହୋଇପାରେ। ଏ ବର୍ଷ ଦିଲ୍ଲୀରେ ସ୍ୱାଧୀନତା ଦିବସ ପାଳନ ପାଇଁ ଏହା ମଧ୍ୟ ନିୟୋଜିତ କରାଯାଇଛି।

Share this: