ଜାତିସଂଘର ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍ ଭାରତ ଏବଂ ଚୀନ୍ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା ରେ ହିଂସା ଏବଂ ମୃତ୍ୟୁ ଖବର ନେଇ ଉଦବେଗ ପ୍ରକାଶ କରିଛନ୍ତି। ସଂଗଠନ ଉଭୟ ପକ୍ଷକୁ ସର୍ବାଧିକ ସଂଯମତା ରକ୍ଷା କରିବାକୁ ଅନୁରୋଧ କରିଛି। ଜାତିସଂଘର ମୁଖପାତ୍ର ମଙ୍ଗଳବାର କହିଛନ୍ତି ଯେ ପୂର୍ବ ଲଦାଖର ଗାଲଭାନ ଉପତ୍ୟକାରେ ଚୀନ୍ ସୈନ୍ୟ ଙ୍କ ସହ ହୋଇଥିବା ସଂଘର୍ଷରେ ସମୁଦାୟ ୨୦ ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି ।
ଭାରତ ଓ ଚୀନ ବିବାଦକୁ ନେଇ ଜାତିସଂଘ ଚିନ୍ତିତ
File Photo
