ଗତ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୩୭ ହଜାର ରୋଗୀ ସୁସ୍ଥ,ପ୍ରଥମ ଲକଡାଉନ ପରଠାରୁ ଭାରତର ମୃତ୍ୟୁହାର ସର୍ବନିମ୍ନ
ନୂଆଦିଲ୍ଲୀ : ବିଶ୍ଵରେ କରୋନା ଜନିତ ମୃତୁହାର ବଢୁଥିବା ସମୟରେ ଭାରତ ସର୍ବନିମ୍ନ କୋଭିଡ ଜନିତ ମୃତ୍ୟୁହାର ବଜାୟ ରଖିଛି। ଗତକାଲି ସୁଦ୍ଧା ମୃତ୍ୟୁହାର ୨.୧୫ ପ୍ରତିଶତରେ ପହଞ୍ଚିଥିବା ବେଳେ ପ୍ରଥମ ଲକଡାଉନ ପରଠାରୁ ଏହା ସର୍ବନିମ୍ନ ବୋଲି ଜଣାପଡିଛି। ଜୁନ ମାସ ମଧ୍ୟଭାଗରେ ଏହା ଶତକଡା ୩.୩୩ ଥିବା ବେଳେ କ୍ରମାଗତ ଭାବେ ଏହା ହ୍ରାସ ପାଇଆସୁଛି। କେନ୍ଦ୍ର ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସହିତ କେନ୍ଦ୍ରର ପ୍ରୟାସ, ସମନ୍ୱିତ ଏବଂ ବିକାଶଶୀଳ “ପରୀକ୍ଷା, ଚିହ୍ନଟ, ଚିକିତ୍ସା”…
