ଡିଜିଟାଲ ଶିକ୍ଷା ସଂକ୍ରାନ୍ତ ‘ପ୍ରଗ୍ୟାତ’ ନିର୍ଦେଶାବଳୀ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ; କ୍ଲାସ ଅବଧି ୩୦ ରୁ ୪୫ ମିନିଟ

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ ଅନ୍‌ଲାଇନ ମାଧ୍ୟମରେ ଡିଜିଟାଲ ଶିକ୍ଷା ସଂକ୍ରାନ୍ତ ‘ପ୍ରଗ୍ୟାତ’ ନିର୍ଦେଶାବଳୀ ନୂଆଦିଲ୍ଲୀଠାରେ ଅନ୍‌ଲାଇନ ବ୍ୟବସ୍ଥାରେ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଂଜୟ ଧୋତ୍ରେ ମଧ୍ୟ ଅନ୍‌ଲାଇନ ମାଧ୍ୟମରେ ଉପସ୍ଥିତ ଥିଲେ । ଶ୍ରୀ ନିଶଂକ କହିଛନ୍ତି ଯେ କରୋନା ମହାମାରୀ ଫଳରେ ସ୍କୁଲ ସବୁ ବନ୍ଦ ରହିଥିବାରୁ ସେଠାରେ ପାଠ ପଢୁଥିବା ୨୪ କୋଟି ଛାତ୍ରଛାତ୍ରୀଙ୍କ ପାଠପଢା ବ୍ୟାହତ ହୋଇଛି। ପରିବର୍ଦ୍ଧିତ ସ୍କୁଲ ପାଠ୍ୟକ୍ରମ…

Read More

ଆମେରିକାର ଅନ୍ତିମ ପର୍ଯ୍ୟାୟରେ କରୋନା ଟିକା ପରୀକ୍ଷା ପ୍ରସ୍ତୁତି

କରୋନା ମହାମାରୀ ପ୍ରକୋପ ଦିନ କୁ ଦିନ ବଢି ଚାଲିଥିବା ବେଳେ ଆମେରିକାରୁ ଏକ ଭଲ ଖବର ଆସୁଛି। ଆମେରିକୀୟ ଔଷଧ ନିର୍ମାତା କମ୍ପାନୀ ମୋଡର୍ନା କରୋନା ଭୂତାଣୁ ଟିକା ଶେଷ ପର୍ଯ୍ୟାୟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି । କମ୍ପାନୀ ଅନୁଯାୟୀ, ଏହି ପରୀକ୍ଷା ଜୁଲାଇ ୨୭ ରୁ ଆରମ୍ଭ ହୋଇପାରିବ। ଆମେରିକାର ୮୭  ଟି ସ୍ଥାନରେ ଏହା ଟିକା ପରୀକ୍ଷା କରିବ ବୋଲି ମୋଡର୍ନା କହିଛନ୍ତି। ଏହି ପରୀକ୍ଷା ପାଇଁ ୩୦  ହଜାର ଲୋକଙ୍କୁ…

Read More

ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ପରୀକ୍ଷା ଫଳାଫଳ,ଦିନ ୧୨ ସୁଦ୍ଧା

ସିବିଏସଇ ବୋର୍ଡ ଦଶମ ଫଳାଫଳ ୨୦୨୦  ଆଜି ଘୋଷଣା କରାଯିବ।  କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖ୍ରିଆଲ ନିଶ ଏକ ଟ୍ୱିଟରେ ଏହି ସୂଚନା ଦେଇଛନ୍ତି। ଏଥିସହ କେନ୍ଦ୍ର ମନ୍ତ୍ରୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସିବିଏସ୍ଇ ଅନୁଯାୟୀ, ବର୍ତ୍ତମାନ ଫଳାଫଳ ଦ୍ୱିପ୍ରହର ପୂର୍ବରୁ ଘୋଷଣା କରାଯାଇପାରେ। ଫଳାଫଳ କୁ ଜାଣିବା ପାଇଁ ଛାତ୍ରଛାତ୍ରୀ cbseresults.nic.in କିମ୍ବା  cbse.nic.inକୁ ଯାଇ ଦେଖିପାରିବେ। ଏଥର ସିବିଏସ୍ଇ ଡିଜିଟାଲ ଲକର୍ ଆପ ମାଧ୍ୟମରେ ମାର୍କସିଟ୍, ସ୍ଥାନାନ୍ତରଣ…

Read More
chief minister of odisha

କୋଭିଡ୍‌ ରୋଗୀଙ୍କ ସୁବିଧା, କୋବିଡ଼ ଭିଡ୍‌ ରୋଗୀଙ୍କ ନିରାପତ୍ତା ଉପରେ ବିଶେଷ ଗରୁତ୍ଵ ସହିତ ୫ ଜିଲ୍ଲା କୁ ଫୋକସ୍

ଭୁବନେଶ୍ଵର: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ୍ ମୁକାବିଲା ସଂପର୍କରେ ସମୀକ୍ଷା କରିଛନ୍ତି।  କେଭିଡ୍‌ ରୋଗୀଙ୍କ ସୁବିଧା, କେଭିଡ୍‌ ରୋଗୀଙ୍କ ନିରାପତ୍ତା ଉପରେ ବିଶେଷ ଗୁରୁତ୍ଵାରୋପ କରିଛନ୍ତି। ଏହା ସହିତ ରାଜ୍ୟର ୫ଟି ଫୋକସ୍ ଜିଲ୍ଲା ଗଞ୍ଜାମ, କଟକ, ଯାଜପୁର, ସୁନ୍ଦରଗଡ଼ ଓ ଖୋର୍ଦ୍ଧାରେ ତଦାରଖ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆଜି ଠାରୁ ରାଜ୍ୟରେ ପ୍ଲାଜମା ଥେରାପି ଆରମ୍ଭ କରିବା ଲାଗି ନିଷ୍ପତ୍ତି…

Read More

ଅନୁଗୋଳ ରୁ ଆଜି ୧୫ ଜଣ କରୋନା ପଜିଟିଭ ଚିହ୍ନଟ;ପଜିଟିଭ ସଂଖ୍ୟା ୧୫୪

ଅନୁଗୁଳ : ଆଜି ଅନୁଗୁଳ ଜିଲ୍ଲାରୁ ପୁଣି ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ  ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ ରେ ପହଞ୍ଚିଛି। ମଙ୍ଗଳବାର ବାହାରିଥିବା ୧୫ ଜଣ ପଜିଟିଭଙ୍କ ମଧ୍ୟରୁ ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୬ ଜଣ, କିଶୋରନଗର ବ୍ଲକ୍ ଅଞ୍ଚଳରୁ ୬ ଜଣ, ତାଳଚେର ବ୍ଲକ୍ ଅଞ୍ଚଳରୁ ୨ ଜଣ ଏବଂ  ଜଣେ ପାଳଲହଡା ବ୍ଳକ୍ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ବଅଁରପାଳ ବ୍ଳକ୍‌ର ଏକ ଶିକ୍ତ ସଂସ୍ଥା ଅଞ୍ଚଳ ମଧ୍ୟରୁ ୪ ଜଣ ଏବଂ  ବାହାରୁ…

Read More

ରାଜ୍ୟ ରେ ସୁସ୍ଥ ହେଲେ ୬୦୯ କରୋନା ଆକ୍ରାନ୍ତ; ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯୮୬୪ କୁ ବୃଦ୍ଧି

ରାଜ୍ୟରେ ଆଜି  ଆଉ ୬୦୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯,୮୬୪ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୨୬୮ ଜଣ , ସୁନ୍ଦରଗଡ଼ ରୁ ୧୩୫ ଜଣ, ଖୋର୍ଦ୍ଧା ଜିଲ୍ଲା ରୁ ୩୭  ଜଣ, କଟକ ରୁ ୩୨ ଜଣ, ବାଲେଶ୍ଵର…

Read More

ସୁରକ୍ଷିତ ଯାତ୍ରା ନିଶ୍ଚିତ କରିବାକୁ ଭାରତୀୟ ରେଳବାଇ ‘ସ୍ୱତନ୍ତ୍ର ପୋଷ୍ଟ-କୋଭିଡ଼ କୋଚ୍’ ନିର୍ମାଣ

କୋଭିଡ -୧୯  ଭୂତାଣୁ ବିସ୍ତାରକୁ ରୋକିବା ପାଇଁ ଭାରତୀୟ ରେଳବାଇ ଅନେକ ଉଲ୍ଲେଖନୀୟ ପଦକ୍ଷେପ ନେଇଛି। କୋଭିଡ -୧୯  ବିରୋଧରେ ଲଢେଇ ଜାରି ରଖି ରେଳ କୋଚ କାରଖାନା (କାପୁରଥାଲା), ଭାରତୀୟ ରେଳର ଉତ୍ପାଦନ ୟୁନିଟ୍ ଏକ ‘ପୋଷ୍ଟ କୋଭିଡ କୋଚ’ ବିକଶିତ କରିଛି। ଏହି ‘ପୋଷ୍ଟ-କରୋନା ସ୍ଵତନ୍ତ୍ର କୋଚ୍’ର ଡିଜାଇନ୍ ଉନ୍ନତି ଆଣିବା ସହ କୋଭିଡମୁକ୍ତ ଯାତ୍ରୀ ଯାତ୍ରା ପାଇଁ ଟାଇଟାନିୟମ୍ ରଙ୍ଗ-ଅକ୍ସାଇଡ୍ ଆବରଣ ବ୍ୟତୀତ ତମ୍ବା ଆବରଣ ଏବଂ ପ୍ଲାଜମା ଏୟାର ପ୍ୟୁରିଫାୟର୍ ସହିତ…

Read More

ସଚିନ ପାଇଲଟ ଙ୍କ ସହିତ ଦୁଇ ମନ୍ତ୍ରୀ ବରଖାସ୍ତ;ସଚିନ ରାଜ୍ୟ ସଭାପତି ପଦରୁ ମଧ୍ୟ ବିଦା

ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏବଂ ତାଙ୍କ ସମର୍ଥିତ ମନ୍ତ୍ରୀ ତଥା ବିଧାୟକଙ୍କ ବିରୋଧରେ ରାଜସ୍ଥାନ କଂଗ୍ରେସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା ମନ୍ତ୍ରୀ ପଦରୁ ହଟାଇ ଦେଇଛି। କଂଗ୍ରେସ ବିଧାନସଭା ପାର୍ଟି ବୈଠକ ବିଧାୟକମାନେ ଅଶୋକ ଗେହଲୋଟଙ୍କୁ ସେମାନଙ୍କର ନେତା ଭାବରେ ବିବେଚନା କରିଥିଲେ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହା ପରେ ସଚିନ ପାଇଲଟ ଏବଂ ତାଙ୍କର ଦୁଇ ଘନିଷ୍ଠ ମନ୍ତ୍ରୀଙ୍କୁ ରାଜସ୍ଥାନ କ୍ୟାବିନେଟରୁ ବରଖାସ୍ତ…

Read More

ଚଳଚ୍ଚିତ୍ର ସୁଟିଂ ପାଇଁ ସରକାରଙ୍କ ଅନୁମତି ; ଘଣ୍ଟା କୁ ଘଣ୍ଟା ସୁଟିଂ ସ୍ଥାନ ସାନିଟାଇଜ

ଭୁବନେଶ୍ୱର:ଚଳଚ୍ଚିତ୍ର ସୁଟିଂ ପାଇଁ ରାଜ୍ୟ ସରକାର ଦେଲେ ସବୁଜ ସଂକେତ। ପ୍ରଡକ୍ସନ ସଂସ୍ଥା କୁ ସୁଟିଂ ସମୟରେ କରୋନା କଟକଣା ମାନିବାକୁ କଡା ନିର୍ଦେଶ।। କୋଭିଡ-୧୯ ସମୟରେ ଉଭୟ ଇନଡୋର ଏବଂ ଆଉଟଡୋର ସୁଟିଂ ପାଇଁ ଏସ୍‍ଓପି ଜାରି ହୋଇଛି। ଏସ୍‍ଓପି ଅନୁସାରେ , ଉଭୟ ଇନଡୋର ଏବଂ ଆଉଟଡୋର ସୁଟିଂକୁ ଅନୁମତି ମିଳିଛି। ଲକ୍‍ଡାଉନ୍‍ ରେ ଚଳଚ୍ଚିତ୍ର ଏବଂ ଧାରାବାହିକ ଶିଳ୍ପ ଶହ ଜଡ଼ିତ ବହୁ କଳାକାର ଏବଂ ଟେକ୍ନିସିଆନ୍‍ ଜୀବିକା ହରାଇ ଆର୍ଥିକ ସମସ୍ୟାରେ…

Read More

ବିହାର ରେ ୭୫ ବିଜେପି ନେତା ଙ୍କ କରୋନା ରିପୋର୍ଟ୍ ପଜିଟିଭ

ପାଟନା:ବିହାର ରାଜନୀତିରେ, ଆରଜେଡି-ଜେଡିୟୁ ପରେ ବର୍ତ୍ତମାନ ବିଜେପି ନେତାଙ୍କୁ କରୋନା ସଂକ୍ରମିତ କରିଛି। ଦଳର ସପ୍ତାହେ ଧରି ଚାଲିଥିବା ଆଞ୍ଚଳିକ ବୈଠକ ଯୋଗୁଁ ଅଧିକାଂଶ ଦଳର ଅଧିକାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏବେ ରାଜ୍ୟ ସଂଗଠନରେ ଉତ୍ତେଜନା ଦେଖାଦେଇଛି। ଗତ ସପ୍ତାହରେ ପାଟନାରେ ସାତୋଟି ଆଞ୍ଚଳିକ ବୈଠକ ବିଜେପିର ବିହାର ଦାୟିତ୍ୱରେ ଥିବା ଭୁପେନ୍ଦ୍ର ଯାଦବଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ସେହି ସଭାଗୁଡ଼ିକରେ ରାଜ୍ୟ ତଥା ଜିଲ୍ଲା ସ୍ତରୀୟ ଦଳର ଅଧିକାରୀଙ୍କ ସମେତ ବିଧାୟକ ତଥା…

Read More

ଦେଶରେ କରୋନା ସୁସ୍ଥ ଙ୍କ ସଂଖ୍ୟା ବୃଦ୍ଧି, ମହାରାଷ୍ଟ୍ର ରେ ମୃତୁ ସଂଖ୍ୟା ୧୦,୪୮୨

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୭,୯୮୮ ରୋଗୀ ସୁସ୍ଥ ହୋଇଛନ୍ତି। ତେବେ ଏହି ସମୟ ମଧ୍ୟରେ ୨୮,୪୯୮ ନୂତନ ମାମଲା ମଧ୍ୟ ରିପୋର୍ଟ କରାଯାଇଛି। ଦେଶରେ କରୋନା ସଂକ୍ରମଣର ସଂଖ୍ୟା ୯  ଲକ୍ଷ ଅତିକ୍ରମ କରିଛି | ଏଥିମଧ୍ୟରୁ ୫.୫୩ ଲକ୍ଷରୁ ଅଧିକ ରୋଗୀ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ, ସକ୍ରିୟ ମାମଲାରୁ ସୁସ୍ଥ ହେଉଥିବା…

Read More