India covid19 report

କୋଭିଡ-୧୯ ଆରୋଗ୍ୟ ହାର ୫୯.୪୩ ପ୍ରତିଶତକୁ ବୃଦ୍ଧି ; ସୁସ୍ଥଙ୍କ ସଂଖ୍ୟା ସକ୍ରିୟ ଆକ୍ରାନ୍ତଙ୍କ ଠାରୁ ଅଧିକ

କୋଭିଡ-୧୯  ର ପ୍ରତିରୋଧ, ଧାରଣ ଏବଂ ପରିଚାଳନା ପାଇଁ ଭାରତ ସରକାରଙ୍କ ଦ୍ଵାରା ନିଆଯାଇଥିବା ସମନ୍ୱିତ ପଦକ୍ଷେପଗୁଡିକର ଫଳାଫଳ ଅନୁଯାୟୀ, ଆଜିସୁଦ୍ଧା ସୁସ୍ଥଙ୍କ ସଂଖ୍ୟା ସକ୍ରିୟ ରୋଗୀ ସଂଖ୍ୟାଠାରୁ ୧,୨୭,୮୬୪ ଅଧିକ ରହିଛି। ଏହାଦ୍ୱାରା ଆରୋଗ୍ୟ ହାର ୫୯.୪୩ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସମୁଦାୟ ୧୩,୧୫୭ କରୋନା ସଂକ୍ରମିତ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି, ଯାହା ସଂଖ୍ୟାକୁ ୩,୪୭,୯୪୮ ରେ ପହଞ୍ଚାଇଛି । ବର୍ତ୍ତମାନ ଦେଶରେ ଥିବା ସମସ୍ତ ୨,୨୦,୧୧୪ ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Read More

ମୋଟର ଦୁର୍ଘଟଣାରେ ଆହତଙ୍କ ପାଇଁ କ୍ୟାଶଲେସ୍‌ ଚିକିତ୍ସା ସୁବିଧା ଯୋଜନା

ମୋଟର ଯାନ ଦୁର୍ଘଟଣାରେ ଆହତ ହେଉଥିବା ଲୋକଙ୍କୁ କ୍ୟାଶଲେସ ଚିକିତ୍ସିା ବ୍ୟବସ୍ଥା ଯୋଗାଇ ଦେବାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଏକ ଚିଠା ଯୋଜନା ପ୍ରସ୍ତୁତ ହୋଇଛି। ସୂଚନା ଅନୁସାରେ, ୨୦୧୯  ମୋଟର ଯାନ ଆଇନରେ ଏଭଳି ଯୋଜନା ପ୍ରଣୟନ କରିବାକୁ ଉଲ୍ଲେଖ ଥିଲା। ଦୁର୍ଘଟଣାର ପ୍ରଥମ କେତେ ଘଣ୍ଟା ଗୁରୁତର ଆହତଙ୍କ ପାଇଁ ଚିକିତ୍ସା ଦୃଷ୍ଟିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହାକୁ ସୁବର୍ଣ୍ଣ ମୁହୂର୍ତ୍ତ ବା ଗୋଲ୍‌ଡେନ ଆୱାର କୁହାଯାଏ। ଏହି…

Read More

ଗୃହ ମନ୍ତ୍ରଣାଳୟ ପକ୍ଷରୁ ୯ ଆତଙ୍କବାଦୀଙ୍କ ନାମ ଘୋଷଣା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ଏବଂ ଶକ୍ତିଶାଳୀ ନେତୃତ୍ଵରେ କେନ୍ଦ୍ର ସରକାର ଅଗଷ୍ଟ ୨୦୧୯ ରେ ବେଆଇନ ଗତିବିଧି (ନିଷେଧ) ଆଇନ, ୧୯୬୭ ରେ ସଂଶୋଧନ କରିଥିଲେ। ଏହି ସଂଶୋଧନ ବଳରେ ବେଆଇନ କାର୍ଯ୍ୟକଳାପ କରୁଥିବା କୌଣସି ବ୍ୟକ୍ତିବିଶେଷଙ୍କୁ ଆତଙ୍କବାଦୀ ଭାବେ ମାନ୍ୟତା ଦିଆଯିବାର ବ୍ୟବସ୍ଥା କରାଯାଇଥିଲା। ଏଥିପୂର୍ବରୁ କେବଳ ସଂଗଠନଗୁଡ଼ିକୁ ଆତଙ୍କବାଦୀ ସଂଗଠନ ମାନ୍ୟତା ଦେବାର ବ୍ୟବସ୍ଥା ରହିଥିଲା। ବେଆଇନ ଗତିବିଧି ନିଷେଧ ଆଇନ ସଂଶୋଧନ ଉପରେ ଗତବର୍ଷ ସଂସଦରେ କେନ୍ଦ୍ର ଗୃହ ମନ୍ତ୍ରୀ…

Read More

ପରୀକ୍ଷାର୍ଥୀ ଙ୍କ ପସନ୍ଦର ପରୀକ୍ଷା କେନ୍ଦ୍ର ରେ ଚଳିତ ବର୍ଷ ସିଭିଲ ସର୍ଭିସେସ୍‌ ଓ ଭାରତୀୟ ବନସେବା ପରୀକ୍ଷା

କେନ୍ଦ୍ର ଲୋକସେବା ଆୟୋଗ ଚଳିତ ବର୍ଷର ସିଭିଲ ସର୍ଭିସେସ ଓ ଭାରତୀୟ ବନସେବା  ପ୍ରିଲିମିନାରୀ ପରୀକ୍ଷା ଆସନ୍ତା ଅକ୍ଟୋବର ୪ ତାରିଖ ରବିବାର ସମଗ୍ର ଦେଶରେ କରିବାକୁ ନିଷ୍ପତ୍ତି ନେଇଛି। ଏହା ନୂତନ କାର୍ଯ୍ୟକ୍ରମ ଅନୁସାରେ କରାଯିବ ଏବଂ ଏଥିପାଇଁ ଚଳିତବର୍ଷ ଜୁନ୍‌ ୫  ତାରିଖରେ ସଂଶୋଧିତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହି ଦୁଇ ପରୀକ୍ଷା ପାଇଁ ଆବେଦନ କରିଥିବା ବହୁ ସଂଖ୍ୟକ ପ୍ରାର୍ଥୀ ସେମାନଙ୍କ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବାକୁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ଏହାକୁ…

Read More

ବାହୁଡ଼ା ଯାତ୍ରା ଶେଷ,ସିଂହଦ୍ୱାର ରେ ତିନି ରଥ;ଆଜି ସୁନାବେଶ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଘରୁ ବଡଦେଉଳ ଅଭିମୁଖେ ନଅ ଦିନର ଯାତ୍ରା ଶେଷ  କରି ଫେରିଆସିଛନ୍ତି। ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରା ନିର୍ଦ୍ଧାରିତ ସମୟ ରେ ସମାପନ ହୋଇଛି। ପ୍ରଥମେ ପ୍ରଭୁ ବଳଦେବଙ୍କ ତାଳଧ୍ୱଜ୨ ଟା ୪୫ ମିନିଟ, ମା’ସୁଭଦ୍ରା ଙ୍କ ଦେବଦଳନ ରଥ ୩ ଟା ୦୫ ମିନିଟ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ରଥ  ଅପରାହ୍ନ ୪ଟା ୩୫ ମିନିଟ ରେ  ସିଂହଦ୍ୱାର ସାମ୍ନାରେ…

Read More
coal

ଓଡ଼ିଶାରେ କୋଇଲା ଖଣି ନିଲାମକୁ ବିରୋଧ

ଭୁବନେଶ୍ୱର: ଜାତୀୟ ସମ୍ପଦ ରୂପେ ଗଚ୍ଛିତ ଥିବା ୪୧ଗୋଟି କୋଇଲା ଖଣିକୁ ଦେଶୀ-ବିଦେଶୀ କମ୍ପାନୀମାନଙ୍କ ମାଲିକାନାରେ ହସ୍ତାନ୍ତର କରିବା ଉଦ୍ଦେଶ୍ୟରେ ନିଲାମ ଘୋଷଣା ଅଗଣତାନ୍ତ୍ରିକ, ଜନ ବିରୋଧୀ।ଏହା ଦ୍ୱାରା ପ୍ରାକୃତିକ ସମ୍ପଦର ଲୁଟ ହେବା ସହ ପରିବେଶ କ୍ଷତି ହେବ ଏବଂ ଓଡ଼ିଶାରେ ଅତି କମରେ ୧୫ ହଜାର ପରିବାର ବିସ୍ଥାପିତ ହେବେ ବୋଲି ଲୋକଶକ୍ତି ଅଭିଯାନ ସଭାପତି ପ୍ରଫୁଲ୍ଲ ସାମନ୍ତରା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଏହି  ନିଲାମ ପ୍ରକ୍ରିୟା ମଧ୍ୟ ଭର୍ଚୁଆଲ…

Read More

ଅନୁଗୋଳ ଜିଲ୍ଲାରେ କରୋନା ରେ ପ୍ରଥମ ମୃତ

ଶିଳ୍ପ ସଂସ୍ଥା ନାଲକୋର ୫୭  ବର୍ଷ ବୟସ୍କ ଜଣେ ବରିଷ୍ଠ ଅଧୁକାରୀ ବୁର୍ଲା ସ୍ଥିତ ଭିମସାର ମେଡ଼ିକାଲ କଲେଜରେ ଚିକିତ୍ସିତ  ଅବସ୍ଥାରେ ତାଙ୍କର ନମୁନା ପରୀକ୍ଷଣରେ ଗତକାଲି ସେ କରୋନା ପଜିଟିଭ୍ ଥିବାର ଜଣାପଡ଼ିଥିଲା । ଆଜି ତାକୁ ବୁର୍ଲା ମେଡ଼ିକାଲ କଲେଜରୁ ତାଳଚେର କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପରେ, ସେଠାରେ ତାଙ୍କୁ ମୃତ ଭାବେ ଗ୍ରହଣ କରାଯାଇଥିଲା । ଆଜି ଅପରାହ୍ନରେ ତାଙ୍କର ମୃତ ଶରୀରକୁ ଭୂବନେଶ୍ୱରର ସତ୍ୟନଗର ସ୍ଥିତ ସ୍ମଶାନକୁ ଦାହ ନିମନ୍ତେ…

Read More

କ’ଣ କଟକଣା ଜାରି ରହିଛି ଓ କ’ଣ ହେବ କ‌ୋହଳ ଅନଲକ୍-୨ ରେ …

ଭୁବନେଶ୍ୱର : ରାଜ୍ୟସରକାରଙ୍କ ପକ୍ଷରୁ ଅନଲକ୍‌-୨ନେଇ ନୂତନ ଗାଇଡଲାଇନ ଜାରି କରାଯାଇଛି। ଆଜି  ମୁଖ୍ୟ ଶାସନ ସଚିବ  ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ନୂତନ ଗାଇଡଲାଇନ ଜାରି କରିଛନ୍ତି। ରାଜ୍ୟରେ ୫୦ହଜାର ଗ୍ରାମ ର କରୋନା ମୁକାବିଲା ପାଇଁ ଓଡ଼ିଶାର ଗ୍ରାମ୍ୟ କଲ୍ୟାଣ ସମିତିକୁ ୫୦କୋଟି ଟଙ୍କା ଦିଆଯାଇଛି। ଘରକୁ ଘର ବୁଲି ମନିଟରିଂ କରିବା ସହିତ ଲୋକମାନଙ୍କୁ ସଚେତନ କରାଯିବ। ପ୍ରତ୍ୟେକ ପଞ୍ଚାୟତରେ ଆଇସୋଲୋସନ୍ ବ୍ୟବସ୍ଥା ରହିବ‌। କୋଭିଡ କେୟାର ସେଣ୍ଟର…

Read More

ପ୍ରଧାନମନ୍ତ୍ରୀ ଙ୍କ ଅଧ୍ୟକ୍ଷତା ରେ କୋଭିଡ-୧୯କୁ ଏଡାଇବା ପାଇଁ ଟିକା ଯୋଜନା ଓ ପ୍ରସ୍ତୁତି ବୈଠକ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋଭିଡ-୧୯କୁ ଏଡାଇବା ପାଇଁ ଯେବେ ବି ଟିକା ଉପଲବ୍ଧ ହେବ ଓ  ତାର ଯୋଜନା ତଥା ପ୍ରସ୍ତୁତି ବୈଠକର ର  ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଜାତୀୟ ପ୍ରୟାସରେ ବେସରକାରୀ କ୍ଷେତ୍ରର ଭୂମିକା, ଚିକିତ୍ସା ଯୋଗାଣ ଶୃଙ୍ଖଳା ପରିଚାଳନା, ବିପଦରେ ଥିବା ଜନସଂଖ୍ୟାକୁ ପ୍ରାଧାନ୍ୟ ଦେବା, ଏହି ପ୍ରକ୍ରିୟାରେ ଜଡିତ ବିଭିନ୍ନ ଏଜେନ୍ସି ମଧ୍ୟରେ ସମନ୍ୱୟ, ଭାରତର ବୃହତ ତଥା ବିବିଧ ଜନସଂଖ୍ୟା ଟୀକାକରଣ ପାଇଁ ନାଗରିକ ସମାଜ…

Read More

ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା,ନଭେମ୍ବର ପର୍ଯ୍ୟନ୍ତ ଗରିବ ଲୋକମାନେ ମାଗଣା ଖାଦ୍ୟ ପାଇବେ

ଭାରତରେ ୮୦ କୋଟିରୁ ଅଧିକ ଲୋକଙ୍କୁ ୩ ମାସର ରାସନ ମାଗଣା ଦିଆଯାଇଛି ନଭେମ୍ବର ଶେଷ ସୁଦ୍ଧା ଗରିବ ଲୋକମାନେ ମାଗଣା ଶସ୍ୟ ପାଇବେ ଅନଲକ୍ -୧ ଆରମ୍ଭ ହେବା ପରଠାରୁ ଅବହେଳା ବୃଦ୍ଧି ପାଇଲା ବିଶ୍ୱର ଅନେକ ଦେଶ ଅପେକ୍ଷା ଭାରତର ସ୍ଥିତି ଭଲ। ଦେଶବାସୀଙ୍କୁ ସେମାନଙ୍କର ଯତ୍ନ ନେବାକୁ ଅନୁରୋଧ ଦେଶରେ ଜୁଲାଇ ୧  ରୁ ଅନଲକ୍ -୨  ଲାଗୁ କୃଷକ ଏବଂ ସଚ୍ଚୋଟ କରଦାତାମାନଙ୍କ ଯୋଗୁଁ ସରକାର ଗରିବ ଏବଂ ଅସହାୟ ଲୋକଙ୍କୁ…

Read More

ରାଜ୍ୟରେ ପୁଣି ୨୦୬ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୨୦୬   କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୯୨  ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୪  ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଆଜି ୨୨  ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ମାଲକାନଗିରି ଜିଲ୍ଲାରେ  ସର୍ବାଧିକ ୩୬    ଜଣ ଚିହ୍ନଟ ହୋଇଛନ୍ତି। ସେହିପରି , ଯାଜପୁର ଜିଲ୍ଲାରୁ ୨୮  ଜଣ , କେଉଁଝର  ଓ…

Read More