aso

ASO Examination Postponed: ୨୧ରେ ହେବାକୁ ଥିବା ଏଏସ୍‍ଓ ପରୀକ୍ଷା ସ୍ଥଗିତ

କଟକ: ASO Examination 2022 Postponed ଆସନ୍ତା ୨୧ ତାରିଖ ରବିବାର ଦିନ ହେବାକୁ ଥିବା ଏଏସ୍‍ଓ (ASO Examination Postponed) ଲିଖିତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଓଡ଼ିଶାରେ ଲାଗି ରହିଥିବା ଲଗାଣ ବର୍ଷା ସହ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ସ୍ଥଗିତ ନିଷ୍ପତ୍ତି ନିଆଯାଇଛି। ଏହି ପରୀକ୍ଷାକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ପରୀକ୍ଷା ନେଇ ପରିବର୍ତ୍ତିତ କାର୍ଯ୍ୟସୂଚୀ ବିଜ୍ଞପ୍ତି ମାଧ୍ୟମରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ଜଣାଇ ଦିଆଯିବ ବୋଲି ଲୋକସେବା ଆୟୋଗ ପକ୍ଷରୁ ସୂଚନା…

Read More
76th-Independence-Day -CM-Naveen-Patnaik-Odisha

Independence Day 2022: ଗତ ୭୫ ବର୍ଷ ମଧ୍ୟରେ ଓଡ଼ିଶା ଦେଶକୁ ଅନେକ କ୍ଷେତ୍ରରେ ମାର୍ଗଦର୍ଶନ କରିଆସିଛି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ଵର: Independence Day 2022 ଆଜି ଓଡ଼ିଶାରେ ଆନନ୍ଦର ସହିତ ୭୬ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ଏହି ଅବସରରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ଏହି ସମାରୋରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍‍ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ସମାରୋହର ଉଦ୍‍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମୀ ତଥା ଦେଶଲାଗି ଶହୀଦ୍‍ ହୋଇଥିବା…

Read More
pmmodi_independance

Independence Day 2022: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌ କିଲ୍ଲାରୁ କହିଲେ; ଦେଶର ବିକାଶ ପାଇଁ ଆଗାମୀ ୨୫ ବର୍ଷର ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ

ନୂଆଦିଲ୍ଲୀ : PM Narendra Modi Lal Qila Speech On August 15. ଦେଶର ୭୬ ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଲାଲ୍‌ କିଲ୍ଲା (Lal Qila) ରୁ ଦେଶର ବିକାଶ ପାଇଁ ଆଗାମୀ ୨୫ ବର୍ଷର ବ୍ଲୁ ପ୍ରିଣ୍ଟ୍‌ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଆଜି ଦେଶ ୭୬ତମ ସ୍ୱାଧୀନତା ଦିବସ ପାଳନ କରୁଛି। ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଓ ଜାତୀୟ ପତାକା ଉତ୍ତୋଳନ ସହିତ ହର୍ଷୋଲ୍ଲାସ…

Read More
odisha_rainfalls

Odisha Weather Report: ଆହୁରି ବର୍ଷିବ, ଆଗାମୀ ୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ରେଡ୍ ଏବଂ ୧୯ ଜିଲ୍ଲାକୁ ଅରେଞ୍ଜ ଚେତାବନୀ

ବଡଖବର: ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ବରଗଡ, ସମ୍ବଲପୁର, ଅନଗୁଳ, ଦେବଗଡ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତ୍ୟଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛ। ଭୁବନେଶ୍ଵର:Odisha Weather Report latest updates ରାଜ୍ୟରେ ପ୍ରବଳ ବର୍ଷା ଜାରୀରହିଛି। ଲଘୁଚାପ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡିଶା ଉପକୂଳରେ ଏକ ଅବପାତ ରେ ପରିଣତ ହୋଇଛି। ଏହା ଓଡ଼ିଶା ଆଖପାଖ ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ପଶ୍ଚିମବଙ୍ଗା ଦିଘା…

Read More
heavy-rains_odisha

Odisha Weather Report: ଆଜିଠାରୁ ଦୁଇଦିନ ପ୍ରବଳ ବର୍ଷା, ୱାର୍ଣ୍ଣିଂ ଜାରି; ହୀରାକୁଦର ୨୦ଟି ଗେଟ୍‍ ଖୋଲା

ବଡଖବର: ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ଢେଙ୍କାନାଳ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଭୁବନେଶ୍ଵର: Odisha Weather Report heavy rains continues in Odisha ଓଡ଼ିଶାରେ ଆଜି ପ୍ରବଳ ବର୍ଷା ହେଉଛି। ତୁହା କୁ ତୁହା ବର୍ଷା ସାରା ଓଡ଼ିଶାକୁ ଭିଜେଇ ରଖିଛି। ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଉତ୍ତର-ବଙ୍ଗୋପସାଗର ଅଂଚଳରେ ଆଜି ରାତି ସୁଦ୍ଧା ଏକ…

Read More
odisha-weather_today

Weather Report Odisha: ଆସୁଛି ଆଉ ଏକ ଲଘୁଚାପ, ଓଡ଼ିଶାରେ ପ୍ରବଳ ବର୍ଷା ଜାରି, ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ବଡଖବର: ଋଷିକୁଲ୍ୟା, ଇନ୍ଦ୍ରାବତୀ, ବୁଢ଼ାବଳଙ୍ଗ , ନାଗାବଳୀ ଓ ବଂଶଧାରା ନଦୀରେ ବଢୁଛି ଜଳସ୍ତର। ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଢେଙ୍କାନାଳ ଓ କେନ୍ଦୁଝରରେ ଅତିପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି। ଭୁବନେଶ୍ୱର: Weather Report Odisha heavy rains all over Odisha ଗୋଟିଏ ଲଘୁଚାପ ବର୍ଷା କମି ନଥିବା ବେଳେ ପୁଣି ଆସୁଛି ଆଉ ଏକ ଲଘୁଚାପ। ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଅଗଷ୍ଟ ୧୩ ତାରିଖ ବେଳକୁ ଆଉ…

Read More
odisha _rains

Weather Report Odisha: ରାଜ୍ୟରେ ପ୍ରବଳ ବର୍ଷା ଜାରି , ୫ ଜିଲ୍ଲାକୁ ରେଡ,୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ବଡଖବର: ବରଗଡ଼, ସମ୍ବଲପୁର, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ  ରେଡ୍‍ୱାର୍ଣ୍ଣିଂ ଜାରି କରାଯାଇଛି। ଭୂବନେଶ୍ଵର: Weather Report Odisha heavy rains all over Odisha till 11th August ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଘନିଭୂତ ହେବାରେ ଲାଗିଛି। ଧୀରେ ଧୀରେ ଏହା ଅବପାତର ରୂପ ନେଇଛି। ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଛତିଶଗଡ ଆଡକୁ ମୁହାଁଇବ। ଏହାର ପ୍ରଭାବରେ ବରଗଡ଼, ସମ୍ବଲପୁର, ଅନୁଗୁଳ…

Read More
nitish kumar

New CM Bihar: ପ୍ରଧାନମନ୍ତ୍ରୀ ହେବା ଆଶାରେ ନିତୀଶ ଭାଙ୍ଗିଲେ BJP ସହ ମେଣ୍ଟ! ଆଜି ହେବ ଶପଥ ଗ୍ରହଣ

ପାଟନା: New CM of Bihar Nitish Kumar ନୀତୀଶ କୁମାର ଆଜି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ କୁମାର ଅଷ୍ଟମ ଥର ପାଇଁ ସିଏମ ଭାବେ ଶପଥ ଗ୍ରହଣ କରିବେ। ନୀତୀଶ କୁମାରଙ୍କ ଜେଡିୟୁ (JDU)ର ୧୩ଜଣ ମନ୍ତ୍ରୀ ଏବଂ ତେଜସ୍ୱୀ ଯାଦବଙ୍କ ଆରଜେଡି (RJD) ର ୧୬ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିପାରିବେ। ଏହି ସମୟରେ ମହାଗଣ୍ଠବନ୍ଧନ ଏକ ଅଂଶ…

Read More
niti_aayog _pm

NITI Aayog Meeting: ସଂଘୀୟ ବ୍ୟବସ୍ଥା ଭାରତକୁ କୋଭିଡରୁ ମୁକୁଳିବାରେ ସହାୟକ ହୋଇଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: Seventh meeting of the Governing Council (GC) of NITI Aayog ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ କହିଛନ୍ତି ଯେ, ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେଇ ଭାରତର ସବୁ ରାଜ୍ୟମାନଙ୍କର ମିଳିତ ପ୍ରୟାସ କାରଣରୁ କୋଭିଡ ଭଳି ମହାମାରୀରୁ ଭାରତ ମୁକୁଳି ପାରିଛି। ନୀତି ଆୟୋଗ ପରିଚାଳନା ପରିଷଦ (GC) ର ସପ୍ତମ ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର କୋଭିଡ ମହାମାରୀ ମୁକାବିଲାରେ ସବୁ ରାଜ୍ୟ…

Read More
naveen patnaik

NITI Aayog: ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦେବାପାଇଁ ନିତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦାବି

ନୂଆଦିଲ୍ଲୀ: Odisha Chief Minister Naveen Patnaik put forward the demand for a ‘special focus’ status for his state at Governing Council meeting of NITI Aayog ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦେବାପାଇଁ ନିତି ଆୟୋଗ ବୈଠକରେ ଦାବି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ସପ୍ତମ ବୈଠକ ରବିବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି…

Read More
odisha weaather report

Odisha Weather Report: ରାଜ୍ୟରେ ଆଉ ୩ ଦିନ ପ୍ରବଳ ବର୍ଷା

ବଡଖବର: ମାଲକାନଗିରି, କୋରାପୁଟ, କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ଜଗତସିଂହପୁର ଜିଲ୍ଲାରେ ହେବ ପ୍ରବଳ ବର୍ଷା। ଭୂବନେଶ୍ଵର: Odisha Weather Report. Heavy rains all over Odisha ଓଡ଼ିଶାରେ ମୌସୁମୀ ପ୍ରବାହରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଗତକାଲି ସଂଧ୍ୟାରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ସମେତ ପଶ୍ଚିମ ଓଡ଼ିଶାର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ…

Read More