babusan mohanti_actor

Babusan Mohanty: ଅଭିନେତା ବାବୁସାନ୍‌ ମହାନ୍ତି ହାଇକୋର୍ଟଙ୍କ ଦ୍ଵାରସ୍ଥ

ବଡଖବର ଓଡିଆ ଅଭିନେତା ବାବୁସାନ୍‌ ମହାନ୍ତି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଭୁବନେଶ୍ଵର: Odia actor Babusan Mohanty goes to High court ଆଜି ବୁଧବାର ଓଡିଆ ଅଭିନେତା ବାବୁସାନ୍‌ ମହାନ୍ତି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଅଭିନେତା ବାବୁସାନ ଆଗୁଆ ଜାମିନ୍‌ ପାଇଁ ହାଇକୋର୍ଟଙ୍କ ଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଗତ ୨୩ ତାରିଖ ଦିନ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ଅଭିନେତା ବାବୁସାନ ଭୁବନେଶ୍ଵର ବିମାନବନ୍ଦରକୁ ଯାଉଥିବା ବେଳେ ରାଜଧାନୀରେ ବାବୁସାନ୍‌, ସ୍ତ୍ରୀ ତୃପ୍ତି ଏବଂ ଅଭିନେତ୍ରୀ…

Read More
chse result 2022

CHSE Results: ପ୍ରକାଶ ପାଇଲା +2 Science ଓ Commerce ରେଜଲ୍ଟ, ୮ ରେ Arts ରେଜଲ୍ଟ

ଭୂବନେଶ୍ଵର: CHSE science and commerce annual examination result 2022 ଆଜି ବୁଧବାର ପ୍ରକାଶ ପାଇଛି ଓଡ଼ିଶା ସିଏଚଏସଇ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ (+2 Science and Commerce Result)। ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ (Sameer Ranjan Dash) ପରୀକ୍ଷାଫଳ ପ୍ରକାଶ କରିଛନ୍ତି। ଚଳିତ ବର୍ଷ +୨ ବିଜ୍ଞାନରେ ୯୪.୧୨ ପ୍ରତିଶତ, ବାଣିଜ୍ୟରେ ୮୯.୨୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଯୁକ୍ତ ଦୁଇ ବିଜ୍ଞାନରେ ମୋଟ୍…

Read More
odisha results

OJEE 2022 Result: ପ୍ରକାଶ ପାଇଲା OJEE 2022 ପରୀକ୍ଷାଫଳ

ଭୁବନେଶ୍ୱର: Odisha Joint Entrance Examination (OJEE)-2022 results ଆଜି ବୁଧବାର ପ୍ରକାଶ ପାଇଛି ଚଳିତ ବର୍ଷର ଓଜେଇଇ ପରୀକ୍ଷା ଫଳ। ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ୧୨ଟି ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପରୀକ୍ଷା ଫଳ ପ୍ରକାଶ ପାଇଛି। ଛାତ୍ରୀଛାତ୍ର ନିଜର ପରୀକ୍ଷା ଫଳ www.ojee.nic.in ସାଇଟରେ  ଦେଖିପାରିବେ। ସୂଚନାଯୋଗ୍ୟ ଏ ବର୍ଷ ୪୭ ହଜାର ୭୬୧ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷା ଜୁଲାଇ ୪ରୁ…

Read More
cbse 10

CBSE 12th Results 2022 Declared: ଆଜି ପ୍ରକାଶ ପାଇଛି CBSE 12th Results

ବଡଖବର: ଆଜି ପ୍ରକାଶ ପାଇଛି ସିବିଏସଇ ୧୨ ଶ୍ରେଣୀ ପରୀକ୍ଷା ଫଳ। ଆଜି ମଧ୍ୟ ପ୍ରକାଶ ପାଇବ ଦଶମ ପରୀକ୍ଷା ଫଳ। ନୂଆଦିଲ୍ଲୀ: CBSE 12th Results 2022 Declared: Pass percentage this year touched 92.71 percent, students can download the scorecard from https://www.cbse.gov.in ଆଜି ପ୍ରକାଶ ପାଇଛି CBSE ବୋର୍ଡ ଦ୍ୱାଦଶ ଶ୍ରେଣୀ ଫଳାଫଳ। ଆଜି ଦଶମ ପରୀକ୍ଷା ଫଳାଫଳ ମଧ୍ୟ ପ୍ରକାଶ ପାଇବ। ଫଳାଫଳ ବହୁତ ଭଲ ହୋଇଛି।…

Read More
droupadi-murmu

Droupadi Murmu: ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ଭାବେ ନିର୍ବାଚିତ

ଭୁବନେଶ୍ଵର: Droupadi Murmu elected as the new president of India ଆଜି ହେଉଛି ଓଡ଼ିଶା (Odisha) ପାଇଁ ଏକ ଐତିହାସିକ ଦିନ। ଓଡ଼ିଶା ମାଟିର ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ବିରୋଧୀ ଦଳର ପ୍ରାର୍ଥ ଯଶବନ୍ତ ସିହ୍ନା (Yashobant Sinha) ଙ୍କୁ ଏନଡିଏ (NDA) ପ୍ରାର୍ଥୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବହୁ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି। ପାର୍ଲାମେଣ୍ଟ ଭବନରେ ଚାଲିଥିବା ଗଣତିର ତୃତୀୟ ରାଉଣ୍ଡର ଫଳାଫଳ…

Read More

IIT କାନପୁର ଠାରେ ମେଡିକାଲ କଲେଜ ଓ ହସ୍ପିଟାଲର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବଡଖବର ସମାଜ କଲ୍ୟାଣ ପାଇଁ ଆଇଆଇଟି କାନପୁରର ଉଦ୍ୟମ ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ପ୍ରେରଣା ଦେବ – ଧର୍ମେନ୍ଦ୍ର ପ୍ରଧାନ। ‘ଦ ଗଙ୍ଗୱାଲ ସ୍କୁଲ ଅଫ୍ ମେଡ଼ିକାଲ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି’ ଏବଂ ‘ୟେଦୁପତି ସିଂଘାନିଆ ସୁପର ସ୍ପେଶାଲିଟି’ ହସ୍ପିଟାଲର ଶିଳାନ୍ୟାସ। ଦିଲ୍ଲୀ (PIB): Union Minister Dharmendra Pradhan laid the foundation stone of a medical college and hospital at IIT Kanpur ଆଜି ଶନିବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ…

Read More
odisha _rains

Odisha Weather Report: ଓଡ଼ିଶାରେ ପ୍ରବଳ ବର୍ଷା ଜାରି; ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବଡଖବର: ସାରା ଓଡ଼ିଶାରେ ପ୍ରବଳ ବର୍ଷା। ସୋମବାର ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ। ରାଜଧାନୀରେ ହେବ ପ୍ରବଳ ବର୍ଷା   ଭୂବନେଶ୍ଵର: Odisha Weather Report. Heavy rains all over Odisha ରାଜ୍ୟର ଉପକୂଳ ଓଡ଼ିଶାରେ ଲଘୁଚାପ ସକ୍ରିୟ ରହିଛି। ଏହାସହିତ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଭୁବନେଶ୍ଵର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି କଟକ, ଢେଙ୍କାନାଳ,…

Read More
rains_odisha_today

Odisha Weather Report: ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ଵର: Odisha Weather Report yellow warnings issue for heavy rains ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି। ଟିକେ ଖରା ପରେ ପୁଣି ପ୍ରବଳ ବର୍ଷୁଛି। ଏଥିସହିତ ଉତ୍ତର-ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଗତକାଲିଠାରୁ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳରେ ଅଧିକ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ସେହିପରି ଆଗାମୀ ୨୪…

Read More
Suna-Besha-Puri

Suna Besha: ଆଜି ହେଉଛି ଶ୍ରୀଜୀଉଙ୍କ ସୁନାବେଶ, ପ୍ରସ୍ତୁତି ଜାରି

ପୁରୀ: Puri Suna Besha of Lord Jagannath, Lord Balabhadra and Devi Subadra ଆଜି ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ସୁନାବେଶ। ରଥ ଉପରେ ମହଣ ମହଣ ସୁନାରେ ସଜେଇ ହେବେ ଦାରୁବ୍ରହ୍ମ ଚତୁର୍ଦ୍ଧାମୂର୍ତ୍ତି। ଭଗବାନଙ୍କର ଏହି ଦିବ୍ୟ ବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସେବାୟତମାନେ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ରତ୍ନଭଣ୍ଡାରରୁ ସେବାୟତମାନେ ମହାପ୍ରଭୁଙ୍କର ସୁନା ଅଳଙ୍କାରଗୁଡ଼ିକ ରଥ ଉପରକୁ ନେଇଯାଇଛନ୍ତି। ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସମୟ ନିର୍ଘଣ୍ଟ ଅନୁସାରେ ସମସ୍ତ ନୀତିକାନ୍ତି ଶେଷ ହେବା…

Read More
assam_news

News: ଗାଡିରେ ବୁଲୁଥିଲେ ଭଗବାନ ଶିବଙ୍କ ବେଶରେ , ହେଲେ ଗିରଫ

ଦିଲ୍ଲୀ: Man who played Lord Shiva in street drama arrested for allegedly hurting religious sentiments ଆସାମ (Assam) ର ନାଗାଓଁରୁ ବଡ ଖବର ଆସିଛି। ଏଠାରେ ଏକ ପଥପ୍ରାନ୍ତ ନାଟକ (Street Drama) ରେ ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହି ବ୍ୟକ୍ତି ଧାର୍ମିକ ଭାବନାକୁ ଆଘାତ (Religious Sentiments) ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଦେଇ ସଦର ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ମନୋଜ…

Read More
odisha rain

Odisha Weather Report: ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ଵର: Odisha Weather Report ଦକ୍ଷିଣ ଓଡ଼ିଶାରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରର ଉତ୍ତର-ପଶ୍ଚିମ ଓ ତତ୍‍ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଫଳରେ ଓଡ଼ିଶା ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାଦ୍ୱାରା ରାଜ୍ୟରେ ବର୍ଷା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜ୍ୟର ବିଭିନ୍ନ…

Read More