Subhadra Yojana Online Form Apply 2024: ରାଜ୍ୟ ବିଜେପି ସରକାର ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛନ୍ତି। ସୁଭଦ୍ରା ଯୋଜନାର ନିୟମାବଳୀ ବା SOP ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ନଚରଣ ମାଝୀ ଶୁକ୍ରବାର ଉପସ୍ଥାପନ କରିଛନ୍ତି।

Subhadra Yojana Online Form Apply 2024: SHG ମହିଳା ସୁଭଦ୍ରା ଯୋଜନାରୁ ବାଦ!,ସେପ୍ଟେମ୍ବର ୧୭ରେ ଶୁଭାରମ୍ଭ

ଭୁବନେଶ୍ଵର: Subhadra Yojana Online Form Apply 2024: ରାଜ୍ୟ ବିଜେପି ସରକାର ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛନ୍ତି। ସୁଭଦ୍ରା ଯୋଜନାର ନିୟମାବଳୀ ବା SOP ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ନଚରଣ ମାଝୀ ଶୁକ୍ରବାର ଉପସ୍ଥାପନ କରିଛନ୍ତି। ଅଗଷ୍ଟ ୨୨ତାରିଖରେ କ୍ୟାବିନେଟରେ ସୁଭ୍ରଦା ଯୋଜନାକୁ ମଞ୍ଜୁରୀ ମିଳିଥିଲା। ୨୧ରୁ ୬୦ ବର୍ଷର ମହିଳାଙ୍କୁ ମିଳିବ ସୁଭଦ୍ରା ସହାୟତା। ଏହି ଯୋଜନାରେ ପ୍ରତି ମହିଳାଙ୍କୁ ଦୁଇଟି ପର୍ଯ୍ୟାୟରେ ୫ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏହା ଡିବିଟି ମାଧ୍ୟମରେ…

Read More
naveen patnaik

Naveen Patnaik: ସଂସଦରେ ନବୀନଙ୍କୁ ପ୍ରଶଂସା କଲେ ଅମିତ ଶାହା

ନୂଆଦିଲ୍ଲୀ: କେରଳର ୱାୟାନାଡରେ ଏକ ଭୂସ୍ଖଳନ ଘଟଣା (Landslides in Kerala’s Wayanad) ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହା ସଂସଦରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି। ଏହି ସମୟରେ ସେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଙ୍କୁ ପ୍ରଶଂସା କରିଛନ୍ତି। ସଂସଦରେ ଗୃହମନ୍ତ୍ରୀ ଶାହା କହିଛନ୍ତି ଯେ ଜୁଲାଇ ୨୩ ରେ କେରଳ ସରକାରଙ୍କୁ କେନ୍ଦ୍ର…

Read More
Ayodhya Ram Mandir

Ayodhya Ram Mandir: ରାମ ମନ୍ଦିରକୁ ସବୁଠୁ ବଡ଼ ଦାନ; ଗୁଜରାଟର ଜଣେ ବ୍ୟକ୍ତିଙ୍କ ୧୦୧ କେଜି ସୁନା ଦାନ, ଜାଣନ୍ତୁ କିଏ

Ayodhya Ram Mandir: ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଅଯୋଧ୍ୟା ସହରକୁ ସଜାଯାଇଛି। ବର୍ତ୍ତମାନଠାରୁ କିଛି ଘଣ୍ଟା ପରେ ରାମଲାଲା ଅଯୋଧ୍ୟା ରାମ ମନ୍ଦିରରେ ବିରାଜମାନ ହେବେ। ଏହାପୂର୍ବରୁ ରାମଲାଲାଙ୍କ ମନ୍ଦିର ପାଇଁ ସାରା ବିଶ୍ୱରୁ ଉପହାର ଏବଂ ଦାନ ଆସୁଛି। ରାମ ଭକ୍ତମାନେ ସେମାନଙ୍କର ସାମର୍ଥ୍ୟ ଅନୁଯାୟୀ ରାମ ମନ୍ଦିର ପାଇଁ ଦାନ କରୁଛନ୍ତି। ନିକଟରେ ସୁରଟରୁ ଜଣେ ହୀରା ବ୍ୟବସାୟୀ ଦାନ କରିଥିବା ୧୦୧ କିଲୋଗ୍ରାମ ସୁନା ବିଷୟରେ ସୂଚନା ସାମ୍ନାକୁ ଆସିଛି।…

Read More
Street Crime Helpline Number odisha

Street Crime Helpline Number: ବଟି ଓ ପୂଜା ଚାନ୍ଦା କେହି ମାଗୁଛି କି?; କରନ୍ତୁ ଅଭିଯୋଗ,ଟୋଲ ଫ୍ରି ନମ୍ବର ଜାରି

ଭୁବନେଶ୍ଵର: Street Crime Helpline Number ଚଳିତ ପାର୍ବଣ ରତୁରେ ଜୋରଜବରଦସ୍ତ ଦାଦା ବଟି ଏବଂ ପୂଜା ଚାନ୍ଦା ମାଗିବା ରୋକିବାକୁ ନେଇ ଭୂବନେଶ୍ଵର କମିଶନରେଟ୍ ପୁଲିସ ପକ୍ଷରୁ ଏକ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି। କେହି ଯଦି ଜୋରଜବରଦସ୍ତ ପୂଜା ଚାନ୍ଦା ମାଗିଲେ କମିଶନରେଟ୍ ପୁଲିସକୁ ଜଣାଇବାକୁ ସୂଚନା ଦେଇଛନ୍ତି ଡିସିପି (DCP Bhubaneswar)। ଏଥିପାଇଁ ପୋଲିସ ପକ୍ଷରୁ ଟୋଲ ଫ୍ରି ନମ୍ବର ୭୦୭୭୭୯୮୧୧୧ (7077798111) ଜାରି କରାଯାଇଛି। ଅଭିଯୋଗକାରୀଙ୍କ ସମ୍ପୂର୍ଣ୍ଣ ନାମ ଓ…

Read More
Odisha Weather Updates: ଆସୁଛି ଲଘୁଚାପ,୧୫ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

Odisha Weather Updates: ଆସୁଛି ଲଘୁଚାପ,୧୫ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

କଟକ: Odisha Weather Updates ଉତ୍ତର-ପୂର୍ବ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୪ ଦିନ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଏବଂ ଅନ୍ୟ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡିଛି। ଏଥି ସହିତ ଓଡ଼ିଶାର ୧୫ରେ ପ୍ରବଳ ଝଡ଼ବର୍ଷା ଏବଂ ବଜ୍ରପାତ ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି। ଗତକାଲି ରବିବାର…

Read More
Cyclone Mocha Live Update

Cyclone Mocha Live Update: ବାତ୍ୟା ବାଂଲାଦେଶ ଓ ମିଆଁମାର ମୁହାଁ, ସତର୍କ ରହିବ ଓଡ଼ିଶା

ଭୁବନେଶ୍ଵର: Cyclone Mocha Live Update Odisha ବଙ୍ଗୋପସାଗରରେ ସୃଷ୍ଟି ହାେଇଥିବା ଲଘୁଚାପ ଅଧିକ ସକ୍ରିୟ ହୋଇ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଆସନ୍ତା ମେ ୯ ରେ ଏହା ଅବପାତର ରୂପ ନେଇପାରେ। ପରେ ପରେ ଏହା ଅଧିକ ଘନୀଭୂତ ହୋଇ ୧୦ ତାରିଖରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସାମୁଦ୍ରିକ ଝଡର ରୂପ ନେଇପାରେ। ଏହାପରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ୧୨ରେ ଭୟଙ୍କର ରୂପ ନେଇ ବାଂଲାଦେଶ ଓ ମିଆଁମାର ମୁହାଁ ହୋଇପାରେ…

Read More
Odisha Temperature Today Updates

Odisha Temperature Today Updates: ଆସନ୍ତା ୧୮ରୁ ମିଳିପାରେ ତାତିରୁ ମୁକ୍ତି

ଭୁବନେଶ୍ଵର: Odisha Temperature Today Updates ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସହ୍ୟ କରିଦେଇଛି। ଆଜି ତାପମାତ୍ରା ହ୍ରାସ ପାଇଥିଲେ ମଧ୍ୟ, ଗରମରୁ ମୁକ୍ତି ମିଳିପାରି ନାହିଁ। ଓଡ଼ିଶାର ଉପକୂଳ ଆଜି ତାପମାତ୍ରା ସାମାନ୍ୟ କମିଛି। କିନ୍ତୁ ପଶ୍ଚିମଓଡ଼ିଶା ତାତିରୁ ମୁକ୍ତି ପାଇପାରି ନାହିଁ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଜି ଦିନ ୨ଟା ୩୦ରେ ସମ୍ବଲପୁର ରାଜ୍ୟରେ ଉତ୍ତପ୍ତ ସହର ହୋଇଛି। ଏଠାରେ ତାପମାତ୍ରା ୪୨.୨ ଡିଗ୍ରି ରେକର୍ଡ କରାଯାଇଛି। ଏଥିସହିତ ହୀରାକୁଦ…

Read More
Odisha Weather Updates kalabaishakhi

Odisha Weather News Updates: ଆଜି କାଳବୈଶାଖୀ ପାଇଁ ୧୭ ଜିଲ୍ଲାକୁ ଆଲର୍ଟ ଜାରି; ୭ ଜିଲ୍ଲାରେ ପ୍ରବଳ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ଵର: Odisha Weather News Updates ଟ୍ରପଲାଇନ ପ୍ରଭାବରେ ସାରା ରାଜ୍ୟରେ ଦିନରେ ଟାଣଖରା ହେଉଥିବାବେଳେ ଅପରାହ୍ନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେଉଛି। ସେହିପରି ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶା ପାଇଁ କାଳବୈଶାଖୀ ସତର୍କତା ଜାରି କରାଯାଇଛି। ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା…

Read More
PM Kisan Samman Nidhi 13th Installment

PM Kisan Samman Nidhi 13th Installment: ମୋଦୀ ସରକାରଙ୍କ ହୋଲି ଉପହାର, ମିଳିବ ପିଏମ କିସାନ କିସ୍ତି

ନୂଆଦିଲ୍ଲୀ: PM Kisan Samman Nidhi 13th Installment ଆଗକୁ ଆସୁଛି ହୋଲି। ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଏକ ଖୁସି ଖବର ଦେବାକୁ ଯାଉଛନ୍ତି ମୋଦୀ ସରକାର। କାରଣ ହୋଲି ପୂର୍ବରୁ ପିଏମ କିସାନ ୧୩ ତମ କିସ୍ତିର ୨ ହଜାର ଟଙ୍କା ପ୍ରାୟ ୧୨କୋଟି ଚାଷୀଙ୍କ ଆକାଉଣ୍ଟରେ ସିଧା ଜମା କରିବେ କେନ୍ଦ୍ରସରକାର। ଏଥିପାଇଁ ଅନେକ କଳ୍ପନାଜଳ୍ପନା କରାଯାଉଥିଲା, କିନ୍ତୁ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।…

Read More
Weather Report of Odisha

Weather Report of Odisha: ଆସନ୍ତା ୨ଦିନ ପରେ କମିବ ଶୀତ, ବଢିବ ତାପମାତ୍ରା

ଭୁବନେଶ୍ଵର: Weather Report of Odisha ଓଡ଼ିଶାରେ ଦିନକୁ ଦିନ ଶୀତ ହ୍ରାସ ପାଇବାରେ ଲାଗିଛି। ଗତକାଲି ରାତିରୁ ରାଜ୍ୟର ତାପମାତ୍ରା ବଢ଼ିବା ଆରମ୍ଭ କରିଛି। ଏଥିସହିତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଶୀତ ଜାରି ରହିଛି। ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୨ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଛି। ଗତକାଲି ଫୁଲବାଣୀଠାରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ…

Read More
OSSC Teacher Recruitment 2023

OSSC Teacher Recruitment 2023: ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପରୀକ୍ଷା ମାର୍ଚ୍ଚ ୧୦ ରୁ ଆରମ୍ଭ

ଭୁବନେଶ୍ୱର: OSSC Teacher Recruitment 2023 ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଆସନ୍ତା ମାର୍ଚ୍ଚ ମାସ ୧୦ରୁ ୧୩ ତାରିଖ ମଧ୍ୟରେ ମାଧ୍ୟମିକ ଶିକ୍ଷକଙ୍କ ଦକ୍ଷତା ପରୀକ୍ଷା ଅନୁଷ୍ଠିତ ହେବ। ମାର୍ଚ୍ଚ ମାସରେ ପ୍ରିଲିମ୍‌‌ ଏବଂ ନୂଆ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ନିଯୁକ୍ତି ପ୍ରକ୍ରିୟା ଶେଷ କରାଯିବାକୁ ସ୍ଥିର କରିଛି ଓଏସଏସସି । ଶିକ୍ଷକ ନିଯୁକ୍ତି ପାଇଁ ପ୍ରଲିମ୍‌‌ ପରୀକ୍ଷା କେବଳ ଟିଜିଟି କଳା ଓ ବିଜ୍ଞାନ ଆଶାୟୀ…

Read More