IPL 2020 SRH vs RCB: ସନରାଇଜର୍ସ ହାଇଦ୍ରାବାଦ ବିଜୟୀ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୬ ୱିକେଟରେ ପରାସ୍ତ
ଦୁବାଇ: ଆଇପିଏଲ୍ କ୍ରିକେଟ୍ (IPL Cricket) ରେ ସନରାଇଜର୍ସ ହାଇଦ୍ରାବାଦ (SRH) ଗତକାଲି ରାତିରେ ଆବୁଧାବିରେ ଚାଲିଥିବା ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ (RCB) ୬ ଟି ୱିକେଟରେ ପରାସ୍ତ କରି ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟରେ ପ୍ରବେଶ କରିଛି। ୧୩୨ ରନ୍ର ଟାର୍ଗେଟକୁ ପଛରେ ପକାଇ ହାଇଦ୍ରାବାଦ ଦୁଇଟି ବଲ ଥାଇ ୪ ଟି ୱିକେଟ୍ ହରାଇ ସ୍କୋରକୁ ହାସଲ କରିଥିଲା। ୪୪ ବଲରୁ କେନ ୱିଲିୟମସନଙ୍କ (Kane Williamson) କଠିନ ଅପରାଜିତ ଅର୍ଦ୍ଧ ଶତକ…
