CET Webinar: CET ଓ BARC ମିଳିତ ଉଦ୍ୟମରେ ରେଡିଓ ଆଇସୋଟୋପ୍ସ ଏବଂ ଆଣବିକ ବର୍ଜ୍ୟବସ୍ତୁ ବିଷୟରେ FDP ୱେବିନାର୍

ଭୁବନେଶ୍ଵର: ସ୍ଥାନୀୟ ରସାୟନ ବିଜ୍ଞାନ ବିଭାଗ, କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (CET) ଓ ଭାବା ଆଟୋମିକ ରିସାର୍ଚ ସେଣ୍ଟର (BARC) ମିଳିତ ଆନୁକୂଲ୍ୟରେ ପାଞ୍ଚ ଦିନିଆ ଅକ୍ଟୋବର ୧୯ ରୁ ଅକ୍ଟୋବର ୨୩ ପର୍ଯ୍ୟନ୍ତ କିପରି ରେଡିଓ ଆଇସୋଟୋପ୍ସର ସାମାଜିକ ଲାଭ ପାଇଁ ପ୍ରୟୋଗ ଏବଂ ଆଣବିକ ବର୍ଜ୍ୟବସ୍ତୁର ପରିଚାଳନା (Applications of Radioisotopes for Societal Benefits and Nuclear Waste Management) ବିଷୟକୁ ନେଇ ଫ୍ୟାକଲ୍ଟି ଡେଭେଲପମେନ୍ଟ ପ୍ରୋଗ୍ରାମ (Faculty Development…

Read More
preity zinta

Watch IPL 2020: ଦୁଇଟି ସୁପର ଓଭର ପରେ KXIP ଜିତିଲା, ଏମିତି ଥିଲା ପ୍ରୀତି ଜିଣ୍ଟା ପ୍ରତିକ୍ରିୟା ଭିଡିଓ ଭାଇରାଲ

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ୧୩ ତମ ସିଜନରେ ଫ୍ରାଞ୍ଚାଇଜ୍ ଟିମ୍ କିଙ୍ଗ୍ସ ଏକାଦଶ ପଞ୍ଜାବର (KXIP) ସହ ମାଲିକ ପ୍ରୀତି ଜିଣ୍ଟା ତାଙ୍କ ଦଳର ଉତ୍ସାହ ପାଇଁ ପ୍ରାୟ ସମସ୍ତ ମ୍ୟାଚ୍‌ରେ ଷ୍ଟାଡିୟମରେ ନଜର ଆସିଛନ୍ତି। ପ୍ରୀତି ବର୍ତ୍ତମାନ ସଂଯୁକ୍ତ ଆରବ ଏମିରେଟ୍ସ (UAE) ରେ ଅଛନ୍ତି ଏବଂ ଦଳର ସମସ୍ତ ମ୍ୟାଚରେ ଷ୍ଟାଡିୟମକୁ ଆସୁଛନ୍ତି। ରବିବାର ଦିନ କିଙ୍ଗସ ଏକାଦଶ ପଞ୍ଜାବ ମୁମ୍ବାଇ ଇଣ୍ଡିଆନ୍ସ (MI) ବିପକ୍ଷରେ ଦ୍ୱିତୀୟ ସୁପର ଓଭରରେ…

Read More
chandraghanta maa

Navratri 2020 Day 3: ଆଜି ମା’ ଚନ୍ଦ୍ରଘଣ୍ଟାଙ୍କୁ ପୂଜା କଲେ ଜୀବନରେ ସୁଖ ସମ୍ପଦ ଆସେ

ତୃତୀୟ ଦିନ ପବିତ୍ର ନବରାତ୍ରୀରେ ମା’ ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରାଯାଏ। ମା’ଙ୍କ ରୂପ ହେଉଛି ଶାନ୍ତିର ପରିଚୟ ଏବଂ କଲ୍ୟାଣକାରୀ। ମା’ଙ୍କ କପାଳରେ ଏକ ଘଣ୍ଟା ଆକାରର ଚନ୍ଦ୍ରମା ଅଛି ସେଥିପାଇଁ ମା’ଙ୍କୁ ଚନ୍ଦ୍ରଘଣ୍ଟା ଦେବୀ କୁହାଯାଏ। ଆଜି ମା’ଙ୍କୁ ନାଲି ଫୁଲ ଅର୍ପଣ କରନ୍ତୁ। ମା’ଙ୍କୁ ପୂଜା କରିବାବେଳେ ମନ୍ଦିରର ଘଣ୍ଟି ବଜାଇବାକୁ ନିଶ୍ଚିତ ମନେ ରଖନ୍ତୁ। ମା’ ସର୍ବଦା ନିଜ ଭକ୍ତମାନଙ୍କ ଉପରେ ଆଶୀର୍ବାଦ ବର୍ଷା କରନ୍ତି। ମା’ଙ୍କୁ ପୂଜା କରି ମଣିଷର ଗର୍ବ…

Read More
Odisha Teacher Recruitment 2022

Odisha News: ରାଜ୍ୟରେ ୧୪,୩୭୯ଟି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବ!

କଟକ: ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟରେ ୧୪ ହଜାର ୩୭୯ଟି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (School) ବନ୍ଦ ହେବ ବୋଲି ଜଣାପଡ଼ିଛି। ୨୦୧୮ରେ ନିଆଯାଇଥିବା ଏହି ନିଷ୍ପତ୍ତି ୨୦୨୦-୨୧ରୁ ଲାଗୁ ହେବାକୁ ଯାଉଥିବାବେଳେ ଏହାକୁ ଚ୍ୟାଲେଞ୍ଜ୍‍ କରି ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜ୍ଜୁ ହୋଇଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ରହିତାଦେଶ ଦେବା ସହ ଏହାକୁ ରଦ୍ଦ କରିବାପାଇଁ ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀଙ୍କ ପକ୍ଷରୁ ନିବେଦନ କରାଯାଇଛି। ଭାରତୀୟ ବିକାଶ…

Read More
Weather Report of Odisha

Weather:ଆଜି ପ୍ରବଳ ବର୍ଷା;୧୬ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ପବନ ବହିବ ୪୦ରୁ ୫୦ କିମି ବେଗରେ

ଭୁବନେଶ୍ଵର: କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜିଠାରୁ ଏହା ଅଧିକ ଘନୀଭୂତ ହେବ। ଏହାର ପ୍ରଭାବରେ ୨୧ ତାରିଖ ଯାଏଁ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଉତ୍ତର ଓଡ଼ିଶା ଉପକୂଳ ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୬ଟି ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି…

Read More
Daily Horoscope Mahimalive.in live

ଆଜିର ରାଶିଫଳ

ମେଷ: ଯେତେବେଳେ ଆପଣ ଏକ କଠିନ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି ବିରକ୍ତ ହୁଅନ୍ତୁ ନାହିଁ। ଆପଣଙ୍କର ମନୋବଳ ପରିବର୍ତ୍ତନ କରିବାକୁ କିଛି ସାମାଜିକ ସମାବେଶରେ ଯୋଗ ଦିଅନ୍ତୁ। ଆଜି, ଆପଣ ଟଙ୍କା ସଂଗ୍ରହ ଏବଂ ସଞ୍ଚୟ କରିବାର କୌଶଳ ଶିଖିପାରିବେ ଏବଂ ଏହାକୁ ସଠିକ୍ ବ୍ୟବହାରରେ ବ୍ୟବହାର କରିପାରିବେ। ଜଣେ ବନ୍ଧୁଙ୍କ ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ। ଆଜି, ଆପଣଙ୍କ କାର୍ଯ୍ୟଗୁଡ଼ିକୁ ଠିକ୍ ସମୟରେ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରିବା ଉଚିତ୍। ମନେରଖନ୍ତୁ ଯେ ଘରେ କେହି…

Read More
airplane

Air Bubble: ବାଂଲାଦେଶ ଓ ଭାରତ ମଧ୍ୟରେ “ଏୟାର୍ ବବଲ୍‌” ବିମାନ ଚଳାଚଳ ଆରମ୍ଭ

ନୂଆଦିଲ୍ଲୀ: ବାଂଲାଦେଶ ଓ ଭାରତ ମଧ୍ୟରେ “ଏୟାର୍ ବବଲ୍‌” (Air Bubble) ବ୍ୟବସ୍ଥା ମାଧ୍ୟମରେ ଚଳିତମାସ ୨୮ ତାରିଖରୁ ବିମାନ ଚଳାଚଳ ପୁଣିଥରେ ଆରମ୍ଭ ହେବ। ଏକ ଫେସବୁକ ‌ପୋଷ୍ଟ୍ ଜରିଆରେ ଏ ସମ୍ପର୍କରେ ସୂଚନା ଦେଇ ବାଂଲାଦେଶର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ତିନୋଟି ବାଂଲାଦେଶୀ ଏୟାରଲାଇନସ୍ ବିମାନ ବାଂଲାଦେଶ, ୟୁଏସ୍ ବାଂଲା ଏୟାରଲାଇନସ୍ ଓ ନୋଭୋ ଏୟାର୍ ପ୍ରଥମ ପର୍ଯାୟରେ ଭାରତକୁ ସାପ୍ତାହିକ ୨୮ଟି ଉଡାଣ କରିବ। ସେହିପରି ୫ଟି ଭାରତୀୟ ବିମାନ ସେବାସଂସ୍ଥା…

Read More
yogi up

Mission Shakti: ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ମହିଳା ସୁରକ୍ଷା ପାଇଁ ସ୍ୱତନ୍ତ୍ର ସଚେତନତା ଅଭିଯାନ

ଉତର ପ୍ରଦେଶ: ଉତର ପ୍ରଦେଶ ସରକାର ରାଜ୍ୟରେ ମହିଳାମାନଙ୍କ ଉପରେ ହେଉଥିବା ଅପରାଧକୁ ନିୟନ୍ତ୍ରଣ କରିବା ତଥା ଏ ସଂପର୍କରେ ସଚେତନତା ସୃଷ୍ଟିକରିବା ଉଦ୍ଦେଶ୍ୟରେ ଏକ ଛଅମାସ ବ୍ୟାପୀ ମହିଳା ସଶକ୍ତିକରଣ ଅଭିଯାନ ‘ମିଶନ୍‌ଶକ୍ତି’ (Mission Shakti)ର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Adityanath) ଗତକାଲି ବଳରାମପୁରସ୍ଥିତ ଦେବୀ ପାଟନ୍‌ଶକ୍ତିପୀଠରୁ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ଶ୍ରୀ ଆଦିତ୍ୟନାଥ କହିଛନ୍ତି ମହିଳାମାନଙ୍କ ସୁରକ୍ଷା ପାଇଁ ରାଜ୍ୟସରକାର ପ୍ରତିଶୃତିବଦ୍ଧ। महिलाओं…

Read More
bruj khalifa laxmi bomb

Watch Laxmmi Bomb: ମୁକ୍ତିଲାଭ କଲା ‘ଲକ୍ଷ୍ମୀ ବମ୍’ର ପ୍ରଥମ ଗୀତ ‘Burj Khalifa’, ଅକ୍ଷୟ କୁମାର ଏବଂ କିଆରା ଆଡଭାନୀଙ୍କ ଜବରଦସ୍ତ ଲୁକ୍

ମୁମ୍ବାଇ: ଆଜି ଅକ୍ଷୟ କୁମାର (Akshya Kumar)ଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍’ (Laxmmi Bomb)ର ପ୍ରଥମ ଗୀତ ‘ବୁର୍ଜ ଖଲିଫା’ (Burj Khalifa) ରିଲିଜ ହୋଇଛି। ବୁର୍ଜ ଖଲିଫାର ଟିଜର (Teaser)କୁ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରି ଅକ୍ଷୟ କୁମାର ଲେଖିଛନ୍ତି – ‘ବର୍ଷର ସବୁଠୁ ବଡ ଡ୍ୟାନ୍ସ ଟ୍ରାକ’। ଏଇ ସଙ୍ଗୀତଟି ଶଶି ଡିଜେ ଖୁସୀ ( Shashi-Dj Khushi)ଏବଂ ନିକିତା ଗାନ୍ଧୀ (Nikhita Gandhi)ଏକାଠି ଗାଇଛନ୍ତି। ଏହା ସହିତ ଶଶି ମଧ୍ୟ ଏହି…

Read More
bramhos

Brahmos Supersonic Cruise Missile: ବ୍ରହ୍ମୋସ୍‍ କ୍ଷେପଣାସ୍ତ୍ରର INS ଚେନ୍ନାଇରୁ ସଫଳ ବ୍ୟାବହାରିକ ପରୀକ୍ଷଣ

ଚେନ୍ନାଇ: ବ୍ରହ୍ମୋସ୍, ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର (Brahmos Supersonic Cruise Missile) ଆଜି ଭାରତୀୟ ସେନାର ସ୍ୱଦେଶୀ ନିର୍ମିତ INS ଚେନ୍ନାଇରୁ ଆରବ ସାଗରରେ ଏକ ଟାର୍ଗେଟରେ ସଫଳତାର ସହ ପରୀକ୍ଷଣ କରାଗଲା। ଏହି କ୍ଷେପଣାସ୍ତ୍ର ପିନ-ପଏଣ୍ଟ ସଠିକତା ସହିତ ସଫଳତାର ସହ ଟାର୍ଗେଟକୁ ଲକ୍ଷ କରିଥିଲା।   ବ୍ରାହ୍ମୋସ୍ ‘ପ୍ରାଇମ୍ ଷ୍ଟ୍ରାଇକ୍ ଅସ୍ତ୍ର’ (Prime Strike Weapon) ଭାବରେ ଏହାକୁ ଗଣନା କରାଯାଉଛି। ବହୁମୁଖୀ ବ୍ରହ୍ମୋସ୍ ମିଳିତ ଭାବରେ ଭାରତ ଏବଂ ରୁସିଆ ଦ୍ୱାରା ଡିଜାଇନ୍…

Read More

Watch: ୟୁପି STF ବଲିଆ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଧିରେନ୍ଦ୍ର ସିଂଙ୍କୁ ଗିରଫ

ଉତରପ୍ରଦେଶ: ବଲିଆ ଗୁଳିକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଧିରେନ୍ଦ୍ର ସିଂ (Dhirendra Singh)ଙ୍କୁ ଆଜି ରବିବାର ଲକ୍ଷ୍ନୌ ଜାନେସର ପାର୍କ ନିକଟରେ ୟୁପି ଏସଟିଏଫ (Special Task Force) ଗିରଫ କରିଛି। କୋଟା ଆବଣ୍ଟନ ସମୟରେ ଧିରେନ୍ଦ୍ର ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଏଥିସହ ପୋଲିସ ଶନିବାର ଦିନ ଆଉ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଧିରେନ୍ଦ୍ରଙ୍କ ସପକ୍ଷରେ ବିବୃତ୍ତି ଦେଇଥିବାରୁ ବିଜେପି ବିଧାୟକ ସୁରେନ୍ଦ୍ର ସିଂଙ୍କୁ ଲକ୍ଷ୍ନୌ କୁ ବଦଳି କରାଯାଇଛି। Dhirendra…

Read More