ଜାମ୍ମୁ କାଶ୍ମୀରର ସୋପୋରରେ ଚାଲିଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ଏଠାରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଛି। ସୋପୋର ପୋଲିସ,୨୨ଆର୍ ଆର୍ ଓ ସିଆରପିଏଫ ମିଳିତ ଭାବେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର କରୁଛନ୍ତି। ଏହି ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି।
ଜମ୍ମୁ କଶ୍ମୀର ର ସୋପୋର୍ ଏନ୍କାଉଣ୍ଟର୍ ରେ ଦୁଇ ଆତଙ୍କବାଦୀ ନିହତ,ଇଣ୍ଟରନେଟ୍ ସେବା ବନ୍ଦ
