Odisha Assembly News: ବିଧାନସଭାର ବଜେଟ୍ ଅଧିବେଶନର ବିରୋଧୀଙ୍କ ହଟ୍ଟଗୋଳ, ୨୪ଟି ନୂଆ ସରକାରୀ ଆଇଟିଆଇ ହେବ ପ୍ରତିଷ୍ଠା
ଭୁବନେଶ୍ଵର:ଚଳିତ ବିଧାନସଭା (Assembly) ର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ (Budget Session) ର ଦ୍ୱିତୀୟ କାର୍ଯ୍ୟଦିବସ। ଧାନମଣ୍ଡି ସମସ୍ୟା ନେଇ ଅଧିବେଶନ ଆରମ୍ଭରୁ ବିରୋଧି ବିଜେପି (BJP) ଏବଂ କଂଗ୍ରେସ (Congress) ବିଧାୟକମାନେ ହଟ୍ଟଗୋଳ କରିବାରୁ ଶାସକ ବିଜେଡି (BJD) ବିଧାୟକମାନେ ଏହାର ଦୃଢ଼ ପ୍ରତିବାଦ କରିଥିଲେ। ଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ ମୁହାଁମୁହିଁ ଅବସ୍ଥା ସୃଷ୍ଟି ହୋଇଥିଲା। ହଟ୍ଟଗୋଳଜନିତ ଅଚଳାବସ୍ଥା ଏବଂ ଉତ୍ତେଜନାପୂର୍ଣ୍ଣ ବାତାବରଣ ଲାଗି ରହିବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର (Suryanarayan Patra)…
