Odisha Assembly News: ଯେଉଁ ଚାଷୀମାନଙ୍କର ଟୋକନ ଅବଧି ସରିଯାଇଛି ସେମାନଙ୍କୁ ଆଉ ଟୋକନ ମିଳିବନାହିଁ :ମନ୍ତ୍ରୀ
ଭୁବନେଶ୍ଵର: ଆଜି ବିଧାନସଭା (Assembly) ରେ ଫେବୃୟାରୀ ୨୩ ତାରିଖ ସୁଦ୍ଧା ରାଜ୍ୟରେ ୫୬ଲକ୍ଷ ୬୭ହଜାର କୁଇଣ୍ଟାଲ ଧାନ ଖରିଦ ସରିଲାଣି। ଚଳିତ ଖରିଫ ଋତୁରେ ୫୪ଲକ୍ଷ ମେଟ୍ରିକ ଟନ୍ ଧାନ କିଣା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ସଂଗୃହୀତ ଧାନ ପରିମାଣ ତାହାକୁ ଟପିଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ (Minister for Food Supplies & Consumer Welfare-Ranendra Pratap Swain) ପ୍ରକାଶ…
