Home » ପବିତ୍ର କାର୍ତ୍ତିକ ମାସ
diwali1

Happy Diwali: ଆଜି ପୂଜା କରନ୍ତୁ ମା’ ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କୁ ମିଳିବ କୃପା

କାର୍ତ୍ତିକ ମାସ (Kartik Masa) ର ଅମାବାସ୍ୟା ଦିନ ପ୍ରତ୍ୟେକ ଘରେ ଦୀପାବଳି (Diwali) ପୂଜା କରାଯାଏ। ଏହି ଦିନ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ ମା ଲକ୍ଷ୍ମୀ ତାଙ୍କ ଭକ୍ତମାନଙ୍କୁ ଆଶୀର୍ବାଦ କରନ୍ତି। ଦୀପାବଳିର ରାତି ସଂପୂର୍ଣ୍ଣତାର ରାତି ଭାବେ ବିବେଚନା କରାଯାଏ। ଯଦି ଆପଣ ମଧ୍ୟ ଦୀପାବଳିରେ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ଚାହାଁନ୍ତି, ତେବେ ଜାଣନ୍ତୁ ଦୀପାବଳିରେ କେଉଁ…

Read More
dharmendra Pradhan

Temple Reopens: ଶ୍ରୀମନ୍ଦିର ସମେତ ଓଡ଼ିଶାର ଧାର୍ମିକ ଅନୁଷ୍ଠାନ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍ ମାଧ୍ୟମରେ ଅନୁରୋଧ

ଭୁବନେଶ୍ଵର: ପବିତ୍ର କାର୍ତ୍ତିକ ମାସରେ କୋଭିଡ୍ କଟକଣା (Covid-19 Guidelines) କୁ ମାନି ମହାପ୍ରଭୁ ଶ୍ରୀଜଗନ୍ନାଥ (Sri Jagannath) ଙ୍କ ଶ୍ରୀମନ୍ଦିର (Sri Mandira) ସମେତ ଓଡ଼ିଶା (Odisha) ର ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନକୁ ନିୟନ୍ତ୍ରିତ ଢ଼ଙ୍ଗରେ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ଟ୍ୱିଟ୍ ମାଧ୍ୟମରେ ଅନୁରୋଧ କରିଛନ୍ତି କେନ୍ଦ୍ର ପେଟ୍ରେଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan )। ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି, କାର୍ତିକ ମାସରେ ମହାପ୍ରଭୁ…

Read More