Home » 118 app ban in India
PUBG-mobile

PUBG BACK: PUBG ଭାରତରେ ଫେରିପାରେ; ମାଇକ୍ରୋସଫ୍ଟ କ୍ଲାଉଡ୍ ସହିତ ହୋଷ୍ଟ

ଯେଉଁମାନେ PUBG ଖେଳନ୍ତି ସେମାନଙ୍କ ପାଇଁ ଏକ ବଡ଼ ଖବର ଅଛି। ଲୋକପ୍ରିୟ ମୋବାଇଲ୍ ଗେମ୍ PUBG ଖୁବ୍ ଶୀଘ୍ର ଭାରତରେ ପ୍ରତ୍ୟାବର୍ତ୍ତନ କରିପାରେ। ଭାରତରେ ପ୍ରତ୍ୟାବର୍ତ୍ତନ ପାଇଁ PUBG ମୋବାଇଲ୍ ମାଇକ୍ରୋସଫ୍ଟ (Microsoft) ସହିତ ଆଲୋଚନା କରୁଛି। PUBG ମୋବାଇଲ୍ ବର୍ତ୍ତମାନ ମାଇକ୍ରୋସଫ୍ଟର ଆଜୁର୍ କ୍ଲାଉଡ୍ (Microsoft Azure Cloud) ପ୍ଲାଟଫର୍ମରେ ହୋଷ୍ଟ ହେବ। ସାଇବର ସୁରକ୍ଷା ତଥା ଦେଶ ପ୍ରତି ବିପଦ ଥିବାରୁ ଏହି ଖେଳକୁ କେନ୍ଦ୍ର ସରକାର ନିଷିଦ୍ଧ କରିଥିଲା। ଯେତେବେଳେ PUBG…

Read More

PUBG BACK: PUBG ଭାରତକୁ ଫେରି ଆସିବ!

PUBG ବ୍ୟାନ୍ ପୂର୍ବ ସମୟରେ ଭାରତରେ ଅନଲାଇନ ଖେଳକୁ ଶାସନ କରୁଥିଲା। ଏକ ବଡ଼ ଫ୍ୟାନ୍ ବେସ୍ ନିଜ ପାଇଁ ଗଢି ପାରିଥିଲା। କିନ୍ତୁ ଦେଶରେ ନିଷିଦ୍ଧ ହୋଇଥିବା ୧୧୮ ଟି ଆପ୍ ମଧ୍ୟରେ ଏହି ଖେଳ ଅନ୍ତର୍ଭୂକ୍ତ ହେବା ପରେ ହଠାତ୍ କମ୍ପାନୀକୁ ଏକ ବଡ ଝଟକା ଲାଗିଛି।  PUBG କମ୍ପାନୀ ଦ୍ୱାରା ପ୍ରଚେଷ୍ଟା ସତ୍ତ୍ୱେ ଖେଳ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର ମନା କରିଦେଇଥିଲେ। ସୂଚନାଯୋଗ୍ୟ, ଭାରତରେ ଏକ ଚାକିରି…

Read More
modi pm

ଭାରତର ଝଟକା ପରେ ଝଟକାରେ ଚୀନର ଅର୍ଥବ୍ୟବସ୍ଥା ଧ୍ଵସ୍ତ

ନୂଆଦିଲ୍ଲୀ: ଏଲଏସି (LAC)ରେ ଭାରତ ସହ ଚୀନ (China)ର ଉତ୍ତେଜନା ପରିସ୍ଥିତି ପରେ ଭାରତ ଚୀନ୍ ଉପରେ ଅନେକ କଠୋର ନିଷ୍ପତ୍ତି ନେଉଛି। ମୋବାଇଲ୍ ଆପ୍ (App) ଉପରେ ନିଷେଧାଦେଶ, ନିବେଶକୁ ସୀମିତ ରଖିବା ପାଇଁ ନିୟମ ପରିବର୍ତ୍ତନ, ସମସ୍ତ ସାମଗ୍ରୀ ଉପରେ ଶୁଳ୍କ (Tax )ବୃଦ୍ଧି ସହିତ ଅନେକ ପ୍ରମୁଖ ନିଷ୍ପତ୍ତି ନେଉଛି।  ଧୀରେ ଧୀରେ ଏହାର ପ୍ରଭାବ ମଧ୍ୟପଡ଼ିଲାଣି। ଚଳିତ ବର୍ଷ ଜୁଲାଇ ସୁଦ୍ଧା ଭାରତରେ ଚାଇନାର ଆମଦାନୀ ପ୍ରାୟ ଏକ ଚତୁର୍ଥାଂଶ ହ୍ରାସ…

Read More
PUBG app

ମୋଦୀ ସରକାରଙ୍କ Digital Strike;PUBG ସମେତ ୧୧୮ ଆପ୍ ବ୍ୟାନ

ନୂଆଦିଲ୍ଲୀ:ଚଳିତ ଜୁନ୍ ଶେଷ ଭାଗରେ ଭାରତ ସରକାର ଚୀନ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୫୯ଟି ଚାଇନିଜ୍ ମୋବାଇଲ୍ ଆପ୍ (Mobile app )ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହି ଆପଗୁଡ଼ିକରେ ଲୋକପ୍ରିୟ ଟିକଟୋକ (TikTok), ସେୟାର୍, ୟୁସି ବ୍ରାଉଜର, ହେଲୋ, ଭିଗୋ ଭଳି ଆପ୍ସ ଅନ୍ତର୍ଭୁକ୍ତ ଥିଲାଜୁଲାଇ ମାସରେ, ସରକାର ଆହୁରି ୪୭ ଟି ଚାଇନାର ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଲେ। ପୂର୍ବରୁ ସରକାର ମୋଟ ୧୦୬ ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ।…

Read More