Aadhaar Card: ଆଧାର କାର୍ଡ ୧୦ବର୍ଷ ପୁରୁଣା କି? ଆଜି ହିଁ କରନ୍ତୁ ଅପଡେଟ୍
ନୂଆଦିଲ୍ଲୀ: Aadhaar Card Update Online ଆପଣଙ୍କ ଆଧାର କାର୍ଡ (Aadhaar Card) ୧୦ବର୍ଷ ପୁରୁଣା କି? ଯଦି ହଁ, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (Unique Identification Authority of India- UIDAI) ଏକ ନୋଟିସ୍ ଜାରି କରିଛି। ନୋଟିସ ଅନୁସାରେ ଯେଉଁମାନେ ୧୦ବର୍ଷ ପୂର୍ବେ ଆଧାର କାର୍ଡ ପାଇଥିଲେ ବର୍ତ୍ତମାନ ସେମାନେ ନିଜର ଆଧାର କାର୍ଡକୁ ଅପଡେଟ୍ କରିବାକୁ ପଡିବ। ହଁ କେବଳ…
