Dhamnagar Byelection Result: ଧାମନଗର ଉପନିର୍ବାଚନରେ ବିଜେପିର ବିଜୟ, ଧର୍ମର ଜୟ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭଦ୍ରକ: Dhamnagar Byelection Result ପୁଣି ଧାମନଗର ଉପନିର୍ବାଚନରେ ବିଜେପି ଜିତିଛି। ଧାମନଗରବାସୀ ଭାରତୀୟ ଜନତା ପାର୍ଟି (BJP) ର ନେତା ସ୍ଵର୍ଗତ ବିଷ୍ଣୁ ଚରଣ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ (Suryabanshi Suraj) ଙ୍କୁ ଅଧିକ ଭୋଟ ଦେଇ ବିଜୟୀ କରାଇଛନ୍ତି। ସେ ବିଜେଡ଼ି ଅବନ୍ତୀ ଦାସ (Abanti Das) ଙ୍କୁ ପରାସ୍ତ କରିଛନ୍ତି। ସୂଚନା ଅନୁସାରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି। ସୂର୍ଯ୍ୟବଂଶୀ ସୂରଜ ୯୮୮୧ ଖଣ୍ଡ ଭୋଟ୍…
