Home » ACTOR
Sean Connery

Sean Connery: ଜେମ୍ସ ବଣ୍ଡ ଆକ୍ଟର ସିନ୍‌ କନେରିଙ୍କ ପରଲୋ​‌କ​‌

ଜେମ୍ସ ବଣ୍ଡ (James Bond) ଫିଲ୍ମର ଅଭିନେତା ଭାବେ ପ୍ରସିଦ୍ଧି ଲାଭ କରିଥିବା ସାର୍‌ ସିନ୍‌ କନେରି (Sean Connery)ଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ପ୍ରଥମ ଅଭିନେତା ଜେମ୍ସ ବଣ୍ଡ ରୋଲ୍‌ ପ୍ଲେ କରିଥିଲେ। ସେ ୦୦୭ ଫ୍ରାଞ୍ଚାଇଜ୍‌ର ବେଷ୍ଟ ଆକ୍ଟର ଆଓ୍ବାର୍ଡ ଜିତିଥିଲେ। ସେ ଏହାବ୍ୟତୀତ ସିନ୍‌ ମେରାଇନ୍‌ (୧୯୬୪), ମର୍ଡର ଅନ ଦି ଓରିଏଣ୍ଟ ଏକ୍ସପ୍ରେସ୍‌ (୧୯୭୪), ଦ ମ୍ୟାନ୍‌ ହୁ ଉଡ୍‌ ବି କିଙ୍ଗ (୧୯୭୫),…

Read More
sushanth-singh

Sushant Singh Death Case Update: ସୁଶାନ୍ତଙ୍କ ହତ୍ୟା ନା ଆତ୍ମହତ୍ୟା? ଆଗାମୀ ସପ୍ତାହରେ ଖୋଲିବ ରାଜ

ନୂଆଦିଲ୍ଲୀ:ସୁଶାନ୍ତ ସିଂ ରାଜପୁତ (Sushant Singh Rajput) ଙ୍କ ମୃତ୍ୟୁ ବିଷୟରେ ସତ୍ୟ ଖୁବ ଶୀଘ୍ର ଜଣାପଡିବ। ସୁଶାନ୍ତଙ୍କୁ  ବିଷାକ୍ତ ପଦାର୍ଥ ଦିଆ ହୋଇଥିଲା କି ନାହିଁ, ଏହି ରହସ୍ୟ ଆସନ୍ତାକାଲି ଶୁକ୍ରବାର ଦିନ ଖୋଲିବାକୁ ଯାଉଛି। ଆସନ୍ତାକାଲି ଶୁକ୍ରବାର ସୁଶାନ୍ତ ସିଂ ରାଜପୁତଙ୍କ ଭିସେରା (Viscera) ରିପୋର୍ଟ ଆସିବ। ଭିସେରା ରିପୋର୍ଟକୁ ନେଇ ଏମ୍ସ (All India Institute Of Medical Science-AIIMS) ମେଡିକାଲ ବୋର୍ଡର ଏକ ବୈଠକ ଅନୁଷ୍ଠିତ ହେବ।  ଦ୍ୱିତୀୟ ଥର ପାଇଁ…

Read More
Black panther

Black Panthar ଅଭିନେତା ଚାଡୱିକ୍ ବୋସମାନ୍ 43 ବର୍ଷ ବୟସରେ ମୃତ୍ୟୁ,କ୍ୟାନସରରେ ଥିଲେ ପୀଡ଼ିତ

ଲସଆଂଜେଲସ :ବ୍ଲାକ୍ ପାନ୍ଥର୍( Black Panther )ର  ଆକ୍ଟର  ଚାଡୱିକ୍ ବୋସମାନ୍ ( Chadwick Boseman )ଙ୍କ  କର୍କଟ କାରଣରୁ ଶନିବାର ୪୩ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଚାଡୱିକ୍ ୪ବର୍ଷ ଧରି କର୍କଟ ରୋଗ ସହିତ ଲଢେଇ କରୁଥିଲେ। ଜୀବନର ଶେଷ ମୁହୂର୍ତ୍ତରେ ଅଭିନେତାଙ୍କ ପତ୍ନୀ ଏବଂ ପରିବାର ତାଙ୍କ ସହ ଥିଲେ। ସୁପରଷ୍ଟାର ଅଭିନେତାଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଏହା ବିବୃତ୍ତିରେ ଲେଖା ହୋଇଛି, ଜଣେ…

Read More

ହିନ୍ଦୀ ସିନେମା ପାଇଁ ଆଉ ଏକ ଝଟକା,କମେଡିଆନ ଜଗଦୀପ ଙ୍କ ପରଲୋକ

ନୂଆଦିଲ୍ଲୀ : ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରୁ କ୍ରମାଗତ ଭାବରେ ଖରାପ ଖବର ବାହାରୁଛି। ଏବେ ଆଉ ଏକ ଦୁଃଖଦ ଖବର ବାହାରକୁ ଆସିଛି। ପ୍ରସିଦ୍ଧ ହାସ୍ୟ ଅଭିନେତା ତଥା ହିନ୍ଦୀ ସିନେମାର ଅଭିନେତା ଜଗଦୀପ ଆଉ ଏହି ଦୁନିଆରେ ନାହାଁନ୍ତି। ବୁଧବାର ୮୧ ବର୍ଷ ବୟସରେ ଜଗଦୀପ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଜଗଦୀପଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ମାତ୍ରେ ତାଙ୍କ ପରିବାର ଏବଂ ବଲିଉଡରେ ଶୋକର ଲହରୀ ଖେଳିଯାଇଥିଲା। ଜଗଦୀପଙ୍କ ପ୍ରକୃତ ନାମ ଥିଲା…

Read More