Home » AFFILIATES

ଆମାଜନର ବେଷ୍ଟ ଅଫ୍ ଟେକ୍ ବିକ୍ରୟ ୨୦୨୦ ଆରମ୍ଭ; ଲାପଟପ୍, ସ୍ମାର୍ଟଫୋନ୍ ବଡ଼ ରିହାତି କିଣିବାର ସୁଯୋଗ

ନୂଆଦିଲ୍ଲୀ: ଆମାଜନ ବେଷ୍ଟ ଅଫ୍ ଟେକ୍ ବିକ୍ରୟ୨୦୨୦ (Amazon Best of tech Sale 2020 ) ଇ-କମର୍ସ ୱେବସାଇଟ୍ ଆମାଜନ ପୁଣି ଥରେ ଶସ୍ତା ଇଲେକ୍ଟ୍ରୋନିକ୍ ଉତ୍ପାଦ କିଣିବାର ସୁଯୋଗ ଆଣିଛି। ଆମାଜନର ସର୍ବଶେଷ ବେଷ୍ଟ ଟେକ୍ ବିକ୍ରୟ 2020 ଆଜି ଲାଇଭ୍ ସେଲ ଆରମ୍ଭ ହୋଇଛି। ଏହି ବିକ୍ରୟ ସମୟରେ ଲାପଟପ୍, କ୍ୟାମେରା, ଇୟରଫୋନ୍, ଇୟରବଡ୍ ଭଳି ଇଲେକ୍ଟ୍ରୋନିକ୍ ଉତ୍ପାଦ ଉପରେ ରିହାତି ପ୍ରଦାନ କରାଯାଉଛି। ବିଭିନ୍ନ ଦ୍ରବ୍ୟ କ୍ରୟ ଉପରେ EMI ଏବଂ…

Read More