ରାଫେଲ ଜୁଲାଇ ୨୯ରେ ଭାରତ ପହଞ୍ଚିବ
ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନ ରାଫେଲ ୨୯ ଜୁଲାଇରେ ଅମ୍ବାଲା ଏୟାର ବେସ୍ ରେ ପହଞ୍ଚିବ। ବର୍ତ୍ତମାନ ୫ ରାଫେଲ ଯୁଦ୍ଧ ବିମାନ ଫ୍ରାନ୍ସର ଏୟାରବେସରୁ ଭାରତକୁ ଉଡିଛି। ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ପାଇଲଟମାନେ ୭ ହଜାର କିଲୋମିଟର ଦୂରତା ଅତିକ୍ରମ କରିବା ପରେ ବୁଧବାର ଅମ୍ବାଲା ଏୟାରବେସରେ ପହଞ୍ଚିବେ। ଫ୍ରାନ୍ସରୁ ଆସୁଥିବା ଏହି ବିମାନଗୁଡ଼ିକୁ ସଂଯୁକ୍ତ ଆରବ ଏମିରେଟ୍ସର ଏକ ଏୟାରବେସରେ ଅବତରଣ କରିବ ଏବଂ ଫ୍ରାନ୍ସର ଟ୍ୟାଙ୍କର୍ ବିମାନ ଦ୍ୱାରା ଇନ୍ଧନ…
