Home » America Corona Virus
america corona virus report

America Covid-19: ଆମେରିକାରେ ହେବନାହିଁ ଲକଡାଉନ, କିଛି ସପ୍ତାହ ମଧ୍ୟରେ ଟିକା ଉପଲବ୍ଧ :ଟ୍ରମ୍ପ

▶ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱରେ ୫.୩୭ କୋଟିରୁ ଅଧିକ ସଂକ୍ରମିତ, ୧୩.୦୮ ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି ଓ ୩.୭୫ କୋଟି ସୁସ୍ଥ ହୋଇଛନ୍ତି ▶ ଯୁକ୍ତରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୧କୋଟିରୁ ଅଧିକ, ଏପର୍ଯ୍ୟନ୍ତ ୨.୪୯ ଲକ୍ଷ ଲୋକ ପ୍ରାଣ ହରାଇଲେଣି ବିଶ୍ୱରେ କରୋନା (Corona Virus) ରୋଗୀଙ୍କ ସଂଖ୍ୟା ୫.୩୭ କୋଟି ଅତିକ୍ରମ କରିଛି। ୩ କୋଟିରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏପର୍ଯ୍ୟନ୍ତ ୧୩ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହି…

Read More