Amroha Shabnam Case: ପୁଣି ଘୁଞ୍ଚିଲା ଶବନମଙ୍କ ଫାଶୀ, ଜାଣନ୍ତୁ କାରଣ
ଅମରୋହା: ଅମରୋହା (Amroha) ଚର୍ଚ୍ଚିତ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଶବନମ୍ (Shabnam) ଙ୍କୁ ଫାଶୀ ଦିଆଯିବା କିଛି ଦିନ ପାଇଁ ସ୍ଥଗିତ ରଖାଯାଇଛି। ମଙ୍ଗଳବାର ଦିନ ଆମରୋହ ଜିଲ୍ଲା କୋର୍ଟରେ ଏକ ଶୁଣାଣି ଅନୁଷ୍ଠିତ ହୋଇଛି। ପରିବାରକୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଶବନମ୍ ତାଙ୍କ ମୃତ୍ୟୁ ସ୍ଥଗିତ ରଖିବାକୁ ରାଜ୍ୟପାଳଙ୍କ ନିକଟରେ ଦୟା ଆବେଦନ କରିଛନ୍ତି, ଯେଉଁଥିପାଇଁ ଶବନମଙ୍କ ମୃତ୍ୟୁକୁ କିଛି ସମୟ ସ୍ଥଗିତ ରଖାଯାଇଛି। ବର୍ତ୍ତମାନ ଏହି ଦୟା ଆବେଦନ ୟୁପି…
