ଅନୁଗୋଳ ରୁ ଆଜି ୭ ଜଣ କରୋନା ପଜିଟିଭ ଚିହ୍ନଟ;ପଜିଟିଭ ସଂଖ୍ୟା ୧୩୯
ଅନୁଗୋଳ : (ମହିମାଲାଇଭ) ଆଜି ଅନୁଗୋଳ ଜିଲ୍ଲାରୁ ପୁଣି ୭ ଜଣ କୋଭିଡ଼ -୧୯ ପଜିଟିଭ ବାହାରିଛି। ବାହାରିଥିବା ୭ ଜଣ ପଜିଟିଭଙ୍କ ମଧ୍ୟରୁ ଅନୁଗୋଳ ପୌରାଞ୍ଚଳ ରୁ ଜଣେ ୩୮ ବର୍ଷ ବୟସ୍କ ପୁରୁଷ ଯାହାଙ୍କର ସାମାନ୍ୟ ଲକ୍ଷଣ ଥୁବାରୁ ସେ ନିଜେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ସ୍ଵାବ ପରୀକ୍ଷା କରାଇଥିଲେ। ତାଂକର ପଜିଟିଭ ବାହାରିଥୁବା ଏହି ସ୍ଵାବ ପରିକ୍ଷାରୁ ଜଣାପଡିଛି। ତାଳଚେର ବ୍ଲକ ଅଞ୍ଚଳରୁ ଆଜି ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଠୀ…
