ତାଳଚେର ବ୍ଲକର ତେଣ୍ଟୁଲେଇ ଗ୍ରାମପଞ୍ଚାୟତ ସଟ୍ ଡାଉନ
ତାଳଚେର: ଆଜି ତେଣ୍ଟୁଲେଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାଉଥବଲଣ୍ଡା କଲୋନୀରୁ ତିନିଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ସାଉଥବଲଣ୍ଡା ଏରିଆ ଏବଂ ସମ୍ପୂର୍ଣ୍ଣ ତେଣ୍ଟୁଲେଇ ଗ୍ରାମପଞ୍ଚାୟତ କୁ ଆଜିଠାରୁ ଅର୍ଥାତ ୭-୦୮-୨୦୨୦ ଠାରୁ ୧୬-୦୮-୨୦୨୦ (ରବିବାର) ରାତ୍ର ସମୟ ୯ ଘଟିକା ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା ଗ୍ରାମପଞ୍ଚାୟତ ସରପଞ୍ଚ କରିଛନ୍ତି। ଏହି ସମୟ ମଧ୍ୟରେ ତେଣ୍ଟୁଲେଇ ଗ୍ରାମପଞ୍ଚାୟତର ସମସ୍ତ ମୁଖ୍ୟ ରାସ୍ତାକୁ ସିଲ କରାଗଲା ଏବଂ ଲୋକମାନଙ୍କର ଯିବାଆସିବାରେ ରୋକ ଲଗାଗଲା। ସଟ ଡାଉନ ସମୟରେ ଅତ୍ୟାବଶ୍ୟକ…
