Home » Angul » Page 5

ଅନୁଗୋଳ ଜିଲ୍ଲାରେ ତିନି ପଞ୍ଚାୟତ ସଟ୍ ଡାଉନ

ଅନୁଗୁଳ – ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ  ବଢି ଚାଲିଛି । ଗତ କିଛିଦିନ ତଳେ କରୋନା ସଂକ୍ରମଣରେ ଆକ୍ରାନ୍ତ ନାଲକୋ ର ଜଣେ ବରିଷ୍ଠ ଅଧିକାରୀ ମୃତ୍ୟୁବରଣ କରିଛନ୍ତି। ତାଙ୍କ ସଂସ୍ପର୍ଶରେ କିଛି ଲୋକ ଆସିଛନ୍ତି। ନାଲକୋ ଶିଳ୍ପାଞ୍ଚଳ କୁ ଲାଗିଥିବା ୩ ଟି ପଞ୍ଚାୟତ କୁ ଆଜି ଠାରୁ ଆସନ୍ତା ମଙ୍ଗଳବାର ଅର୍ଥାତ  ୧୪ ତାରିଖ ପର୍ଯ୍ୟନ୍ତ ସମ୍ପୃକ୍ତ ପଞ୍ଚାୟତ ର ସରପଞ୍ଚ ମାନେ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସଟ୍…

Read More

ଅନୁଗୋଳ ରେ ୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,ଆକ୍ରାନ୍ତ ଙ୍କ ସଂଖ୍ୟା ୧୦୬

ଅନୁଗୋଳ : ପୁଣି  ଅନୁଗୋଳ ଜିଲ୍ଲାରେ ୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ସୂଚନା ଅନୁସାରେ,ବଅଁରପାଳ ସ୍ଥିତ ଏକ ଶିଳ୍ପସଂସ୍ଥାରୁ ୬ ଚିହ୍ନଟ ହୋଇଛନ୍ତି ।  ସେହିପରି କିଶୋରନଗର ବ୍ଲକରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଣିହାଁ ଶିଳ୍ପାଞ୍ଚଳରୁ ଜଣେ ଓ ସ୍ଥାନୀୟ ଜଣେ କରୋନାଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲାରେ ମୋଟ ୧୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୦ ସୁସ୍ଥ ହୋଇ…

Read More

ଆଜି ଅନୁଗୋଳ ରେ ସର୍ବାଧିକ ୨୪ ଜଣ କରୋନା ପଜିଟିଭ ଚିହ୍ନଟ ସହ,ମୋଟ ପଜିଟିଭ ସଂଖ୍ୟା ୯୬ ; ଶନିବାର ଓ ରବିବାର ସଟଡାଉନ

ଆଜି  ଅନୁଗୋଳ ଜିଲ୍ଲାରେ ଦିନକରେ ୨୪  ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲାକୁ ଚଳିତ ମାସପାଇଁ ପ୍ରତ୍ୟେକ ସପ୍ତାହର ଶନିବାର ଓ ରବିବାର କୁ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାରି ସଟ୍ ଢ଼ାଉନ୍ ଘୋଷଣା କରିଛନ୍ତି। ସପ୍ତାହର ଅନ୍ୟ ପାଞ୍ଚ ଦିନ ପାଇଁ ସମସ୍ତ ବ୍ୟବସାୟୀକ ଅନୁଷ୍ଠାନ ଗୁଡ଼ିକ ସକାଳ ୭ ଟାରୁ ଦିନ ୨ ଟା ପର୍ଯ୍ୟନ୍ତ ଖୋଲା ରହିବ। ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ଛେଣ୍ଡିପଦା ବ୍ଲକର ଏକ ଘରୋଇ ଶିଳ୍ପ ସଂସ୍ଥାରେ…

Read More
coal

ଓଡ଼ିଶାରେ କୋଇଲା ଖଣି ନିଲାମକୁ ବିରୋଧ

ଭୁବନେଶ୍ୱର: ଜାତୀୟ ସମ୍ପଦ ରୂପେ ଗଚ୍ଛିତ ଥିବା ୪୧ଗୋଟି କୋଇଲା ଖଣିକୁ ଦେଶୀ-ବିଦେଶୀ କମ୍ପାନୀମାନଙ୍କ ମାଲିକାନାରେ ହସ୍ତାନ୍ତର କରିବା ଉଦ୍ଦେଶ୍ୟରେ ନିଲାମ ଘୋଷଣା ଅଗଣତାନ୍ତ୍ରିକ, ଜନ ବିରୋଧୀ।ଏହା ଦ୍ୱାରା ପ୍ରାକୃତିକ ସମ୍ପଦର ଲୁଟ ହେବା ସହ ପରିବେଶ କ୍ଷତି ହେବ ଏବଂ ଓଡ଼ିଶାରେ ଅତି କମରେ ୧୫ ହଜାର ପରିବାର ବିସ୍ଥାପିତ ହେବେ ବୋଲି ଲୋକଶକ୍ତି ଅଭିଯାନ ସଭାପତି ପ୍ରଫୁଲ୍ଲ ସାମନ୍ତରା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଏହି  ନିଲାମ ପ୍ରକ୍ରିୟା ମଧ୍ୟ ଭର୍ଚୁଆଲ…

Read More

ଅନୁଗୋଳ ଜିଲ୍ଲାରେ କରୋନା ରେ ପ୍ରଥମ ମୃତ

ଶିଳ୍ପ ସଂସ୍ଥା ନାଲକୋର ୫୭  ବର୍ଷ ବୟସ୍କ ଜଣେ ବରିଷ୍ଠ ଅଧୁକାରୀ ବୁର୍ଲା ସ୍ଥିତ ଭିମସାର ମେଡ଼ିକାଲ କଲେଜରେ ଚିକିତ୍ସିତ  ଅବସ୍ଥାରେ ତାଙ୍କର ନମୁନା ପରୀକ୍ଷଣରେ ଗତକାଲି ସେ କରୋନା ପଜିଟିଭ୍ ଥିବାର ଜଣାପଡ଼ିଥିଲା । ଆଜି ତାକୁ ବୁର୍ଲା ମେଡ଼ିକାଲ କଲେଜରୁ ତାଳଚେର କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପରେ, ସେଠାରେ ତାଙ୍କୁ ମୃତ ଭାବେ ଗ୍ରହଣ କରାଯାଇଥିଲା । ଆଜି ଅପରାହ୍ନରେ ତାଙ୍କର ମୃତ ଶରୀରକୁ ଭୂବନେଶ୍ୱରର ସତ୍ୟନଗର ସ୍ଥିତ ସ୍ମଶାନକୁ ଦାହ ନିମନ୍ତେ…

Read More

ରାଜ୍ୟରେ ପୁଣି ୨୦୬ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୨୦୬   କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୯୨  ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୪  ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଆଜି ୨୨  ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ମାଲକାନଗିରି ଜିଲ୍ଲାରେ  ସର୍ବାଧିକ ୩୬    ଜଣ ଚିହ୍ନଟ ହୋଇଛନ୍ତି। ସେହିପରି , ଯାଜପୁର ଜିଲ୍ଲାରୁ ୨୮  ଜଣ , କେଉଁଝର  ଓ…

Read More

ଅନୁଗୋଳରୁ ୨ଜଣ କରୋନା ପଜିଟିଭ ଚିହ୍ନଟ ଓ ୪ ସୁସ୍ଥ;ପଜିଟିଭ ସଂଖ୍ୟା ୬୬ ଓ ସୁସ୍ଥ ସଂଖ୍ୟା ୫୪ କୁ ବୃଦ୍ଧି

ଅନୁଗୋଳ: ଆଠମଲ୍ଲିକ ବ୍ଲକ୍ ଅନ୍ତର୍ଗତ ଏକ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିରରୁ ଜଣେ ୨୧ ବର୍ଷିୟ ଯୁବକ କରୋନା ଆକ୍ରାନ୍ତ ହୋଇଥୁବାର ରିପୋର୍ଟ ଆସିଛି । ଚଳିତ ମାସ ୨୫ ତାରିଖରୁ ଏହି ଯୁବକ ତାମିଲନାଡୁରୁ ଆସି ସଙ୍ଗରୋଧରେ ଥିଲେ ଏବଂ ତାଂକର ସ୍ଵାବ ନମୁନାରୁ ପଜିଟିଭ ଜଣାପଡିଛି। ତାଂକର କୌଣସି କରୋନା ଲକ୍ଷଣ ନ ଥିଲା। ତାକୁ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ବଅଁରପାଳ ବ୍ଳକ୍ ଅଂଚଳର ,ଏକ ୫୨ ବର୍ଷିୟ ବ୍ୟକ୍ତି କଟକର…

Read More

ହାତୀ ର ଗତିବିଧି ଜାଣିବା ଏବେ ସହଜ

ହାତୀ-ମଣିଷ ମୁହାଁ ମୁହିଁ ଅନଗୁଳ ଜିଲ୍ଲାରେ ଅନେକ ସମୟରେ ହେଉଛି। ହାତୀର ଗତିବିଧି ଜନସାଧାରଣ ଜାଣିପାରୁନଥିବାରୁ ଅକାରଣ ରେ ଜୀବନ ଦେଉଛନ୍ତି। ଆଉ ମଧ୍ୟ ବେଳେ ହାତୀ ର ଜୀବନ ଚାଲିଯାଉଛି। ଏହାକୁ ଦୃଷ୍ଟିରେ ରଖି ଅନଗୁଳ ବନଖଣ୍ଡ ଏକ  ମୋବାଇଲ ଆପ ତିଆରି କରିଛନ୍ତି । ଯାହାର ନାମ ଦିଆଯାଇଛି “ଅନଗୁଳ ବନ ସାଥି” । ଅନୁଗୁଳ ବନଖଣ୍ଡ ଅଧିକାରୀ ଭି.କାର୍ତ୍ତିକଙ୍କ ସୂଚନା ଅନୁସାରେ, ଏହି ମୋବାଇଲ ଆପ୍‌ ଅନୁଗୁଳ ଜିଲ୍ଲାର ,ତାଳଚେର , ବଅଁରପାଳ , କଣିହାଁ , ଛେଣ୍ଡିପଦା  ଓ ଅନଗୁଳ ବ୍ଲକର…

Read More

ପୁଣି ଆଜି ୧୩୫ କରୋନା ଆକ୍ରନ୍ତ ସୁସ୍ଥ

ରାଜ୍ୟର ୧୭ଟି ଜିଲ୍ଲାରୁ ୧୩୫ ଜଣ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି। ସର୍ବାଧିକ ଗଂଜାମ ଜିଲ୍ଲାରୁ ଆଜି ୪୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୧୯ ଜଣ, କଳାହାଣ୍ଡି ଜିଲ୍ଲାରୁ ୧୬ ଜଣ, ଜଗତ୍‌ସିଂହପୁର ଜିଲ୍ଲାରୁ ୧୪ ଜଣ, କଟକ ଜିଲ୍ଲାରୁ ୬ ଜଣ, ପୁରୀ,ଯାଜପୁର ଓ ଅନୁଗୁଳ ଜିଲ୍ଲାରୁ ୪ ଜଣ ଲେଖାଏଁ କରୋନା ଆକ୍ରନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ଜିଲ୍ଲାରୁ ୩, କେନ୍ଦୁଝର ଓ କେନ୍ଦ୍ରାପଡ଼ା…

Read More

ଆଜି ରାଜ୍ୟରୁ ପୁଣି କରୋନାମୁକ୍ତ ହେଲେ ୧୮୬ ଜଣ

ରାଜ୍ୟ ବାସୀଙ୍କ ପାଇଁ ଖୁସି ଖବର,କରୋନା ରୁ ପୁଣି ୧୮୬ ଜଣ ବ୍ୟକ୍ତି  ସୁସ୍ଥ ହୋଇ ଘରକୁ ଫେରିବେ। କଟକ ଜିଲ୍ଲା  ରୁ ସର୍ବାଧିକ ୬୨ ଜଣ ଙ୍କ ସହିତ କନ୍ଧମାଳ ଜିଲ୍ଲା  ରୁ ୪୧ ଜଣ ,ଖୋର୍ଦ୍ଧା ଜିଲ୍ଲା ରୁ ୩୨ଜଣ  ,ଗଞ୍ଜାମ ଜିଲ୍ଲା ରୁ ୧୨ଜଣ  ,ମୟୂରଭଞ୍ଜ ଜିଲ୍ଲା ରୁ ୮ଜଣ , ଅନୁଗୋଳ ଜିଲ୍ଲା ରୁ ୭ ଜଣ ,କେଉଁଝର ଜିଲ୍ଲା ରୁ ୫ ଜଣ କରୋନା ମୁକ୍ତ ହୋଇଛନ୍ତି। ସେହିପରି ମାଲକାନଗିରି…

Read More

ଅନୁଗୋଳ ଜିଲ୍ଲାରେ ଏ ବର୍ଷ ରଥଯାତ୍ରା ସଂପୂର୍ଣ୍ଣ ବନ୍ଦ : ଜିଲ୍ଲା ପ୍ରଶାସନ

ମହାମାରୀ କରୋନା (କୋଭିଡ଼ -୧୯ ) ସଂକ୍ରମଣ ଯୋଗୁଁ ଜନସାଧାରଣ ଙ୍କ  ଜୀବନ ସୁରକ୍ଷା ତଥା ମାନ୍ୟବର ସୁପ୍ରିମକୋର୍ଟ ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ   ଅନୁପାଳନ ଆଧାରରେ ଚଳିତ ବର୍ଷ ଅନୁଗୋଳ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଆୟୋଜିତ ହେବାକୁ ଥିବା ରଥଯାତ୍ରା କୁ ସଂପୂର୍ଣ୍ଣ ବନ୍ଦ ରଖିବାକୁ ଜିଲା ପ୍ରଶାସନ  ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି  

Read More