Home » Annual examination
college open

UG ଓ PG ଶେଷ ବର୍ଷ ପରୀକ୍ଷା ଜୁଲାଇ-ଅଗଷ୍ଟ ମାସରେ, ହେବ ଅନ୍‌ଲାଇନ୍‌ରେ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ଵବିଦ୍ୟାଳୟ ଓ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ ମହାବିଦ୍ୟାଳୟରେ ୟୁଜି (Under Graduate-UG) ଓ ପିଜି (Post Graduate-PG) ଶେଷ ବର୍ଷ ଓ ଫାଇନାଲ ସେମିଷ୍ଟାର (Final Semester) ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଶେଷବର୍ଷ ଓ ଫାଇନାଲ ସେମିଷ୍ଟାର ପରୀକ୍ଷା ଜୁଲାଇ-ଅଗଷ୍ଟ ମାସରେ ଅନ୍‌ଲାଇନ୍‌ (Online) ମାଧ୍ୟମରେ ହେବ ଏବଂ ଅଗଷ୍ଟ-ସେପ୍ଟେମ୍ବର ମାସରେ ପରୀକ୍ଷା ଫଳ ପ୍ରକାଶିତ ହେବ। ଆଜି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ…

Read More
matric students odisha

Odisha Matric Examination: ନବୀନ ନିବାସ ସମ୍ମୁଖରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଧାରଣା, ପରୀକ୍ଷା ହେବ କି ନାହିଁ, ଦ୍ୱନ୍ଦ୍ୱ ଦୂରକର

ଭୁବନେଶ୍ଵର: ଦଶମ ବୋର୍ଡ ପରୀକ୍ଷା (Matric Board Examination) କୁ ନେଇ ଦ୍ଵନ୍ଦରେ ପଡ଼ିଛନ୍ତି ଛାତ୍ରଛାତ୍ରୀ। ପରୀକ୍ଷାକୁ ନେଇ ନବୀନ ନିବାସ (Naveen Nivas) ସମ୍ମୁଖରେ ଛାତ୍ରଛାତ୍ରୀ। ପରୀକ୍ଷା ହେବ କି ନାହିଁ, ସେ ଦ୍ୱନ୍ଦ୍ୱ ଦୂର କରିବା ନେଇ ନବୀନ ନିବାସରେ ନିଜ ଦାବି ଜଣାଇବାକୁ ଯାଇଛନ୍ତି ଛାତ୍ରଛାତ୍ରୀ ଏବଂ ପ୍ରତିବାଦ କରିବା ସହିତ ଧାରଣାରେ ବସିଛନ୍ତି। ଆଜି ଛାତ୍ରଛାତ୍ରୀମାନେ ନବୀନ ନିବାସ ଯିବା ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବାସଭବନକୁ ଯାଇ…

Read More
CHSE 1

Plus 2: ଯୁକ୍ତ ଦୁଇ ଇଚ୍ଛାଧୀନ ପରୀକ୍ଷା ପାଇଁ ଆଜିଠାରୁ ଫର୍ମ ପୂରଣ ଆରମ୍ଭ

ଭୁବନେଶ୍ଵର: ଯୁକ୍ତ ଦୁଇ (+2 ) ଇଚ୍ଛାଧୀନ ପରୀକ୍ଷା ଖୁବ୍‍ଶୀଘ୍ର ଅନୁଷ୍ଠିତ ହେବ। ଏଥିଲାଗି ଆଜିଠାରୁ ଫର୍ମ (Form) ପୂରଣ ଆରମ୍ଭ ହେବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଛାତ୍ରଛାତ୍ରୀ ଏହି ପରୀକ୍ଷା ଲାଗି ଅକ୍ଟୋବର ୧ ସୁଦ୍ଧା ନିଜ କଲେଜରେ ଫର୍ମ ପୂରଣ କରିପାରିବେ। ପରୀକ୍ଷା ଲାଗି ଛାତ୍ରଛାତ୍ରୀଙ୍କୁ କୌଣସି ଫି’ ଦେବାକୁ ପଡ଼ିବ ନାହିଁ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ସୂଚନା ଅନୁଯାୟୀ…

Read More