BJP Leader: ବରିଷ୍ଠ ବିଜେପି ନେତା ଅଶୋକ ସାହୁଙ୍କ ପରଲୋକ
କଟକ: ବରିଷ୍ଠ ବିଜେପି (BJP) ନେତା ତଥା ଅବସରପ୍ରାପ୍ତ ଆଇପିଏସ୍ (IPS) ଅଶୋକ ସାହୁ (Ashok Sahu)ଙ୍କ ୬୮ ବର୍ଷ ବୟସରେ ପରଲୋକ ହୋଇଛି। ଆଜି କଟକର ଏକ ଘରୋଇ ନର୍ସିଂହୋମରେ ବିଜେପିର ଏହି ବରିଷ୍ଠ ନେତା ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି । ସୂଚନାଅନୁସାରେ ,ଶ୍ରୀ ଅଶୋକ ସାହୁ ଗତ ୮ ତାରିଖ ଦିନ କଟକର ଏକ ଘରୋଇ ନର୍ସିଂହୋମରେ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। କିନ୍ତୁ ଆଜି ସକାଳେ ତାଙ୍କର ଦେହାନ୍ତ…
