Assam: ନଭେମ୍ବରରୁ ଆସାମରେ ସମସ୍ତ ମଦ୍ରାସା ବନ୍ଦ ହେବ
ଦିସପୁର:ଆସାମ (Assam) ରେ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଥିବା ସମସ୍ତ ସରକାରୀ ମଦ୍ରାସା (Madrasa) ବନ୍ଦ ରହିବ ବୋଲି ସରକାରଙ୍କ ଶିକ୍ଷା ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା (Himanta Biswa Sarma) ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସାଧାରଣ ଜନତାଙ୍କୁ ଧାର୍ମିକ ଶିକ୍ଷା ଦେବା ପାଇଁ କୌଣସି ବ୍ୟବସ୍ଥା ନାହିଁ, ତେଣୁ ସରକାରୀ ମଦ୍ରାସା ଆଉ ଚାଲିବ ନାହିଁ। ଏହି ଆଦେଶର ବିଜ୍ଞପ୍ତି ଆସନ୍ତା ମାସ ନଭେମ୍ବରରେ ପ୍ରକାଶ ପାଇବ।…
