Home » assembly session
assembly

Odisha Assembly Session: ବିଧାନସଭା ଶୀତକାଳୀନ ଅଧିବେଶନ ନଭେମ୍ବର ୨୦ରୁ ଆରମ୍ଭ

ଭୁବନେଶ୍ଵର : ନଭେମ୍ବର ୨୦ରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ (Odisha Assembly Winter Session) ଆରମ୍ଭ ହେବ। ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଶୀତ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ବର୍ଷ ୨୦୨୦-୨୧ ପାଇଁ  ଅତିରିକ୍ତ ବଜେଟ୍ ଉପସ୍ଥାପନ କରାଯିବ। ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ ହେବ। Also Read |

Read More
Modi-6 pm

Durga Puja : ପଶ୍ଚିମବଙ୍ଗରେ ଦୁର୍ଗାପୂଜା ମଣ୍ଡପକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

କୋଲକାତା: ପଶ୍ଚିମବଙ୍ଗ (West Benagal) ରେ ଦୁର୍ଗା ପୂଜା ଅବସରରେ ‘ଆତ୍ମନିର୍ଭରଶୀଳ ଭାରତ’ର ସଂକଳ୍ପରୁ’ ସୋନାର ବଙ୍ଗଳା’ର ସଂକଳ୍ପ ପୂରଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (Narendra Modi) ଆହ୍ଵାନ କରିଛନ୍ତି। ଏହା ସହ ରାଜ୍ୟର ସମୃଦ୍ଧ ତଥା ସମୃଦ୍ଧ ଐତିହ୍ୟକୁ ନୂତନ ଉଚ୍ଚତାକୁ ନେବାକୁ ପଡିବ ବୋଲି କହିଛନ୍ତି। ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି କାର୍ଯ୍ୟକ୍ରମ ରାଜ୍ୟରେ କ୍ଷମତାକୁ ଆସିବାକୁ ଚେଷ୍ଟା କରୁଥିବା ବିଜେପି ପାଇଁ…

Read More
assembly

Odisha University Bill 2020: ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୦ ବିଧାନସଭାରେ ପାସ୍

ଭୁବନେଶ୍ୱର: ଚାରି ଦିନର ତୀବ୍ର ଆଲୋଚନା ପରେ ଶେଷରେ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ, 2020 ବିଲ୍ (Odisha University amendment Bill 2020) ବିଧାନସଭାରେ ପାରିତ ହୋଇଛି। ବିରୋଧୀ ଦଳର ସଦସ୍ୟଙ୍କ ଦ୍ଵାର ଏହାକୁ ତୀବ୍ର ବିରୋଧ କରାଯାଇଥିଲା। କଂଗ୍ରେସ ବିଧାନସଭା ପାର୍ଟିର ନେତା ନରସିଂହ ମିଶ୍ର କହିଛନ୍ତି ଯେ ଓଡ଼ିଶା ବିଧାନସଭା ଇତିହାସରେ ଏହା ଏକ କଳା ଦିବସ। ବିଜେପି ଓ କଂଗ୍ରେସର ବିଧାୟକମାନେ ବାରମ୍ବାର ହଟ୍ଟଗୋଳ କରିଥିଲେ। ଆଲୋଚନା ବେଳେ ବିଜେପି ସଦସ୍ୟ ଭାଗ…

Read More
assembly

Assembly News: ଖଣି ଦୁର୍ନୀତି ପ୍ରସଙ୍ଗକୁ କେନ୍ଦ୍ରକରି ବିରୋଧୀ ଓ ଶାସକ ସଦସ୍ୟଙ୍କ ମଧ୍ୟରେ ପ୍ରବଳ ହଟ୍ଟଗୋଳ

ଭୁବନେଶ୍ଵର: ବିଧାନସଭା (Assembly) ରେ ଖଣି ଦୁର୍ନୀତି ପ୍ରସଙ୍ଗକୁ କେନ୍ଦ୍ରକରି ବିରୋଧୀ ଓ ଶାସକ ସଦସ୍ୟଙ୍କ ମଧ୍ୟରେ ପ୍ରବଳ ହଟ୍ଟଗୋଳ ହୋଇଛି। ଖଣି ଲିଜ୍‍ ପ୍ରଦାନ ଓ ନବୀକରଣରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ବିରୋଧୀ ଦଳ ଅଭିଯୋଗ ଆଣିଥିବାବେଳେ କେନ୍ଦ୍ର ଓ ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ ଏହା ହୋଇଥିବା ଶାସକ ଦଳ ଦର୍ଶାଇଛି। ଆଜି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ (Pradipta Nayak) ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ଖଣି…

Read More
assembly

Odisha Assembly Updates: ଗୃହରେ ବିଜୁଳି ତାତି, ବଡ ବଡ କମ୍ପାନୀକୁ ଖସେଇବାକୁ ସରକାର ବାଟ ଖୋଲିଛନ୍ତି କହିଲେ ବିରୋଧୀ

ଭୁବନେଶ୍ଵର: ରାଜ୍ୟ ବିଧାନସଭା (Assembly) ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ କାର୍ଯ୍ୟଦିବସ। ଗୃହରେ ଆଜି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରାଯାଇଛି। ବିଶେଷକରି ବିଜୁଳି ଦର ବୃଦ୍ଧି ନେଇ ମୁଲତବୀ ନୋଟିସ ଉପରେ ଆଲୋଚନା ହୋଇଛି। ଆଲୋଚନାରେ ଅଂଶଗ୍ରହଣ କରି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର (Dibya Shankar Mishra) କହିଛନ୍ତି, ସବୁଦିଗକୁ ଅନୁଧ୍ୟାନ କରି ଦର ସ୍ଥିର କରାଯାଇଥାଏ। ଦୀର୍ଘ ୭ବର୍ଷ ପରେ ରାଜ୍ୟରେ ବିଜୁଳି ଦର ବଢ଼ିଛି। ଅନ୍ୟପକ୍ଷରେ କୃଷକ, ବିପିଏଲ (BPL) ପରିବାରଙ୍କ…

Read More
assembly

Odisha Assembly Session: ଓଡ଼ିଶା ବିଧାନସଭାର ଚତୁର୍ଥ ଅଧିବେଶନ ଆଜିଠାରୁ ଆରମ୍ଭ,ଧାରଣାକୁ ଅନୁମତି ନାହିଁ

ଭୁବନେଶ୍ଵର: ଓଡ଼ିଶା ଷୋଡ଼ଶ ବିଧାନସଭା (Assembly) ର ଚତୁର୍ଥ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ମୋଟ୍‍ ୨୫ ପ୍ଲାଟୁନ୍‍ ଫୋର୍ସ ମୁତୟନ କରାଯାଇଛି। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗତକାଲି ପୁଲିସ୍‍ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ୍‍ କରିଛନ୍ତି। ତେବେ କୌଣସି ସଂସ୍ଥାକୁ ବିକ୍ଷୋଭ କିମ୍ବା ଧାରଣା ପ୍ରଦର୍ଶନ ପାଇଁ ଅନୁମତି ଦିଆଯାଇ ନାହିଁ। ଧାରଣାସ୍ଥଳରେ ୧୪୪ ଧାରା ଜାରି କରାଯାଇଛି। ଅକ୍ଟୋବର…

Read More
parliament

ଆସନ୍ତାକାଲି ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ;୧୮ ଟି କାର୍ଯ୍ୟଦିବସ,୪୭ ପ୍ରସଙ୍ଗରେ ଆଲୋଚନା

ନୂଆଦିଲ୍ଲୀ: ସୋମବାର ସେପ୍ଟେମ୍ବର ୧୪ ଠାରୁ ସଂସଦ (Parliament) ର ମୌସୁମୀ ଅଧିବେଶନ ୨୦୨୦ ଆରମ୍ଭ ହେବ। ଏହା ସପ୍ତଦଶ ଲୋକସଭାର ଚତୁର୍ଥ ତଥା ରାଜ୍ୟ ସଭାର ୨୫୨ ତମ ଅଧିବେଶନ। ଏହି ଅଧିବେଶନ ଆସନ୍ତା ଅକ୍ଟୋବର ପହିଲା, ୨୦୨୦ ରେ ଶେଷ ହେବ। ଏହି ଅଧବେଶନର ମୋଟ ୧୮ ଦିନରେ ୧୮ ଟି କାର୍ଯ୍ୟ ଦିବସ ରହିଛି (ଶନିବାର ଏବଂ ରବିବାର ମିଶାଇ ସବୁଦିନ କାର୍ଯ୍ୟଦିବସ ହେବ) ଏବଂ ମୋଟ ୪୭ ପ୍ରସଙ୍ଗ ଏହି ଅଧିବେଶନରେ ଆଗତ…

Read More