Home » Bangladesh
modi-mahimalive

PM Modi Bangladesh: ଓରକାଣ୍ଡିସ୍ଥିତ ହରି ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂଜାର୍ଚ୍ଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଆଜି ବାଂଲାଦେଶ (Bangladesh) ଯାତ୍ରାର ଦ୍ୱିତୀୟ ଦିନରେ ଢ଼ାକାର ଓରକାଣ୍ଡିସ୍ଥିତ ହରି ମନ୍ଦିର (Orakandi mandir) କୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଈଶ୍ୱରଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ ଏବଂ ସେଠାରେ ଆୟୋଜିତ ସାର୍ବଜନୀନ ସମ୍ବର୍ଦ୍ଧନା ସମାରୋହରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସେଠାକାର ପରମ ପୂଜ୍ୟ ଠାକୁର ପରିବାରର ବଂଶଜଙ୍କ ସହିତ ମଧ୍ୟ ଭାବ ମିନିମୟ କରିଥିଲେ। ପ୍ରଧାନମନ୍ତ୍ରୀ ଓରକାଣ୍ଡିରେ ମତୁଆ ସମ୍ପ୍ରଦାୟର ଲୋକଙ୍କୁ…

Read More
airplane

Air Bubble: ବାଂଲାଦେଶ ଓ ଭାରତ ମଧ୍ୟରେ “ଏୟାର୍ ବବଲ୍‌” ବିମାନ ଚଳାଚଳ ଆରମ୍ଭ

ନୂଆଦିଲ୍ଲୀ: ବାଂଲାଦେଶ ଓ ଭାରତ ମଧ୍ୟରେ “ଏୟାର୍ ବବଲ୍‌” (Air Bubble) ବ୍ୟବସ୍ଥା ମାଧ୍ୟମରେ ଚଳିତମାସ ୨୮ ତାରିଖରୁ ବିମାନ ଚଳାଚଳ ପୁଣିଥରେ ଆରମ୍ଭ ହେବ। ଏକ ଫେସବୁକ ‌ପୋଷ୍ଟ୍ ଜରିଆରେ ଏ ସମ୍ପର୍କରେ ସୂଚନା ଦେଇ ବାଂଲାଦେଶର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ତିନୋଟି ବାଂଲାଦେଶୀ ଏୟାରଲାଇନସ୍ ବିମାନ ବାଂଲାଦେଶ, ୟୁଏସ୍ ବାଂଲା ଏୟାରଲାଇନସ୍ ଓ ନୋଭୋ ଏୟାର୍ ପ୍ରଥମ ପର୍ଯାୟରେ ଭାରତକୁ ସାପ୍ତାହିକ ୨୮ଟି ଉଡାଣ କରିବ। ସେହିପରି ୫ଟି ଭାରତୀୟ ବିମାନ ସେବାସଂସ୍ଥା…

Read More

ଭାରତ ସୀମା କୁ ଲାଗିଥିବା ରାଷ୍ଟ୍ରରୁ ଆମଦାନୀ ଉପରେ ସରକାରଙ୍କ କଟକଣା

ନୂଆଦିଲ୍ଲୀ : ଭାରତ ସରକାରଙ୍କ ପକ୍ଷରୁ ସାଧାରଣ ଆର୍ଥକ ନିୟମାବଳୀ ୨୦୧୭ ରେ କେତେକ ସଂଶୋଧନ କରାଯାଇଛି। ଏହି ସଂଶୋଧନ ବଳରେ ସରକାର ଭାରତ ସହ ସୀମା ଲାଗିଥିବା କେତେକ ରାଷ୍ଟ୍ରରୁ ଦେଶର ପ୍ରତିରକ୍ଷା ଏବଂ ଜାତୀୟ ସୁରକ୍ଷା କାରଣରୁ ସାଧାରଣ ସାମଗ୍ରୀ ଆମଦାନୀ ଅଥବା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ସେହିଭଳି କାର୍ଯ୍ୟ ସଂପର୍କୀତ କାରବାର ଉପରେ କଟକଣା ଜାରି କରିଛନ୍ତି। ଏହି ସଂଶୋଧିତ ନିୟମାବଳୀ ଅନୁସାରେ ବ୍ୟୟ ବିଭାଗ ଏକ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି…

Read More