Uttar Pradesh: ବାପା ମଜୁରୀ କରି ଘର ଚଳାଉଛନ୍ତି, କିନ୍ତୁ ୯ କୋଟି ୯୯ ଲକ୍ଷ ଟଙ୍କା ଝିଅ ଆକାଉଣ୍ଟରେ ଅଛି
ଉତ୍ତରପ୍ରଦେଶ: ଯଦି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ (Bank Account) ରେ ଲକ୍ଷେ କିମ୍ବା ଦୁଇ ଲକ୍ଷ ନୁହେଁ ହଠାତ୍ ୧୦ କୋଟି ଟଙ୍କା ଆସେ, ତେବେ ଆପଣଙ୍କର ମାନସିକ ଅବସ୍ଥା କ’ଣ ହେବ? ଆପଣଙ୍କ ମନକୁ କେତେ ଚିନ୍ତାଧାରା ଆସିବ?ବଲିଆ ଜିଲ୍ଲାର ବଂଶଡିହ ଅଞ୍ଚଳର ରୁକୁନପୁରା ଗାଁର ଜଣେ କିଶୋରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୯ କୋଟି ୯୯ ଲକ୍ଷ ଟଙ୍କା ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯେତେବେଳେ କିଶୋରୀ ତାଙ୍କ ମା ସହିତ ବ୍ୟାଙ୍କରେ ପହଞ୍ଚିଥିଲେ,…
