Kalahandi News: ହଠାତ ଭୁଶୁଡ଼ି ପଡିଲା ପୋଲ, ତଳକୁ ଖସି ପଡିଲା ଦୁଇଟି କାର
କଳାହାଣ୍ଡି: Kalahandi News ପୋଲ ଉପରେ ଯାଉଥିଲା କାର। ହଠାତ ଭୁଶୁଡ଼ି ପଡିଲା ପୋଲ। ଫଳରେ ଦୁଇଟି କାର ପୋଲ ତଳକୁ ଖସି ପଡିଲା। ଏପରି ଦୁର୍ଘଟଣା ଘଟିଛି କଳାହାଣ୍ଡି (Kalahandi News) ଜିଲ୍ଲା ଭବାନୀପାଟଣା ରାଜ୍ୟ ରାଜପଥ ୪୪ର ଏକ ପୋଲ ଉପରେ ଯାହା ଭବାନୀପାଟଣାରୁ ଥୁଆମୂଳ ରାମପୁରକୁ ସଂଯୋଗ କରୁଛି। ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଥୁଆମୂଳ ରାମପୁର ରାସ୍ତାର ସାଈଧାମ ନିକଟରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ବ୍ରିଜ୍ ଟି…
