Bihar : ବିହାରର ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର, ଆସନ୍ତାକାଲି ଶପଥ ଗ୍ରହଣ, ସୁଶୀଲ ମୋଦୀ ହେବେ ବିଧାନମଣ୍ଡଳ ନେତା
ପାଟନା: ବିହାର ବିଧାନସଭା ନିର୍ବାଚନ ୨୦୨୦ (Bihar Assembly Election-2020) ର ଫଳାଫଳ ଆସିବା ପରେ ସରକାରୀ ଗଠନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଆଜି ପାଟନାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (NDA) ର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। ସୂଚନା ଅନୁସାରେ ନୀତୀଶ କୁମାର (Nitish Kumar) ଙ୍କୁ ଏନଡିଏର ନେତା ଭାବେ ମନୋନୀତ କରାଯାଇଛି। ଏଥି ସହିତ ସୁଶୀଲ ମୋଦୀ (Sushil Modi) ଡେପୁଟି ସିଏମ ଭାବରେ ରହିବେ ବୋଲି ଖବର ମିଳୁଛି।…
