ଆଉ ନାହାନ୍ତି ବରିଷ୍ଠ ଅଭିନେତା ବିଜୟ ମହାନ୍ତି
ଭୁବନେଶ୍ଵର: ଓଡ଼ିଆ ସିନେଜଗତର ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ଘଟିଛି। ଗତ କଲି ସନ୍ଧ୍ୟାରେ ହଠାତ ତାଙ୍କର ଅବସ୍ଥା ଗୁରୁତର ହେବା ରୁ ତାଙ୍କୁ ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା। ବିଜୟ ମହାନ୍ତି ନିଜର ଅଭିନୟର ଯାଦୁରେ ଦର୍ଶକଙ୍କୁ ସିନେମା ପରଦାରେ କନ୍ଦାଇବା ପରେ ଆଜି କିନ୍ତୁ ସତରେ ସମସ୍ତଙ୍କୁ କନ୍ଦାଇ ଚାଲିଗଲେ। ଦୀର୍ଘ ଦିନ ଧରି ପ୍ରଥମେ ହାଇଦ୍ରାବାଦ ପରେ ଭୁବନେଶ୍ଵର ରେ ରୋଗଶଯ୍ୟାରେ ପଡ଼ିବା ପରେ ଗତ କଲି ରାତି ୯ଟାରେ…
