Home » BJP leader
Padmapur Byelection

Padmapur Byelection : ନବୀନ ସରକାର ଚାଷୀଙ୍କ ପଇସାକୁ ହଡପ କରୁଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

ପଦ୍ମପୁର: Padmapur Byelection ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଆଉ ମାତ୍ର ପାଞ୍ଚ ଦିନ ବାକି ଥିବା ବେଳେ ବର୍ତ୍ତମାନ ପ୍ରଚାର ଜୋରସୋରରେ ଚାଲିଛି। ବିଜେପି ଭାରତୀୟ ଜନତା ପାର୍ଟି (BJP) ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଆଜି ପ୍ରଚାର କାର୍ଯ୍ୟରେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଣ୍ଡୋସିଲଠାରେ ଏକ ଜନସଭାରେ ପ୍ରଚାର କରିବା ସହ ମିଠାପାଲି, ପାଇକମାଳ, ବଇଦପାଲି, ହିରାପୁର, ଭେଙ୍ଗରାଜପୁର ଆଦି ସ୍ଥାନରେ ରୋଡ୍‍ ଶୋ ଏବଂ ବିଭିନ୍ନ…

Read More
modi

ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ଵର ସର୍ବାଧିକ ଲୋକପ୍ରିୟ ନେତା: Morning Consult survey

ନୂଆଦିଲ୍ଲୀ: Morning Consult survey: PM Modi tops list of most popular world leaders ବିଶ୍ୱସ୍ତରୀୟ ନେତାଙ୍କ ସର୍ଭେରେ ଲୋକପ୍ରିୟତା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ପୁଣି ଥରେ ଶୀର୍ଷରେ ଅଛନ୍ତି। ମର୍ନିଂ କନ୍ସଲ୍ଟ ସର୍ଭେ (Morning Consult survey) ଅନୁଯାୟୀ ପିଏମ ମୋଦୀ ୭୫ ପ୍ରତିଶତ ରେଟିଂ ପାଇଛନ୍ତି। ତାଙ୍କ ପରେ ମେକ୍ସିକୋର ରାଷ୍ଟ୍ରପତି ଆନ୍ଦ୍ରେସ ମ୍ୟାନୁଏଲ ଲୋପେଜ ଓବ୍ରାଡୋର (Andres Manuel Lopez Obrador) ୬୩ ପ୍ରତିଶତ…

Read More
smriti-irani

Watch: ପଦ୍ମ ବଟନ୍ ଦବାଇଲେ ଘରକୁ ଲକ୍ଷ୍ମୀ ଆସିବେ :କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ

ପାଟନା: କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ତାରକା ପ୍ରଚାରକ ସ୍ମୃତି ଇରାନୀ (Smriti Irani) ଶନିବାର ବିହାରରେ ଏକ ନିର୍ବାଚନ ରାଲିରେ କହିଛନ୍ତି ଯେ ପଦ୍ମ ବଟନ୍ ଦବାଇଲେ ଲକ୍ଷ୍ମୀ ଘରକୁ ଆସିବେ। ସେ କହିଛନ୍ତି ଯେ ନା ଲକ୍ଷ୍ମୀ କଂଗ୍ରେସର ହାତ ଧରି ଆସନ୍ତି ନା ଲଣ୍ଠନ ଧରି ଆସନ୍ତି। କିନ୍ତୁ ଲକ୍ଷ୍ମୀ ପଦ୍ମ ଉପରେ ବସି ଆସନ୍ତି। #WATCH Patna: Union Min Smriti Irani says "Bihar's self-respecting people don't pray…

Read More
assembly

Assembly News: ଖଣି ଦୁର୍ନୀତି ପ୍ରସଙ୍ଗକୁ କେନ୍ଦ୍ରକରି ବିରୋଧୀ ଓ ଶାସକ ସଦସ୍ୟଙ୍କ ମଧ୍ୟରେ ପ୍ରବଳ ହଟ୍ଟଗୋଳ

ଭୁବନେଶ୍ଵର: ବିଧାନସଭା (Assembly) ରେ ଖଣି ଦୁର୍ନୀତି ପ୍ରସଙ୍ଗକୁ କେନ୍ଦ୍ରକରି ବିରୋଧୀ ଓ ଶାସକ ସଦସ୍ୟଙ୍କ ମଧ୍ୟରେ ପ୍ରବଳ ହଟ୍ଟଗୋଳ ହୋଇଛି। ଖଣି ଲିଜ୍‍ ପ୍ରଦାନ ଓ ନବୀକରଣରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ବିରୋଧୀ ଦଳ ଅଭିଯୋଗ ଆଣିଥିବାବେଳେ କେନ୍ଦ୍ର ଓ ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ ଏହା ହୋଇଥିବା ଶାସକ ଦଳ ଦର୍ଶାଇଛି। ଆଜି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ (Pradipta Nayak) ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ଖଣି…

Read More
Sambit_patra

Puri Bagala:ବଗଲା ଜମି ବିବାଦକୁ ନେଇ ଡକ୍ଟର ସମ୍ବିତ ପାତ୍ରଙ୍କ ହାଇକୋର୍ଟରେ ମାମଲା ଦାଏର

ପୁରୀ: ପୁରୀର ବଗଲା ଧର୍ମଶାଳା ଜମି ଅନିୟମିତତା ଅଭିଯୋଗରେ ବିଜେପି (BJP) ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସମ୍ବିତ ପାତ୍ର (Sambit Patra) ହାଇକୋର୍ଟ (High Court) ରେ ଏକ ମାମଲା ଦାଏର କରିଛନ୍ତି। ଏହି ଜମିର ମାଲିକାନା କାହା ନାମରେ ଅଛି, ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଅନୁସାରେ ଜିଲ୍ଲାପାଳ ପାଖରେ ଜମି ବିକ୍ରି କରିବାର ଅଧିକାର ନାହିଁ ବୋଲି ଡକ୍ଟର ପାତ୍ର ଦର୍ଶାଇଛନ୍ତି। ୬୧୬ ଡେସିମିଲ ଜମିକୁ ନେଇ ବିବାଦ ସୃଷ୍ଟି ହୋଇଛି। ତେଣୁ ଶ୍ରୀଜଗନ୍ନାଥଙ୍କ ଖାତାକୁ…

Read More
j sing

Jaswant Singh:ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଯସୱନ୍ତ ସିଂଙ୍କ ପରଲୋକ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଯସୱନ୍ତ ସିଂ (Jaswant Singh) ଙ୍କ ୮୨ ବର୍ଷ ବୟସରେ ଆଜି ସକାଳେ ପରଲୋକ ହୋଇଛି। ଯଶବନ୍ତ ସିଂ କୁ ଗତ ୨୫ ଜୁନ୍ ରେ ମେଡିକଲ ଭର୍ତ୍ତି କରାଯାଇଥିଲା। ତାଙ୍କର କରୋନା ରିପୋର୍ଟ ନେଗେଟିଭ ଥିଲା। ଯସୱନ୍ତ ସିଂ ପ୍ରଥମେ ଦେଶର ସୈନିକ ଭାବେ ଯୋଗ ଦେଇଥିଲେ। ଅଟଳ ବିହାରୀ ବାଜପେୟୀ ସରକାରରେ ମନ୍ତ୍ରୀ ଜସୱନ୍ତ ସିଂ ମନ୍ତ୍ରୀ ଥିଲେ। ସେ ଦୀର୍ଘ…

Read More
bjp nadda team

BJP: ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ୪ ଓଡିଆଙ୍କୁ ସ୍ଥାନ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି(BJP) ର କାର୍ଯ୍ୟକର୍ତ୍ତାଙ୍କ ନାମ ଶନିବାର ଘୋଷଣା କରାଯାଇଛି। ବିଜେପି ସଭାପତି ଜଗତ ପ୍ରକାଶ ନଡ୍ଡା (JP Nadda) କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି। ନଡ୍ଡାଙ୍କ ଟିମ୍‌ରେ ୧୨ ଉପସଭାପତି, ୮ ସାଧାରଣ ସଂପାଦକ, ୧୩ ରାଷ୍ଟ୍ରୀୟ ସଂପାଦକ ରହିଛନ୍ତି। ଏଥିରେ ୪ ଜଣ ଓଡ଼ିଆଙ୍କୁ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ମିଳିଛି। ୪ ଜଣ ଓଡ଼ିଆଙ୍କ ମଧ୍ୟରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ବଜାୟ ରଖିଛନ୍ତି ବୈଜୟନ୍ତ ପଣ୍ଡା ( Baijayant Panda ), ରାଷ୍ଟ୍ରୀୟ ପ୍ରବକ୍ତା ହେଲେ ସମ୍ବିତ…

Read More
ashok sahu

BJP Leader: ବରିଷ୍ଠ ବିଜେପି ନେତା ଅଶୋକ ସାହୁଙ୍କ ପରଲୋକ

କଟକ: ବରିଷ୍ଠ ବିଜେପି (BJP) ନେତା ତଥା ଅବସରପ୍ରାପ୍ତ ଆଇପିଏସ୍‌ (IPS) ଅଶୋକ ସାହୁ (Ashok Sahu)ଙ୍କ ୬୮ ବର୍ଷ ବୟସରେ ପରଲୋକ ହୋଇଛି। ଆଜି କଟକର ଏକ ଘରୋଇ ନର୍ସିଂହୋମରେ ବିଜେପିର ଏହି ବରିଷ୍ଠ ନେତା ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି । ସୂଚନାଅନୁସାରେ ,ଶ୍ରୀ ଅଶୋକ ସାହୁ ଗତ ୮ ତାରିଖ ଦିନ କଟକର ଏକ ଘରୋଇ ନର୍ସିଂହୋମରେ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। କିନ୍ତୁ ଆଜି ସକାଳେ  ତାଙ୍କର ଦେହାନ୍ତ…

Read More