କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିଥିବା BMC, ଦାଉଦ ଇବ୍ରାହିମଙ୍କ ସମ୍ପତ୍ତି ଭାଙ୍ଗି ନ ଥିବାରୁ ହାଇକୋର୍ଟଙ୍କ ତାଗିଦ
ମୁମ୍ବାଇ: ବୃହନ୍ମୁମ୍ବଇ ମହାନଗର ନିଗମ (BMC) ବୁଲ୍ଡୋଜର ଲଗାଇ କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିଛି। ଉଚ୍ଛେଦ କରାଯାଇଥିବାବେଳେ କଙ୍ଗନାଙ୍କ ଓକିଲ ରିଜ୍ୱାନ ସିଦ୍ଦିକି ବମ୍ବେ ହାଇକୋର୍ଟର ଦ୍ଵାରସ୍ଥ ହୋଇ ରହିତାଦେଶ ଆଣିଛନ୍ତି ,ହେଲେ ସେତେବେଳକୁ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଥିଲା। ଶିବସେନା ନେତା ସଞ୍ଜୟ ରାଉତ (Sanjay Rout)ଏବଂ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ (Kangana Ranaut) ଙ୍କ ମଧ୍ୟରେ ଚାଲିଥିବା ବାକ୍ ଯୁଦ୍ଧ ବଢିବାରେ ଲାଗିଛି। ବୁଧବାର ଦିନ ଶିବସେନାଙ୍କ ପ୍ରବର୍ତ୍ତନରେ ବିଏମସି କଙ୍ଗନା କାର୍ଯ୍ୟାଳୟ ଭାଙ୍ଗି…
